Browsing Category
ପ୍ରଯୁକ୍ତି
ଭାରତରେ ନିବେଶ ସମ୍ପ୍ରସାରଣ କଲା ଏମ୧୨
ମାଇକ୍ରୋସଫ୍ଟର କର୍ପୋରେଟିଭ ଭେନଚର ଫଣ୍ଡ ଏମ୧୨ ପକ୍ଷରୁ ଭାରତରେ ମାଇକ୍ରୋସଫ୍ଟର ପ୍ରସାରଣ, ବିଶେଷ ଜ୍ଞାନ ଏବଂ କୌଶଳରେ ଅତ୍ୟାଧୁନିକରଣ ଏବଂ ବୃଦ୍ଧିରେ ଉଦ୍ୟୋଗକାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହାର ନିବେଶ ସମ୍ପ୍ରସାରଣ କରିବାକୁ ଘୋଷଣା କରାଯାଇଛି । ମାଇକ୍ରୋସଫ୍ଟ ପକ୍ଷରୁ ଏମ୧୨ ସହିତ…
ଜିଓ-ଫୋନକୁ ସମ୍ମାନଜନକ ନିକେୟୀ ଶ୍ରେଷ୍ଠ ଉତ୍ପାଦ ଓ ସେବା ସମ୍ମାନ
ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓର ଶସ୍ତା ୪-ଜି ଫିଚର ଫୋନ ଜିଓ-ଫୋନ୍କୁ ସମ୍ମାନଜନକ ନିକେୟୀ ଶ୍ରେଷ୍ଠ ଉତ୍ପାଦ ଓ ସେବା ସମ୍ମାନରେ ଭୂଷିତ କରାଯାଇଛି | ଜାପାନର ଏହି ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ନିକେୟୀ ପକ୍ଷରୁ ଏସମ୍ପର୍କରେ ନିଜ ୱେବସାଇଟରେ ଘୋଷଣା କରାଯାଇ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ…
ନୋକିଆ ୧୦୬ ଫିଚର ଫୋନର ଶୁଭାରମ୍ଭ
ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ଏହାର ଫୋନ୍ ସୃଙ୍ଖଳାକୁ ସମ୍ପ୍ରସାରଣ କରିବାକୁଯାଇ ନୋକିଆ ୧୦୬ ଫିଚର ଫୋନର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ଫୋନ୍ ଦିର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ୍ ସହିତ ସରଳ ଏବଂ ବ୍ୟବହାରଯୋଗ୍ୟ ମୂଲ୍ୟରେ ଉପଲବ୍ଧ । ନୋକିଆ ୧୦୬ ଭାରତରେ ଡ଼ାର୍କ ଗ୍ରେ ରଙ୍ଗରେ ମାତ୍ର ୧୨୯୯/-…
ଭଲଭୋ ଏକ୍ସସି ୪୦ ଦୁଇଟି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ
ଭଲଭୋ ଏକ୍ସସି ୪୦ ହେଉଛି ପ୍ରଥମ ଲକ୍ସୁରୀ କାର୍ ଯିଏକି ପ୍ରିମିୟମ କାର୍ ଅଫ୍ ଦି ଇୟର ୨୦୧୯ ସମ୍ମାନରେ ସମ୍ମାନିତ ହୋଇଛି । ଗତ ଗୁରୁବାର ଦିନ ଇକୋଟି ସେରେମୋନିରେ ଉକ୍ତ ସମ୍ମାନ ପାଇଥିବାବେଳେ ଏହାର ପୂର୍ବଦିନ ସମ୍ମାନଜନକ ଅଟୋକାର୍ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛି । ଏକ୍ସସି ୪୦ ଶୁଭାରମ୍ଭ…
ଭାରତରେ ଓପୋ ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ ଏ୭ର ଶୁଭାରମ୍ଭ
ଓପୋ ଦି ସେଲଫି ଏକ୍ସପର୍ଟ ପକ୍ଷରୁ ବର୍ତ୍ତମାନ ଏହାର ଅତ୍ୟାଧୁନିକ ଓପୋ ଏ୭ର ଶୁଭାରମ୍ଭ କରାଯାଇଛି । ଭାରତରେ ଶୁଭାରମ୍ଭ ହୋଇଥିବା ସମସ୍ତ ସ୍ମାର୍ଟଫୋନରେ ଏହି ଏ ସିରିଜ ଓପୋର ଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ । ଏ୩ଏସ ନିଜର ବୃହତ ବ୍ୟାଟେରୀ ପାଇଁ ପ୍ରଶଂସିତ ହୋଇଥିବାବେଳେ ନିଜର…
