Browsing Category

ପ୍ରଯୁକ୍ତି

ସାଓମି ପକ୍ଷରୁ ୩୨ ମେଗା ପିକ୍ସେଲ ସେଲଫି କ୍ୟାମେରାଯୁକ୍ତ ରେଡ଼ମି ୱାଇ ୩ର ଶୁଭାରମ୍ଭ

ଭାରତର ୧ ନଂ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ପକ୍ଷରୁ ଆଜି୩୨ ଏମ୍ପି ସେଲଫି କ୍ୟାମେରା ସହିତ ରେଡ଼ମି ୱାଇ ୩ ଓ ରେଡ଼ମି ୭ର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହା ପ୍ରଥମ ଥର ପାଇଁ ରେଡ଼ମି ସୃଙ୍ଖଳରେ କ୍ରିଓ ଆର୍କିଟେକ୍ଚର୍ ଆଣୁଛି । ଏହି ଅବସରରେ, ଅନୁଜ ଶର୍ମା, ମୁଖ୍ୟ ବାଣିଜ୍ୟିକ ଅଧିକାରୀ, ସାଓମି…

ଡାଉନଲୋଡ଼ ସ୍ପିଡରେ ଜିଓ ଏବଂ ଅପଲୋଡ଼ରେ ଭୋଡାଫୋନ ଆଗରେ

ହାରାହାରି ଭାବେ ୪ଜି ଡାଉନଲୋଡ଼ ସ୍ପିଡ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ନିଜର ସ୍ଥିତି ବଜାୟ ରଖିବା ସହିତ ମାର୍ଚ୍ଚ ମାସରେ ମଧ୍ୟ ସବୁଠୁ ଆଗରେ ରହିଥିବା ଟେଲିକମ ନିୟାମକ ପ୍ରାଧିକରଣ ଟ୍ରାଏ ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଦର୍ଶାଯାଇଛି । ଗତ ଫେବୃଆରୀ ମାସରେ ହାରାହାରି ଡାଉନଲୋଡ଼ ସ୍ପିଡ୍…

ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସିୟ ନିଟ ଲାଭରେ ବୃଦ୍ଧି

ଦୂରସଂଚାର କଂପାନି ରିଲାଏନସ ଜିଓ ପକ୍ଷରୁ ଅ।ଜି ୨୦୧୮-୧୯ ଅ।ର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଅ।ର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନି ଏହି ସମୟରେ ୬୪.୭% ଅଭିବୃଦ୍ଧି ସହ ୮୪୦ କୋଟି ଟଙ୍କାର ନିଟ ଲାଭ କରିଛି । ଗତବର୍ଷ ଏହି ସମୟରେ କଂପାନି ୫୧୦ କୋଟି ଟଙ୍କାର ନିଟ ଲାଭ କରିଥିଲା ।…

ଇଲେକ୍ସନର ଟିକିନିକି ଖବର ଏବେ ଜାଣନ୍ତୁ ଏୟାରଟେଲରେ

ସାରା ଭାରତରେ ବ୍ୟବହାରକାରୀଙ୍କୁ ଚଳିତ ନିର୍ବାଚନ ବିଷୟରେ ନୂତନ ତଥ୍ୟଗୁଡ଼ିକ ପ୍ରଦାନ କରିବା ପାଇଁ ଏୟାରଟେଲ୍ ଟିଭି ଆପ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ‘ଇଲେକ୍ସନ୍ ୨୦୧୯’ ବିଭାଗର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ବିଭାଗ ଉପଭୋକ୍ତାଙ୍କୁ ଲାଇଭ୍ ନ୍ୟୁଜ୍ ଟିଭି ଚ୍ୟାନେଲ୍, ସର୍ଟ ନ୍ୟୁଜ୍…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଆଇ ପ୍ଲାଟଫର୍ମ ହାପ୍ଟିକ୍ ମଧ୍ୟରେ ବ୍ୟବସାୟିକ ସହଭାଗିତା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ କଂପାନି ରିଲାଏନ୍ସ ଜିଓ ଡିଜିଟାଲ୍ ସର୍ଭିସେସ୍ ଲିମିଟେଡ୍ (ଆରଜେଡିଏସ୍ଏଲ୍) ହାପ୍ଟିକ୍ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍(ହାପ୍ଟିପ୍) ସହିତ ଏକ ନିର୍ଦିଷ୍ଟ ବ୍ୟବସାୟ ହସ୍ତାନ୍ତର ବୁଝାମଣାରେ ପ୍ରବେଶ କରିଛି ।…

