Browsing Category

ପ୍ରଯୁକ୍ତି

ଏୟାରଟେଲର ନୂତନ ଇନଫିନିଟି ପୋଷ୍ଟପେଡ ପ୍ଲାନ୍

ଭାରତର ଅଗ୍ରଣୀ ଦୂରସଂଚାର କମ୍ପାନୀ ଭାରତୀ ଏୟାରଟେଲ୍ (ଏୟାରଟେଲ) ପକ୍ଷରୁ ଇନଫିନିଟି ପୋଷ୍ଟପେଡ ସିରିଜ ଅନ୍ତର୍ଗତ ଦୁଇଟି ନୂତନ ପ୍ଲାନ ଯେପରିକି ଟ.୬୪୯ ଏବଂ ଟ. ୭୯୯ ଇନଫିନିଟି ପ୍ଲାନର ଶୁଭାରମ୍ଭ କରାଯାଇଛି । ଟ.୬୪୯ ଇନଫିନିଟି ପ୍ଲାନରେ ଉପଭୋକ୍ତାମାନେ ପ୍ରତିମାସରେ ୫୦ଜିବିର ୩ଜି/୪ଜି ଡାଟା…

ଭାରତରେ ଶୁଭାରମ୍ଭ ହେଲା TVS Apache RTR 180 Race

ଭାରତରେ ଟିଭିଏସ ପକ୍ଷରୁ TVS Apache RTR 180 Raceର ଶୁଭାରମ୍ଭ କରାଯାଇଛି । ଯାହାରକ (ଏକ୍ସ-ସୋରୁମ, ଦିଲ୍ଲୀ) ର ମୂଲ୍ୟ ୮୩,୨୩୩ ରହିଛି । ଆପାଚି ଆରଟିଆର ୧୮୦ର ରେସ ସଂସ୍କରଣଟି ପର୍ଲ ହ୍ୱାଇଟ ବେସ ରଙ୍ଗ ଏବଂ ରେସିଙ୍ଗ ଇନଷ୍ପାଇରେଡ ଗ୍ରାଫିକ୍ସ ସହ ଆସୁଛି । ଏହି ବାଇକଟିର ଆଗ ଏବଂ ଫଛରେ…

ସାମସଙ୍ଗ ପକ୍ଷରୁ ଏହାର ଗ୍ୟାଲେକ୍ସି Galaxy A6, Galaxy A6+ର ଶୁଭାରମ୍ଭ

ସାମସଙ୍ଗ ପକ୍ଷରୁ ଏହାର A ସୃଙ୍ଖଳରେ ଥିବା ଦୁଇଟି ଭ୍ୟାରିଏଣ୍ଟ  A6ଏବଂA6+ର ଦୁଇଟି ନୂତନ ସ୍ମାର୍ଟଫୋନର ଶୁଭାରମ୍ଭ କରାଇଛି । ଉଭୟ ସ୍ମାର୍ଟଫୋନ ବର୍ତ୍ତମାନ ଇଣ୍ଡୋନେସିଆର ସାମସଙ୍ଗ ୱେବସାଇଟ୍ରେ ଏହାର ବୈଶିଷ୍ଟତା ସହ ସ୍ଥାନ ପାଇଛି । ଚଳିତ ମେ ମାସରୁ ଏହା ଏସିଆ, ୟୁରୋପ ଏବଂ ଲାଟିନ…

ବଜାରରେ ପ୍ରବେଶ କରିବାକୁ ଯାଉଛି ଡୁକାଟି ୨୦୧୮ ମନଷ୍ଟର ୮୨୧

ଇଟାଲିୟାନ ମୋଟରସାଇକେଲ ନିର୍ମାତା କମ୍ପାନୀ ଡୁକାଟି ପକ୍ଷରୁ ଏହାର ସବୁଠାରୁ ହାଇସ୍ପିଡ ରେସିଙ୍ଗ ବାଇକ ୨୦୧୮ ମନଷ୍ଟର ୮୨୧କୁ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଯାହାରକି ଆନୁମାନିକ ୯.୫ ଲକ୍ଷ(ଏକ୍ସ-ସୋରୁମ) ରହିଛି । ଏହି ବିଏସଭିଆଇ ବାଇକଟି ଟ୍ରିୟମ୍ଫ ଷ୍ଟ୍ରିଟ ଟ୍ରିପଲ ଏସ,…

ଓଡ଼ିଶାରେ ମୋଟୋରୋଲାର ୨୫ଟି ନୂଆ ମୋଟୋ ହବ୍

ମୋଟୋରୋଲା ମୋବିଲିଟି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଓ କଟକରେ ତା’ର ୨୫ଟି ନୂଆ “ମୋଟୋ ହବ୍” ଖୋଲିବାକୁ ଯାଉଛି । ମୋଟୋ ହବ୍ ହେଉଛି ଏକ ମୂଖ୍ୟ ସ୍ଥଳୀ, ଯେଉଁଠାରେ ଗ୍ରାହକ ମାନଙ୍କ ପାଇଁ ସମସ୍ତ ମୋଟୋରୋଲା ଉତ୍ପାଦ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ । ଏହା ମଧ୍ୟରେ ସ୍ୱତନ୍ତ୍ର ଭାବରେ କେବଳ ଅନଲାଇନରେ…

