Browsing Category
ଖବର
ଭାରତର ୱାରେନ ବଫେଟ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ଦେହାନ୍ତ
ଷ୍ଟକ ମାର୍କେଟର ବିଗବୁଲ ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଦେହାନ୍ତ ହୋଇଛି । ତାଙ୍କୁ ପୂର୍ବରୁ ୨ରୁ ୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡିରେ…
ନିଜ ସରକାରୀ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡାର ମେଡାଲ ବିଜେତାଙ୍କ ସହିତ ବାର୍ତ୍ତାଳାପ କରିଲେ ପ୍ରଧାନମନ୍ତ୍ରୀ…
ନିଜର ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ବିଜେତାଙ୍କ ସହିତ ଶନିବାର ଦିନ ବାର୍ତାଳାପ କରିଥିଲେ । ପ୍ରଥମ ଥର ପାଇଁ ମୋଦି ବିଜେତାମାନଙ୍କ ସହିତ ସାମନିସାମନି ଆଲୋଚନା କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୋକିଓ ଅଲମ୍ପିକ…
ସଂକଟାପନ୍ନ ଅବସ୍ଥାରେ ଭେଣ୍ଟିଲେଟରରେ ଅଛନ୍ତି ଲେଖକ ସଲମାନ ରୁସଦି
ଗତକାଲି ନିୟୁର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିାବ ସମୟରେ ସଲମାନ ରୁସଦି ଉପରେ ଜଣେ ଯୁବକ ଛୁରା ମାଡ କରିଥିଲା । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରାମାଡ ହୋଇଥିବା ବେଳେ ତାଙ୍କୁ ହେଲିକାପ୍ଟର ସାହାଯ୍ୟରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ…
ହୀରାକୁଦ ଡ୍ୟାମରେ ୨୮ଟି ଗେଟ ଖୋଲିଲା, ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା
ହୀରାକୁଦ ଡ୍ୟାମରେ ପୁନର୍ବାର ୪ଟି ଗେଟ ଖୋଲାଯାଇଛି ଯାହାର ସଂଖ୍ୟା ୨୮ରେ ପହଞ୍ଚିଛି । ଏହା ଦ୍ୱାରା ମହାନଦୀରେ ଗୋଟିଏ ଛୋଟ ବନ୍ୟା ସମସ୍ୟା ଦେଖାଯାଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।
ମିଶ୍ରଙ୍କ କହିବା ଅନୁଯାୟୀ ଅଗଷ୍ଟ ୫ ସୁଦ୍ଧା ୭ରୁ ୮ଲକ୍ଷ…
ପ୍ରିୟଙ୍କା ଗାନ୍ଧୀଙ୍କ ପରେ ପୁଣି କୋରନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ
ଅଗଷ୍ଟ ୧୦ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଆଇସୋଲେସନରେ ରହିଥିଲେ । ଏହା ପରେ ଆଜି ସୋନିଆଙ୍କ ଶରୀର ଖରାପ ଥିବାରୁ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ସେ ମଧ୍ୟ ଆଇସୋଲେସନରେ ଅଛନ୍ତି । ଏହା ପୂର୍ବରୁ ସେ ଦୁନ ମାସରେ…
୨୦୨୨ର ଚତୁର୍ଥ ଓ ଶେଷ ସୁପର୍ମୁନ୍ ଉପଭୋଗ କଲେ ବିଶ୍ୱବାସୀ
୨୦୨୨ ମସିହାର ଚତୁର୍ଥ ଓ ଶେଷ ସୁପର୍ମୁନ୍କୁ ଉପଭୋଗ କରିଛନ୍ତି ବିଶ୍ୱବାସୀ । ଷ୍ଟର୍ଜନ୍ ଚନ୍ଦ୍ର ନାମରେ ପରିଚିତ ଏହି ସୁପର୍ମୁନ୍ ଗତ କାଲି ୨.୩୬ ବିଏସ୍ଟି (ବ୍ରିଟିଶ୍ ସମର୍ ଟାଇମ୍)ରେ ପୃଥିବୀର ସବୁଠୁ ନିକଟତମ ସ୍ଥାନରେ ଥିଲା । ଫଟୋଗ୍ରାଫର୍ମାନେ ଏହି ଐତିହାସିକ ମୁହୂର୍ତ୍ତକୁ…
ଟିଏମସିକୁ ପୁଣି ଝଟକା, ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା ପୱନ କେ ବର୍ମା
ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ଆଉ ଏକ ଝଟକା ଲାଗିଛି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ପୱନ କେ ବର୍ମା । ସେ ଟିଏମସିରେ ଯୋଗଦେବାର ପ୍ରାୟ ୯ ମାସ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଗତ ବର୍ଷ ନଭେମ୍ବରରେ ଜନତା ଦଳ…
ଖୋଲିଲା ହୀରାକୁଦର ଆଉ ୪ଟି ଡ୍ୟାମ, ଉପୁଜିଲା ବନ୍ୟା ସମ୍ଭାବନା
ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ହୀରାକୁଦର ଆଉ ୪ଟି ଡ୍ୟାମ ଖୋଲାଯାଇଛି । ଏହାକୁ ମିଶାଇ ସମୁଦାୟ ୨୪ଟି ଡ୍ୟାମ ଖୋଲିଥିବାରୁ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିବାକୁ ସର୍ତକତା ଦର୍ଶାଯାଇଛି ।
ପୂର୍ବରୁ ହୀରାଦୁଦର ବାମ ପାଶ୍ୱର୍ରେ ୧୬ଟି ଗେଟ ଖୋଲାଯାଇଥିଲା । ପରେ ଡାହାଣ ପାଶ୍ୱର୍ରେ…
ଅପହଂଚ ଅଂଚଳରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ରାୟଗଡ଼ା: ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତବ୍ୟ ପରିସରରୁ ଊର୍ଦ୍ଧ୍ୱକୁ ଯାଇ ରୋଗୀଙ୍କୁ ସାହାଯ୍ୟ କରିଥିବାର ଅନେକ ନଜିର ଆମ ଆଖି ସାମ୍ନାକୁ ଆସିଛି । ଯାହାର ଦୁଇଟି ଜ୍ୱଳନ୍ତ ଉଦାହରଣ ବର୍ତମାନ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଯେଉଁଠାରେ ଗୋଟିଏ ଘଟଣାରେ ଜଣେ…
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ
ଭୁବନେଶ୍ୱର, ୧୨/୮/୨୦୨୨: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ!-->!-->!-->…