Browsing Category
ପ୍ରଯୁକ୍ତି
ସୋନି ପକ୍ଷରୁ ନୂତନ ଦମଦାର କ୍ୟାମେରାର ଶୁଭାରମ୍ଭ
ସୋନି ଇଣ୍ଡିଆ ପକ୍ଷରୁ ଆରଏକ୍ସ ୧୦୦ ମାର୍କ ସାତ(ଭିଆଇଆଇ) ମଡେଲର ଶୁଭାରମ୍ଭ ସହ ଏହାର ପୁରଷ୍କାର ବିଜେତା ଆରଏକ୍ସ କ୍ୟାମେରା ସିରିଜରେ ଏକ ନୂତନ ସଂଯୁକ୍ତି ଘୋଷଣା କରିଛି । ସୋନିର ଫୁଲ ଫ୍ରେମ କ୍ୟାମେରା ଆଲଫା ୯ ପାଇଁ ବିକଶିତ କରାଯାଇଥିବା ଟେକ୍ନୋଲୋଜି ଉପଯୋଗ କରି ଆରଏକ୍ସ ୧୦୦ ମାର୍କ…
ରିଲାଏନ୍ସ ଜିଓ ପକ୍ଷରୁ ଜିଓ-ଫୋନ୍ ଗ୍ରାହକଙ୍କ ପାଇଁ “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା
ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି । ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା । ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ…
ଶକ୍ତିଶାଳୀ ଫିଚର ସହ ରେଡ଼ମି ୮ ପ୍ରୋ ଏବେ ବଜାରରେ
ଭାରତର ଏକ ନମ୍ବର ସ୍ମାର୍ଟଫୋନ୍ ତଥା ସ୍ମାର୍ଟ ଟିଭି ବ୍ରାଣ୍ଡ, ସାଓମି ଆଜି ଏମ୍ଆଇୟୁଆଇ ୧୧ ସହିତ ବହୁପ୍ରତିକ୍ଷୀତ ରେଡ଼ମି ନୋଟ୍ ୮ ସିରିଜ୍ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି । ଏକ କ୍ୱାଡ଼ କ୍ୟାମେରା ସେଟ୍ଅପ୍କୁ ଅନ୍ତର୍ଭୁକ୍ତ କରୁଥିବା ରେଡ଼ମି ୮ ସିରିଜ୍ ପୁଣି ଥରେ ସ୍ମାର୍ଟଫୋନ୍ ସେଗମେଣ୍ଟ…
ନୋକିଆ ୧୧୦ ଫିଚର ଫୋନ୍ ବର୍ତ୍ତମାନ ବଜାରରେ
ଭୁବନେଶ୍ୱର : ଏଚଏମଡି ପକ୍ଷରୁ ଏହାର ଲୋକପ୍ରିୟ ଫିଚର ଫୋନ ଶୃଙ୍ଖଳରେ ନୂତନ ନୋକିଆ ୧୧୦ର ଶୁଭାରମ୍ଭ କରାଯାଇଛି । ଏହି ନୂଆ ନୋକିଆ ୧୧୦ ଆପଣଙ୍କୁ ମନୋରଞ୍ଜନ ପାଇଁ ସବୁକିଛି ସାମିଲ କରିଛି ଯେପରି ଏମପିଥ୍ରୀ ପ୍ଲେୟର, ଏଫଏମରେଡିଓ, କ୍ଲାସିକ ସ୍ନେକ ଭଳି ଆପଣଙ୍କ ମନପସନ୍ଦର ଗେମ ଏବଂ ଏଭଳି ଏକ…
ଦଶ ହଜାରରୁ କମ ମୁଲ୍ୟ ବର୍ଗରେ ମୋଟୋରୋଲାର ଦମଦାର ସ୍ମାର୍ଟଫୋନ
ମୋଟୋରୋଲା ପକ୍ଷରୁ ଭାରତରେ ଏହାର ମୋଟୋରୋଲା ୱାନ ମାକ୍ରୋର ଶୁଭାରମ୍ଭ କରାଯାଇଛି । ମୋଟୋରୋଲା ପରିବାରରେ ନୂଆକରି ସାମିଲ ହୋଇଥିବା ଏହି ନୂତନ ସଂସ୍କରଣରେ ଥିବା ଉତ୍ସର୍ଗୀକୃତ ମାକ୍ରୋ ଭିଜନ କ୍ୟାମେରା, ଯାହାକି ପ୍ରତ୍ୟେକ ବସ୍ତୁକୁ ୫ଏକ୍ସ ନୀକଟତର କରିବା ଏବଂ ଅନ୍ୟ କୌଣସି ଫୋନରେ ସମ୍ଭବ…
ସାମସଙ୍ଗ ପକ୍ଷରୁ ତିନୋଟି ପଛ କ୍ୟାମେରାଯୁକ୍ତ ଦମଦାର ଗାଲାକ୍ସି ଏ୨୦ଏସ ସ୍ମାର୍ଟଫୋନର ଶୁଭାରମ୍ଭ