ଭାରତୀୟ ବଜାରରେ ପ୍ରବେଶ କଲା ସାଓମି ରେଡ଼ମି ନୋଟ୍ ୬ ପ୍ରୋ
ଭାରତର ୧ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଆଜି ଦେଶରେ ରେଡ଼ମି ନୋଟ୍ ୬ ପ୍ରୋର ଘୋଷଣା କରିଛି । ଏହା ଦୁଇ ଦିନର ବ୍ୟାଟେରୀ କାଳର ବୈଶିଷ୍ଟତା ପ୍ରଦାନ କରୁଛି, ଯାହା ପାଇଁ ରେଡ଼ମି ସ୍ମାର୍ଟଫୋନ୍ ଜଣାଶୁଣା ଅଟେ । ପ୍ରଥମ ଥର ପାଇଁ ଏହା ସେଗମେଣ୍ଟକୁ ଏଆଇ ପାୱାରଯୁକ୍ତ କ୍ୱାଡ଼-କ୍ୟାମେରା…
ଭଲଭୋ ପକ୍ଷରୁ ଭାରତରେ ପ୍ଲଗ୍ ଇନ୍ ହାଇବ୍ରିଡ଼ କାରର ଏକତ୍ରିକରଣ
ଦଶେର ଅଗ୍ରଣୀ ବିଳାସପ୍ରର୍ଣ୍ଣ କାର୍ ନିର୍ମାତା, ଭଲଭୋ କାର୍ ପକ୍ଷରୁ ଭାରତରେ ପ୍ଲଗ୍ ଇନ୍ ହାଇବ୍ରିଡ଼ କାର୍ ଗୁଡ଼ିକର ଏକତ୍ରିକରଣ କରାଯାଉଛି । ଭଲଭୋ ଏକ୍ସସି୯୦ ଏହାର ସୃଙ୍ଖଳାରୁ ଭାରତର ପ୍ରଥମ କାର୍ ହେବାକୁ ଯାଉଛି, ଯାହାର ପ୍ଲଗ୍ ଇନ୍ ହାଇବ୍ରିଡ଼ ଭ୍ୟାରିଆଣ୍ଟ୨୦୧୯ ସୁଦ୍ଧା ବେଙ୍ଗାଲୁରୁ…
ଦୁନିଆର ସବୁଠାରୁ ବିସ୍ମୟକର ଟ୍ରେନ, ଯାହାକି ଟ୍ରେନ ଟ୍ରାକରେ ଚାଲିବା ବଦଳରେ ରାସ୍ତାରେ ଚାଲିଥାଏ
ଆପଣ ଏଭଳି ଏକ ଟ୍ରେନ ଦେଖିଛନ୍ତି କି, ଯାହାକି ଟ୍ରେନ ଲାଇନରେ ଦୈଡିବା ବଦଳରେ ରାସ୍ତାରେ ଚାଲିଥାଏ । ଆଜ୍ଞା ହିଁ ଏହା ସତ ଅଟେ । ଦୁନିଆରେ ଏଭଳି ଏକ ଟ୍ରେନ ଅଛି, ଯାହାକି ଟ୍ରେନ ଲାଇନରେ ଚାଲିବା ବଦଳରେ ରାସ୍ତାରେ ମଧ୍ୟ ଚାଲିପାରିବ । କାରଣ ଏଭଳି ଏକ ଅଭୁତପୂର୍ଣ୍ଣ କାରନାମା କରି ଦେଖେଇଛି…
ଭାରତକୁ ପୁଣି ଫେରିଲା ମାଇକ୍ରୋସଫ୍ଟର ଗ୍ଲୋବାଲ ଶିକ୍ଷା କାର୍ଯ୍ୟକ୍ରମ ସ୍କାଇପ-ଏ-ଥନ
ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ସମ୍ପ୍ରତି ଏହାର ଚତୁର୍ଥ ସଂସ୍କରଣର ବିଶ୍ୱସ୍ତରୀୟ ସ୍କାଇପ-ଏ-ଥନ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି । ଏହି ବାର୍ଷିକ ଦୁଇ ଦିନିଆ କାର୍ଯ୍ୟକ୍ରମ ନଭେମ୍ବର ୧୩ ଏବଂ ୧୪ରେ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରାୟ ୧୦୦ଟି ଦେଶର ଅଧା ମିଲିୟନ ବିଦ୍ୟାର୍ଥୀ ଯୋଗଦେବେ ବୋଲି…
ଓପୋ ପକ୍ଷରୁ ଏହାର ଦିପାବଳୀ ଅଭିଯାନ ସହିତ ‘ସ୍ମାଇଲ୍’ର ପ୍ରସାର
ସେଲଫି ଏକ୍ସପର୍ଟ ଓପୋ ପକ୍ଷରୁ ବର୍ତ୍ତମାନ ଶୁଭାରମ୍ଭ ହୋଇଥିବା ଓପୋ ଓଫ୯ ପ୍ରୋ ମାଧ୍ୟମରେ ସୁବିଧା ପାଉନଥିବା ଶିଶୁଙ୍କ ଖୁସି ପାଇଁ ଦିପାବଳୀ ଅଭିଯାନର ‘ୟୋର ବେଷ୍ଟ ଦିପାବଳୀ ଗିଫ୍ଟ’ର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ନିଜର ଗ୍ରାହକମାନଙ୍କ ସହିତ ସମ୍ବେଦନଶୀଳ ସମ୍ପର୍କ ସହିତ କିଛି…