ଖରାଦିନେ ଏସି କିଣିବା ସମୟରେ ଆବଶ୍ୟକୀୟ ତଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଖରାଦିନେ ଅସହ୍ୟ ତାତି ପାଇଁ ବହୁ ଲୋକେ ଏସି କିଣିବା ପାଇଁ ମନବଳାଇଥାନ୍ତି । ଏସି ଏପରି ଏକ ଇଲେକଟ୍ରୋନିକ୍ସ ଉତ୍ପାଦ ଯାହା କିଣିବା ପୂର୍ବରୁ ଗ୍ରାହକଙ୍କ ମନରେ ଉତକଣ୍ଠା ଦେଖାଦେଇଥାଏ । ସଠିକ ଏସିର ଚୟନ ଦ୍ୱାରା ଆମ୍ଭେମାନେ ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବା କିନ୍ତୁ ଭୁଲ…

ନୋକିଆ ୬.୧ ପ୍ଲସ୍, ନୋକିଆ ୨.୧ ଏବଂ ନୋକିଆ ୧ ର ମୂଲ୍ୟରେ ହ୍ରାସ

ନୋକିଆ ଫୋନ୍ଗୁଡ଼ିକର ହୋମ୍, ଏଚ୍ଏମଡି ଗ୍ଲୋବାଲ ପକ୍ଷରୁ ଘୋଷଣା କରାଯାଇଛି ଯେ, ବର୍ତ୍ତମାନ ନୋକିଆ ୬.୧ ପ୍ଲସ୍ (୬/୬୪ ଜିବି ଭ୍ୟାରିଆଣ୍ଟ), ନୋକିଆ ୨.୧ ଏବଂ ନୋକିଆ ୧ ଭାରତର ପ୍ରଶଂସକମାନଙ୍କ ପାଇଁ ପୂର୍ବଦାମଠାରୁ ଆହୁରି ହ୍ରାସ କରା ହୋଇଛି । ନୋକିଆ ୬.୧ ପ୍ଲସ୍ (୬/୬୪ ଜିବି ଭ୍ୟାରିଆଣ୍ଟ)…

ଜିଓ ଓ ଶାଓମି ପକ୍ଷରୁ ସ୍ୱତନ୍ତ୍ର ଅଫରର ଶୁଭାରମ୍ଭ

ବିଶ୍ୱର ସର୍ବବୃହତ ମୋବାଇଲ୍ ନେଟୱର୍କ ଜିଓ ପକ୍ଷରୁ ସ୍ୱତନ୍ତ୍ର ରେଡ୍ମି ଗୋ ଅଫର୍ ସହିତ ଭାରତୀୟଙ୍କ ପାଇଁ ପୁଣି ଏକ ଆକର୍ଷଣୀୟ ଡିଜିଟାଲ୍ ସମ୍ଭାର ଆଣିଦେଇଛି । ନୂତନ ଭାବେ ଉନ୍ମୋଚନ କରାଯାଇଥିବା ଶାଓମି ରେଡ୍ମି ଗୋ ସହିତ ଜିଓ ପକ୍ଷରୁ “ଆପଣଙ୍କ ନୂଆ ଦୁନିଆ’ ଆକର୍ଷଣୀୟ କ୍ୟାସ୍ବ୍ୟାକ୍ ଓ…

ମୋଟୋ ଜି୭ ଏବଂ ମୋଟୋରୋଲା ୱାନର ଶୁଭାରମ୍ଭ

ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଟ ମୋଟୋ ପକ୍ଷରୁ ଜି୭ ଏବଂ ମୋଟୋରୋଲା ୱାନର ଶୁଭାରମ୍ଭ କରାଯାଇଛି, ଯାହାର ମୂଲ୍ୟ ଯଥାକ୍ରମେ ୧୬,୯୯୯ ଏବଂ ୧୩,୯୯୯ ଟଙ୍କା ରଖାଯାଇଛି । ଏହି ଦୁଇଟି ସ୍ମାର୍ଟଫୋନ୍ ଉଭୟ ସ୍ମାର୍ଟଫୋନ୍ ମୋଟୋ ହବ ଷ୍ଟୋର, ବୃହତ ରିଟେଲ ଚେନ ଏବଂ ଦେଶର ବିଭିନ୍ନ ଅଗ୍ରଣୀ ମୋବାଇଲ…

ଓଡ଼ିଶାରେ ମୋବାଇଲ ଗ୍ରାହକ କ୍ଷେତ୍ରରେ ୨୫% ରୁ ଅଧିକ ବଜାର ଅଂଶ ଅକ୍ତିଆର କଲା ‘ଜିଓ’

ମୋବାଇଲ ଗ୍ରାହକଙ୍କ ତଥ୍ୟ ସମ୍ପର୍କରେ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଏ) ଦ୍ୱାରା ପ୍ରକାଶ କରାଯାଇଥିବା ସର୍ବଶେଷ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ରିଲାଏନ୍ସ ଜିଓ ଓଡ଼ିଶାରେ ମୋବାଇଲ ଗ୍ରାହକ ସଂଖ୍ୟାର ୨୫ ପ୍ରତିଶତରୁ ଅଧିକ ହାସଲ କରିବା ସହ ଏହାର ଷ୍ଟେଟ୍-ଅଫ୍ -ଦି-ଆର୍ଟ…