ଭାରତର ସର୍ବବୃହତ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଗାଲାକ୍ସି ଏ୨୦ଏସର ଶୁଭାରମ୍ଭ କରାଯାଇଛି । ଗାଲାକ୍ସି ଏ୨୦ଏସ୍ ପରିବର୍ଦ୍ଧିତ ନୂତନତା ସହିତ ଆସିବା ସହ ଏହା ଏକ ନୂତନ ପିଢ଼ିର ବ୍ୟବହାରକାରୀଙ୍କୁ ଅବିରତ ଭାବେ ଅନୁଭୂତି କ୍ୟାପଚର ଓ ସେୟାର୍ କରିବାକୁ…
ବଜାରକୁ ଆସିଲା ସ୍ମାର୍ଟଫୋନ୍ ଯାହା ବହିପରି ଫୋଲ୍ଡ ହୋଇ ପାରୁଛି
ଅଗ୍ରଣୀ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ବିଳାସପୂର୍ଣ୍ଣ ସ୍ମାର୍ଟଫୋନ୍ ଗାଲାକ୍ସି ଫୋଲ୍ଡର ଶୁଭାରମ୍ଭ କରିଛି, ଯାହା ବିଶ୍ୱର ସବୁଠୁ ଦାମୀ ଓ ହାଇଟେକ ସ୍ମାର୍ଟଫୋନ୍ । ଏହା ଅତି ଉଚ୍ଚ ପ୍ରଯୁକ୍ତି ଆଶା କରୁଥିବା ଗ୍ରାହକମାନଙ୍କୁ ଏକ ନୂତନ ପିଢ଼ିର ସ୍ମାର୍ଟଫୋନ୍ ଡିଜାଇନ୍, ଜ୍ଞାନକୌଶଳ ଓ ଗ୍ରାହକ…
ନୂତନ ୱାନ ପ୍ଲସ୍ ୭ଟି ସ୍ମାର୍ଟଫୋନ୍ ଓ ୱାନ ପ୍ଲସ ଟିଭିର ଶୁଭାରମ୍ଭ
ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ରାଣ୍ଡ ୱାନ୍ ପ୍ଲସ୍ ପକ୍ଷରୁ ଏହାର ନୂତନ ଓ ଉନ୍ନତ ଭାବେ ଆଦୃତ ହୋଇଥିବା ୱାନ୍ ପ୍ଲସ୍ ୭ଟି ଏବଂ ନୂଆ ଦିଲ୍ଲୀଠାରେ କମ୍ପାନୀର ପ୍ରଥମ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଟିଭି - ଦି ୱାନ୍ ପ୍ଲସ୍ ଟିଭିର ଶୁଭାରମ୍ଭ କରାଯାଇଛି । ୱାନ୍ ପ୍ଲସ୍ ୭ଟି ଗ୍ଲେସିଅର୍ ବ୍ଲୁ (୮ +…
ସୋନୀ ପକ୍ଷରୁ ଏହାର ନୂତନ କ୍ୟାମେରାର ଶୁଭାରମ୍ଭ
ଭୁବନେଶ୍ୱର- ବିଶ୍ୱର ଅଗ୍ରଣୀ କ୍ୟାମେରା ନିର୍ମାତା କମ୍ପାନୀ ସୋନୀଇଣ୍ଡିଆ ପକ୍ଷରୁ ଆଲ୍ଫା ୭ଆର୍ ଆଇଭି କ୍ୟାମେରାର ଶୁଭାରମ୍ଭ କରାଯାଇଛି, ଯାହା ଚମତ୍କାର ଇମେଜ୍ ଗୁଣବତ୍ତା ସହିତ ଉଚ୍ଚ ରିଜୋଲ୍ୟୁସନ୍ ପ୍ରଦାନ କରୁଛି । ଏହି କ୍ୟାମେରାରେ ନୂତନଭାବେ ବିକଶିତ ତଥା ବିଶ୍ୱର ପ୍ରଥମ ୩୫ ମିମି…
ସାମସଙ୍ଗ ପକ୍ଷରୁ ଭାରତରେ ଏହାର ନୂତନ ହେଡଫୋନର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସ୍ତ ଉପଭୋକ୍ତା ଇଲେକ୍ଟ୍ରାନିକ ଏବଂ ମୋବାଇଲ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ, ଭାରତରେ ଆଜି ଏହାର ପୁରସ୍କାର ପ୍ରାପ୍ତ ଆଗଧାଡ଼ିର ଅଡିଓ ବ୍ରାଣ୍ଡ ଏକେଜିର ଶୁଭାରମ୍ଭ କରିଛି । ସାମସଙ୍ଗର ଏକ ବ୍ରାଣ୍ଡ ଭାବେ ଏକେଜି ଅଧିନରେ କମ୍ପାନୀ ପକ୍ଷରୁ ଚାରୋଟି ୱାୟରଲେସ…