ଶନିବାର ଦିନ ଭଗବାନ ଶନିଙ୍କୁ କିପରି କରିବେ ପ୍ରସନ୍ନ

ଶନି ଦେବତାଙ୍କୁ ନ୍ୟାୟର ଭଗବାନ କୁହାଯାଏ । ସେ ଆପଣଙ୍କ କର୍ମ ହିସାବରେ ଆପଣଙ୍କୁ ଦଣ୍ଡ କିମ୍ବା ପୁରସ୍କାର ପ୍ରଦାନ କରିଥାନ୍ତି । ଭଗବାନ ଶନିଙ୍କୁ ପୂଜା କରିବା ଦ୍ୱାରା ଘରେ ସୌଭାଗ୍ୟ, ଭଲ ସ୍ୱାସ୍ଥ୍ୟ ଏବଂ ସୁଖଶାନ୍ତି ବ୍ୟାପ୍ତ ହୋଇଥାଏ । ଭଗବାନ ଶନିଙ୍କୁ କେହି କେହି ଶନି ଦେବତା ଏବଂ କେହି…

ଆପଣ ଡାଏଟ କରୁଛନ୍ତି କି ଜାଣିରଖନ୍ତୁ ରାତି ୮ ପରେ କେଉଁ ଖାଦ୍ୟ କରିପାରେ ଆପଣଙ୍କ ସ୍ୱାସ୍ଥ୍ୟହାନି

ଡାଏଟ କରନ୍ତୁ କିମ୍ବା ନକରନ୍ତୁ ଆୟୁର୍ବେଦ ଅନୁଯାୟୀ ରାତି ୮ଟା ପରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ । ଆୟୁର୍ବେଦ ଅନୁଯାୟୀ ଶୋଇବାର ୩ରୁ ୪ ଘଣ୍ଟା ପୂର୍ବରୁ ରାତି ଭୋଜନ ସାରିଦେବା ଉଚିତ । ଏହା ଦ୍ୱାରା ବହୁ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ । ବହୁ…

ପ୍ରାକୃତିକ ଉପାୟରେ କିପରି କରିବେ ଶରୀରରୁ ଦୁର୍ଗନ୍ଧ ଦୂର

ବର୍ଷାଦିନେ ବାୟୁରେ ଅଧିକ ହ୍ୟୁମିଡିଟି ରହିବା ହେତୁ ଅଧିକ ଝାଳ ବାହାରିଥାଏ । ଝାଳ ଶରୀରରେ ରହିବା ଦ୍ୱାରା ଶରୀରରେ ଦୁର୍ଗନ୍ଧ ବାହାରିଥାଏ । ଆପଣ ଭଲଭାବେ ଗାଧେଇଲା ପରେ ଏହି ଦୁର୍ଗନ୍ଧର ସମସ୍ୟା ଦେଖାଯାାଇଥାଏ । ଆପଣ ଏଥିପାଇଁ ପରଫ୍ୟୁମ ଏବଂ ବଡି ର୍ସ୍ପେର ବ୍ୟବହାର କରିଥାନ୍ତି । କିନ୍ତୁ…

‘କର୍ଣ୍ଣାଟକ ରତ୍ନ’ରେ ସମ୍ମାନୀତ ହେଲେ ସ୍ୱର୍ଗତ ଅଭିନେତା ପୁନୀତ କୁମାର

ଦିବଂଗତ ଅଭିନେତା ପୁନୀତ ରାଜକୁମାର ହୁଏତ ଆମ ଗହଣରେ ଆଉ ନାହାଁନ୍ତି, କିନ୍ତୁ ଫ୍ୟାନ୍ସ ଆଜିବି ତାଙ୍କୁ ମନେ ରଖିଛନ୍ତି। ପୁନୀତଙ୍କ ଦେହାନ୍ତ ପରଠାରୁ ପ୍ରତ୍ୟେକ କନ୍ନଡ ଫିଲ୍ମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବର୍ତ୍ତମାନ ଅଭିନେତାଙ୍କୁ କର୍ଣ୍ଣାଟକର ସର୍ବୋଚ୍ଚ ନାଗରିକ ପୁରସ୍କାର…

