Browsing Category
ପ୍ରଯୁକ୍ତି
ରିଅଲ୍ମି ପକ୍ଷରୁ ଷ୍ଟାଇଲିସ୍ ସ୍ମାର୍ଟୱାଚ୍ ରିଅଲ୍ମି ୱାଚ୍ ଏସ୍ ସିରିଜ୍ ଉନ୍ମୋଚିତ
ଭୁବନେଶ୍ୱର: ରିଅଲ୍ମି ଏହାର ଏଆଇଓଟି ପୋର୍ଟଫୋଲିଓରେ ନୂଆ ରିଅଲ୍ମି ୱାଚ୍ ଏସ୍ ସିରିଜ୍ର ଶୁଭାରମ୍ଭ ସହିତ ପ୍ରିମିୟମ ସ୍ମାର୍ଟୱାଚ୍ ସେଗ୍ମେଂଟ୍ରେ ପ୍ରବେଶ କରିଛି । ରିଅଲ୍ମିର ସ୍ମାର୍ଟୱାଚ୍ ହେଉଛି ଷ୍ଟାଇଲ ଓ ସ୍ପୋର୍ଟର ଉପଯୁକ୍ତ ସମ୍ମିଶ୍ରଣ, ଯାହାକି ଯୁବ ପିଢିଙ୍କ ଉତ୍ସାହକୁ ସ୍ୱଚ୍ଛ…
କଣ ଆସନ୍ତା ଜାନୁଆରୀରୁ ଏହି ସ୍ମାର୍ଟଫୋନରେ କାମ କରିବା ବନ୍ଦ କରିଦେବ ହ୍ୱାଟ୍ସଆପ?
୨୦୨୧ ର ଆରମ୍ଭ ସହିତ କିଛି ପୁରୁଣା ସ୍ମାର୍ଟଫୋନରେ କାମ ବନ୍ଦ କରିପାରେ ହ୍ବାଟସ୍ ଆପ୍ | ୧ ଜାନୁୟାରୀ ୨୦୨୧ ଠାରୁ, କମ୍ପାନୀ କିଛି ପୁରୁଣା ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଠାରୁ ଏହାର ସପୋର୍ଟ ଶେଷ କରିବାକୁ ଯାଉଛି |
ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ସାମସଙ୍ଗ ଗାଲାକ୍ସି S2 ଅଛି କିମ୍ବା ଆପଣ…
ଆସୁଛି ହ୍ୱାଟ୍ସଆପର ନୂଆ ଫିଚର: ଏବେ ନିଜ ଡେସ୍କଟପରେ କରିହେବ ଭିଡିଓ ଓ ଅଡିଓ କଲ୍
ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଏକ ନୂତନ ଫିଚର ଲଂଚ କରୁଛି ଯେଉଁଠାରେ ଉପଭୋକ୍ତା ସେମାନଙ୍କର ଡେସ୍କଟପ୍ ସ୍କ୍ରିନରେ ଅଡିଓ ଏବଂ ଭିଡିଓ କଲ୍ କରିପାରିବେ | କମ୍ପାନୀ ବହୁ ଦିନ ହେଲା ଏହି ଫିଚର୍ସର ଟେଷ୍ଟିଙ୍ଗ କରୁଛି। କମ୍ପାନୀ ଖୁବ ଶୀଘ୍ର ୟୁଜର୍ସଙ୍କ ପାଇଁ ଏହି ଫିଚର୍ ଆଣିପାରେ ।…
ଓଡ଼ିଶାରେ କ୍ଷୁଦ୍ର ବ୍ୟବସାୟ, କାର୍ଯ୍ୟରତ ପ୍ରଫେସନାଲ ଏବଂ ଶିକ୍ଷାନୁଷ୍ଠାନଙ୍କ ପାଇଁ ଡିଜିଟାଲ ଲାଇଫଲାଇନ ପାଲଟିଛି…
ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ…
ଏୟାରଟେଲ ପକ୍ଷରୁ କଷ୍ଟମର ଆଡଭାଇଜରି ବୋର୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀ ଏୟାରଟେଲର ବିଟୁବି ୟୁନିଟ, ଏୟାରଟେଲ ବିଜନେସ ପକ୍ଷରୁ ଏହାର କଷ୍ଟମର ଆଡ୍ଭାଇଜର୍ ବୋର୍ଡର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଏହାର ଉତ୍ପାଦ ବିକାଶ ଯାତ୍ରାରେ ନିଜର ଗ୍ରାହକମାନଙ୍କୁ ସମାନ ଷ୍ଟେକହୋଲଡର କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହି ବୋର୍ଡରେ ଏୟାରଟେଲର ବିଭିନ୍ନ…