ମେ ୧୭ରେ ଭାରତରେ ଲଞ୍ଚ ହେବ ୱାନ ପ୍ଲସ ୬

ବିଶ୍ୱସ୍ତରୀୟ ପ୍ରିମିୟମ ସ୍ମାର୍ଟଫୋନ ବ୍ରାଣ୍ଡ ୱାନ ପ୍ଲସ ପକ୍ଷରୁ ୧୭ ମେ ୨୦୧୮ରେ ମୁମ୍ବାଇର ଏନଏସସିଆଇଠାରେ ୱାନପ୍ଲସ ୬ କାର୍ଯ୍ୟକ୍ରମ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ୱାନ ପ୍ଲସ ୬ର ପୂର୍ବ ପଞ୍ଜିକରଣ ସ୍ୱତନ୍ତ୍ରଭାବେ ଆମାଜନ.ଇନରେ କରାଯିବ । ଗତ ସପ୍ତାହରେ ୱାନ ପ୍ଲସ ଅଗାମୀ…

ଶୁଭାରମ୍ଭ ହେଲା Vivo Y53i

ଭିଭୋ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି Vivo Y53i ହେଉଛି Vivo Y53 ସ୍ମାର୍ଟଫୋନର ନବୀନତମ ସଂସ୍କରଣ, ଯାହାର କି ଏକ ବର୍ଷ ପୂର୍ବରୁ ଶୁଭାରମ୍ଭ କରାଯାଇଥିଲା । ସ୍ମାର୍ଟଫୋନଟିର ସାମନା ଭାଗରେ ୫ ଇଞ୍ଚର ଆପିଏସ ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୬.୦ ମାର୍ସମାଲୋ ସହ…

ବଜାରକୁ ଆସିଲା ପଲସରର ନୂଆ ମଡେଲ

ଯୁବବର୍ଗମାନଙ୍କ ମଧ୍ୟରେ ପଲସର ବାଇକର ଚାହିଦା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବଜାଜ ଅଟୋ ଲିମିଟେଡ କମ୍ପାନି ଏକ ନୂତନ ମଡେଲର ପଲସର ୧୫୦ ଟ୍ୱିନ ଡିସ୍କକୁ ବଜାରରେ ପ୍ରବେଶ କରାଇଛି । ଏହି ବାଇକର ଦିଲ୍ଲୀ ସୋରୁମ ମୂଲ୍ୟ ୭୮, ୦୧୬ ଟଙ୍କା ରହିଛି । ଏହାର ବୈଶିଷ୍ଟ୍ୟ ଦୃଷ୍ଟିରୁ ଏହାର ଦୁଇଟି…

ଶୁଭାରମ୍ଭ ହେଲା ପାନାସୋନିକର ନୂଆ Eluga I7

ପାନାସୋନିକ ପକ୍ଷରୁ ଏହାର ବ୍ୟୟସାପେକ୍ଷ ମୂଲ୍ୟର ଅନ୍ୟତ୍ର ଏକ ସ୍ମାର୍ଟଫୋନ Eluga I7ର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନଟିରେ ୫.୪୫-ଇଞ୍ଚର ବିଗ ଭିୟୁ ଏଚଡି+ ଡିସପ୍ଲସ ସହ ୧୮:୯ର ଆସପେକ୍ଟ ରେସିଓ ଏବଂ ଫୋନଟିର ଉପରି ଭାଗରେ ୨.୫ଡି କର୍ଭଡ ଗ୍ଲାସ ରହିଛି । ପାନାସୋନିକ Eluga I7ରେ…

ମୋଟୋରଲାର ମୋଟୋ ଜି ୬, ଜି୬ ପ୍ଲସ, ଜି୬ ପ୍ଲେର ଶୁଭାରମ୍ଭ

ମୋଟୋରଲା ମୋବାଇଲ କମ୍ପାନୀ ପକ୍ଷରୁ ବ୍ରାଜିଲ ଠାରେ ଏହାର ମୋଟୋ ଜି୬ ସିରିଜର ଶୁଭାରମ୍ଭ କରାଯାଇଛି । ଲିନୋଭୋ ମାଲିକାନାରେ ଥିବା ଏହି କମ୍ପାନୀ ପକ୍ଷରୁ ଜି୬ ସିରିଜରେ ତିନୋଟି ସ୍ମାର୍ଟଫୋନ ମୋଟୋ ଜି ୬, ମୋଟୋ ଜି ୬ ପ୍ଲସ ଏବଂ ମୋଟୋ ଜି୬ ପ୍ଲେର ଶୁଭାରମ୍ଭ କରାଯାଇଛି । ତିନୋଟି ସ୍ମାର୍ଟଫୋନ…