୧୪ ନମ୍ବର ୱାର୍ଡରେ ବିଜେଡିର ଜନସଂପର୍କ ପଦଯାତ୍ରା

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ଆଜି ବାରବାଟି କଟକର ୧୪ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀ ବସନ୍ତ ବେହେରା ଏବଂ ସଭାପତି ଶିବ ଶଙ୍କର ସିଂହଙ୍କ ନେତୃତ୍ୱରେ…

ହାର୍ଟ ଆଟାକ ପୂର୍ବରୁ ଆପଣଙ୍କ ଶରୀର ଆପଣଙ୍କୁ ଦେଇଥାଏ ପୂର୍ବ ସୂଚନା

ବର୍ତ୍ତମାନ ହାର୍ଟ ଆଟାକ ଏକ ସାଧାରଣ ସମସ୍ୟା ହୋଇଯାଇଛି । ସମଗ୍ର ବିଶ୍ୱରେ ହୃଦଘାତ ଜନିତ ମୃତ୍ୟୁରେ ଭାରତୀୟମାନଙ୍କ ସଂଖ୍ୟା ୨୦ପ୍ରତିଶତ ଅଟେ । ଭାରତରେ କ୍ରମାଗତଭାବେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ଜିନ ଜନିତ ହେବା ସତ୍ତ୍ୱେ ଭାରତରେ ଲୋକମାନଙ୍କର ଖାନପାନ…

ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦିୟ ମନ୍ତବ୍ୟ ପରେ ଜେଲ ଗଲେ ବିଜେପି ବିଧାୟକ ଟି.ରାଜା

ଧାର୍ମିକଭାବନାକୁ ଆଘାତ ଦେବା ଅଭିଯୋଗ ତଥା ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦିୟ ମନ୍ତବ୍ୟ ଦେବା ଘଟଣାରେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ ଗିରଫ ହୋଇଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ନେଇ ହାଇଦ୍ରାବାଦରେ ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ ପ୍ରାରମ୍ଭ କରିଥିଲେ ।…

ବିଜେପି ନେତା ସୋନାଲି ଫୋଗଟଙ୍କ ହାର୍ଟ ଆଟାକରେ ହେଲା ନିଧନ

ବିଜେପି ନେତା ସୋନାଲି ଫୋଗାଟଙ୍କର ଗୋଆରେ ହୃଦଘାତରେ ପରଲୋକ ହୋଇଛି । ସେ ୨୦୧୯ରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଦମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ସେ ନିର୍ବାଚନ ହାରିଥିଲେ କିନ୍ତୁ ବିଜେପିର ହରିୟାଣା ୟୁନିଟ ତାଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ…

ଆସନ୍ତୁ ଜାଣିବା ପୁଷ୍ପା ହିରୋ ଅଲୁ ଅର୍ଜୁନ କିପରି ରଖନ୍ତି ନିଜକୁ ଫିଟ

ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଅଲୁ ଅର୍ଜୁନ ପୁଷ୍ପା ଫିଲ୍ମ ପରେ ଖୁବ ଲୋକପ୍ରିୟତା ଅର୍ଜନ କରିସିରଛନ୍ତି । ତାଙ୍କର ଅଭିନୟ ଡାନ୍ସ ସ୍କିଲ ତାଙ୍କର ଫ୍ୟାନ ମାନଙ୍କୁ ପ୍ରଭାବିତ କରିଛି । ତାଙ୍କର ଷ୍ଟାଇଲ ମଧ୍ୟ ଦେଶର କୋଣ ଅନୁକୋଣରେ ତାଙ୍କ ଫ୍ୟାନମାନଙ୍କ ଦ୍ୱାରା ଫଲୋ କରାଯାଇଥାଏ । ଆସନ୍ତୁ…

ଓଡିଆ ଫିଲ୍ମ ମୁଁ ତୋର ଓକେକୁ ଟୁଇଟରରେ ପ୍ରଶଂସା କଲେ ବିଗବି ଅମିତାବ ବଚ୍ଚନ

ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ତଥା ମୃତ୍ୟୁଞ୍ଜୟ ସାହୁଙ୍କ ଦ୍ୱାରା ନିର୍ଦ୍ଦଶିତ ଫିଲ୍ମ ମୁଁ ତୋର ଓକେ ଫିଲ୍ମକୁ ବଲିଉଡ ସୁପରଷ୍ଟାର ବିବଗି ଅମିତାବ ବଚ୍ଚନ ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଫିଲ୍ମ ଜଗତ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ବିଗବିଙ୍କ ଏହି…