Browsing Category

ପ୍ରଯୁକ୍ତି

ସାଓମି ପକ୍ଷରୁ ଭାରତରେ ଏମଆଇ ଏ୨ର ଶୁଭାରମ୍ଭ

ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ସାଓମି ପକ୍ଷରୁ ଅନ୍ୟ ଏକ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଏମଆଇ ଏ୨ର ଶୁଭାରମ୍ଭ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୧୬,୯୯୯ ଟଙ୍କା ରହିଥିବାବେଳେ ଉକ୍ତ ଫୋନଟିର ପ୍ରି-ବୁକିଙ୍ଗ ଅଗଷ୍ଟ୯ରୁ ଏମଆଇ.କମ୍ ଏବଂ ଆମାଜନ.ଇନରେ ଆରମ୍ଭ ହୋଇଛି । ଏହାର…

ଫୋନ ସ୍ଲୋ କିମ୍ବା ହ୍ୟାଙ୍ଗ ହେଉଛି କି, ଜାଣନ୍ତୁ କିପରି ଠିକ୍ କରିବେ

ସମୟର ପରିବର୍ତ୍ତନ ଅନୁଯାୟୀ ବର୍ତ୍ତମାନର ଯୁବ ପୀଢି ଆଧୁନିକ ଜ୍ଞାନକୌଶଳକୁ ଧିରେ ଧିରେ ଆପଣାଇବାରେ ଲାଗିଲେଣି । ସ୍ମାର୍ଟଫୋନର ନିଶା ବର୍ତ୍ତମାନ ସମସ୍ତଙ୍କୁ ଘାରିଛି । ଆଜିର ଯୁବ ପୀଢି ସ୍ମାର୍ଟଫୋନ ବିନା ଗୋଟେ ଦିନ ବି ବଞ୍ଚିବା ଅସମ୍ଭବ ହୋଇଗଲାଣି । ତେବେ ଯେକୌଣସି ସ୍ମାର୍ଟଫୋନ ହଉ ନା…

ସ୍ମାର୍ଟଫୋନ୍ ଯନ୍ତ୍ରାଂଶ ଉତ୍ପାଦନ ନିମନ୍ତେ ହୋଲିଟେକ୍ ଜ୍ଞାନକୌଶଳ ଆଣୁଛି ସାଓମି

ଭାରତର ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଭାରତକୁ ସ୍ମାର୍ଟଫୋନ୍ ଯନ୍ତ୍ରାଂଶ ଉତ୍ପାଦନ ନିମନ୍ତେ ହୋଲିଟେକ୍ ଜ୍ଞାନକୌଶଳ ଆଣୁଛି । ଏହି ହୋଲିଟେକ୍ ଜ୍ଞାନକୌଶଳକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ସାଓମି ପାଇଁ ସ୍ଥାନୀୟ ଉତ୍ପାଦନ କେନ୍ଦ୍ର ତିରୂପତିଠାରେ…

ସ୍ୱତନ୍ତ୍ର ୱାଟର ଡ୍ରପ୍ ସ୍କ୍ରିନ୍ ସହିତ ବଜାରକୁ ଆସୁଛି ଓପୋ ଏଫ୍ ୯ ପ୍ରୋ

ସେଲ୍ଫି ଏକ୍ସପର୍ଟ, ଓପୋ ଅତି ଶୀଘ୍ର ଏହାର ଲୋକପ୍ରିୟ ଏଫ୍ ସିରିଜ୍ ସହିତ ଏକ ନୂତନ ହ୍ୟାଣ୍ଡସେଟ୍ ଓପୋ ଏଫ୍ ୯ ପ୍ରୋ ଶୁଭାରମ୍ଭ କରିବାକୁ ଯାଉଛି । ଓପୋ ଏଫ୍ ୯ ପ୍ରୋ ହେଉଛି ଇଣ୍ଡଷ୍ଟ୍ରିର ପ୍ରଥମ ହ୍ୟାଣ୍ଡସେଟ୍, ଯିଏକି ଏକ ସ୍ୱତନ୍ତ୍ର ୱାଟର ଡ୍ରପ୍ ସ୍କ୍ରିନ୍ ଡିଜାଇନ୍ ସହିତ ଆସୁଛି । ଏହାର…

ୱାନ୍ ପ୍ଲସ୍ ଭାରତର ୧ ନମ୍ବର ପ୍ରିମିୟମ୍ ସ୍ମାର୍ଟଫୋନ୍

କାଉଣ୍ଟର ପଏଣ୍ଟ ମାର୍କେଟ୍ ମନିଟର ସର୍ଭିସର ଏକ ସଦ୍ୟ ଗବେଷଣା ଅନୁଯାୟୀ, ଏହି ତିନି ମାସ ମଧ୍ୟରେ ୱାନ୍ ପ୍ଲସ୍ (୨୮୪%) ପ୍ରିମିୟମ୍ (୩୦,୦୦୦ରୁ କମ୍) ସେଗମେଣ୍ଟରେ ପ୍ରଥମ ଥର ପାଇଁ ଦୃତ ଭାବେ ବୃଦ୍ଧି ପାଇଥିବା ସ୍ନାର୍ଟଫୋନ୍ ବ୍ରାଣ୍ଡ ଭାବେ ଉଦୀୟମାନ ହୋଇଛି । ଏହି ପ୍ରିମିୟମ୍ ସେଗମେଣ୍ଟରେ…