‘ଏଥର ଏନର୍ଜି’ ଏବେ ଭୁବନେଶ୍ୱରରେ
ଭୁବନେଶ୍ୱର : ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସ୍କୁଟର ନିର୍ମାତା ‘ଏଥର ଏନର୍ଜି’ ୨ୟ ପର୍ଯ୍ୟାୟ ପ୍ରସାରଣର ଏକ ଅଂଶ ଭାବରେ ଭୁବନେଶ୍ୱରରେ ‘ଏଥର ୪୫୦ ଏକ୍ସ’ର ଶୁଭାରମ୍ଭର ଘୋଷଣା କରାଯାଇଛି । ପ୍ରାକ-ଅର୍ଡର ଗୁଡିକ, ଡିଲରସିପ ଅନୁରୋଧ ଗୁଡିକ ଏବଂ ଟେଷ୍ଟ ରାଇଡ ପାଇଁ ବହୁ ସଂଖ୍ୟକ ଅନୁରୋଧ…
ଖାତାବୁକର ନୂଆ ପଗାରଖାତା ଆପ୍
ଭୁବନେଶ୍ୱର: ଭାରତର ଦ୍ରୁତବିକଶିତ ଫିନ୍ଟେକ ଷ୍ଟାର୍ଟଅପ ଖାତାବୁକ୍ ଏକ ନୂତନ କର୍ମଚାରୀ ପରିଚାଳନା ପ୍ଲାଟଫର୍ମ, ‘ପଗାରଖାତା’ ଆପ୍ର ଶୁଭାରମ୍ଭ କରିଛି । ଏହି ଆପ୍ ବ୍ୟବସାୟୀମାନଙ୍କୁ ମାସିକ/ଘଂଟିକିଆ ମଜୁରୀ, ରୋଜଗାର ପ୍ରକାର, ଉପସ୍ଥାନ/ ଛୁଟି, ପେସ୍ଲିପ୍ସ, ଦରମା ହିସାବ ଏବଂ ଅନ୍ୟାନ୍ୟ…
ଆଇଫ୍ୟାଲକନ ପକ୍ଷରୁ ଏହାର ନୂତନ ୱାସିଙ୍ଗମେସିନର ଶୁଭାରମ୍ଭ
ଭୁବନେଶ୍ୱର : ଆଇଫ୍ୟାଲକନ, ବ୍ରାଣ୍ଡ୮-କେଜି ଫ୍ରିଣ୍ଟ-ଲୋଡ ୱାସିଙ୍ଗ ମେସିନର ଶୁଭାରମ୍ଭ କରିଛି । ଏହି ବ୍ରାଣ୍ଡ-ନୂଆ ମେସିନ ଆପେ ଆପେ ତୃଟି ନିର୍ଣ୍ଣୟ କରିବା, ଡିଜିଟାଲ ଡିସପ୍ଲେ, ଆପେ ଆପେ ଡ୍ରମ ଖାଲି ହୋଇଯିବା ଏବଂ ହନିକଂମ୍ବ କ୍ରିଷ୍ଟାଲ ଡ୍ରମ ଭଳି ଆଧୁନିକ ବିଶେଷ ବୈଶିିଷ୍ଟରେ ସୁସଜ୍ଜିତ…
ଗ୍ଲୋବାଲ ସ୍ପାମ୍ କଲ୍ ର୍ୟାଙ୍କିଙ୍ଗ୍ କ୍ଷେତ୍ରରେ ୯ମ ସ୍ଥାନକୁ ଖସିଛି ଭାରତ
ଭୁବନେଶ୍ୱର: ଟ୍ରୁକଲର୍ ପକ୍ଷରୁ ଏହାର ବାର୍ଷିକ ଟ୍ରୁକଲର୍ ଇନ୍ସାଇଟ୍ ରିପୋର୍ଟର ଫଳାଫଳ ପ୍ରକାଶ କରାଯାଇଛି ଯେଉଁଥିରେ ୨୦୨୦ରେ ସ୍ପାମ୍ କଲ୍ ଦ୍ୱାରା ପ୍ରଭାବିତ ହୋଇଥିବା ଶୀର୍ଷ ୨୦ଟି ଦେଶକୁ ତାଲିକାଭୁକ୍ତ କରାଯାଇଛି । ଏହା ଏହି ରିପୋର୍ଟର ୪ର୍ଥ ସଂସ୍କରଣ ଯେଉଁଥିରେ ସର୍ବାଧିକ ସ୍ପାମ୍ କଲ…
ଅଙ୍କୁରାୟନ-୨୦୨୦ ପ୍ରତିଯୋଗିତାରେ ଦଶମ ପର୍ଯ୍ୟନ୍ତ ପିଲାମାନେ ଦେଖାଇ ପାରିବେ ନିଜ ସର୍ବୋତ୍ତମ ଦକ୍ଷତା, ପଞ୍ଜିକରଣ…
ଭୁବନେଶ୍ୱର : ଛୋଟ ଛୋଟ ପିଲାଙ୍କ ପ୍ରତିଭାକୁ ସାମନାକୁ ଆଣିବା ଲକ୍ଷ୍ୟରେ ସାମାଜିକ ଅନୁଷ୍ଠାନ ‘ବନ୍ଧୁ’ ପକ୍ଷରୁ ଏହାର ବାର୍ଷିକ କାର୍ଯ୍ୟକ୍ରମ ‘ଛୋଟିଆ ଆଖିରେ ବଡ ସପନ- ଅଙ୍କୁରାୟନ ୨୦୨୦’ ଆସନ୍ତା ଡିସେମ୍ବର ୧୬-୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେକୌଣସି ସ୍ଥାନରେ ରହୁଥିବା ଓଡିଆ ପିଲାମାନେ…