ଭାରତକୁ ଆସୁଛି ଆସସ୍ ଜେନ ଫୋନ ୫ଜେଡ଼; ୮ ଜିବି ରାମ୍, ୨୫୬ ଜିବି ରମ୍

ବଜାରରେ ନୂତନ ଓ ଉନ୍ନତ ମାନର ସ୍ମାର୍ଟଫୋନ୍ ପ୍ରବେଶକୁ ନେଇ କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଜୋରଦାର ଧରିଥିବାବେଳେ ଆସସ୍ ପକ୍ଷରୁ ପ୍ରଥମ କରି ଭାରତୀୟ ବଜାରରେ ୮ ଜିବି ରାମ୍ ଓ ୨୫୬ଜିବି ରମ୍ ବିଶିଷ୍ଟ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଉଛି । ପୂର୍ବରୁ ଉକ୍ତ ସ୍ମାର୍ଟଫୋନର ଦୁଇଟି…

ଭାରତୀୟ ବଜାରରେ ପ୍ରବେଶ କଲା ଅନର ୯ଏନ

ହୁୱାଇର ଉପ- ବ୍ରାଣ୍ଡ ଅନର ପକ୍ଷରୁ ବ୍ୟୟସାପେକ୍ଷ ମୂଲ୍ୟରେ ଏହାର ଷ୍ଟାଇଲିସ ନଚଯୁକ୍ତ ଆକର୍ଷଣୀୟ ସ୍ମାର୍ଟଫୋନ ୯ଏନର ର ଶୁଭାରମ୍ଭ କରାଯାଇଛି । ଏଥିରେ ଅନର ପକ୍ଷରୁ ନିଜର ଭାରତୀୟ ବ୍ୟବହାରକାରୀ ଏବଂ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ନଚ ଡିସପ୍ଲେ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ପ୍ରଦାନ କରାଯାଇଛି ।…

ହ୍ୱାଟସଆପ ଦେଲା ଗ୍ରୁପ ଆଡମିନଙ୍କୁ ସୁପରପାୱାର

ଦୁନିଆର ସବୁଠାରୁ ବଡ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟସଆପ ବିଗତ ମାସରେ ଏହାର ଫିଚର ଟେଷ୍ଟିଙ୍ଗ ପ୍ରକ୍ରିଆକୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସାର୍ବଜନୀନ ହୋଇଛି । ବର୍ତ୍ତମାନ ହ୍ୱାଟସଆପକୁ ଅପଡେଟ କରିଦେବା ଫଳରେ ଗ୍ରୁପରେ ଥିବା ଆଡମିନର ବିନା ଅନୁମତିରେ କୌଣସି ବି ସଦସ୍ୟ ମେସେଜ…

ଭାରତରେ ଶୁଭାରମ୍ଭ ହେଲା ନୂତନ ମୋଟୋ ଇ୫ ଏବଂ ଇ୫ ପ୍ଲସ

ଅଗ୍ରଣୀ ମୋଟୋରୋଲା କମ୍ପାନୀ ପକ୍ଷରୁ ନୂତନ ମୋଟୋ ଇ୫ ଏବଂ ଇ୫ ପ୍ଲସର ଶୁଭାରମ୍ଭ କରାଯାଇଛି । ଏହା ଗ୍ରାହକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବା ସହିତ ସେମାନଙ୍କୁ ବୃହତ ବ୍ୟାଟେରୀ ଏବଂ ବୃହତ ସ୍କ୍ରିନ୍ ପ୍ରଦାନ କରିବ । ଏହି ଯାନ୍ତ୍ରିକ ଉପକରଣ ବୃହତ ତଥା ଉଜ୍ଜ୍ୱଳତମ ଡିସପ୍ଲେ ସହିତ…

ଏବେ ହ୍ୱାଟସଅପ୍ କହିବ କେଉଁ ଖବର ମିଥ୍ୟା

ଫେସବୁକ ମାଲିକାନାଭୁକ୍ତ ମେସେଜିଙ୍ଗ ଆପଲିକେସନ ହ୍ୱାଟସଅପ୍, ଏହି ପ୍ଲାଟଫର୍ମ ମାଧ୍ୟମରେ ଭୁଲ ଏବଂ ବିସ୍ଫୋରକ ତଥ୍ୟ ଯାହା ଦେଶରେ ହିଂସା ଏବଂ ଆଇନ ଆମାନ୍ୟର ପ୍ରସାର କରୁଛି ତାହାର ପରୀକ୍ଷଣ ପାଇଁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛି । ଜୁଲାଇ ୩, ୨୦୧୮ର ପତ୍ର ଅନୁଯାୟୀ ଇଲେକଟ୍ରୋନିକ୍ସ ଏବଂ…