Browsing Category
ଖବର
ପୁନେ-ବେଙ୍ଗାଲୁରୁ ହାଇୱେରେ ଭୟାନକ ସିରିଜ ଦୁର୍ଘଟଣା: ୪୮ ଗାଡି କ୍ଷତିଗ୍ରସ୍ତ
ପୁନେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ରବିବାର ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ଏଥିରେ ପ୍ରାୟ ୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଏଥିମଧ୍ୟରୁ ଅନେକ ଗମ୍ଭୀର ବୋଲି କୁହାଯାଏ। ଏକସଂଗରେ ସବୁଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା ଏବଂ…
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ: ୨୦ ମୃତ୍ୟୁ, ୩୦୦ରୁ ଉର୍ଦ୍ଧ୍ୱ ଆହତ
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ଜାଭା ଦ୍ୱୀପରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୁତ ହୋଇଥିଲେ ଏଥିରେ ଲୋକଙ୍କ ଜୀବନ ଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ…
ମଦରସ୍ ପବ୍ଲିକ ସ୍କୁଲରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଏବଂ ସାଧନ କର୍ମୀ ବିଜ୍ଞାନ ଶିକ୍ଷକମାନଙ୍କ…
ଭୁବନେଶ୍ୱର : ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ମଦରସ୍ ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ୩୦ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଏବଂ ସାଧନ କର୍ମୀ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସ୍ଥାନୀୟ ମଦରସ୍ ପବ୍ଲିକ ସ୍କୁଲରେ …
ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ଓ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ “ଇଣ୍ଡିଆଜ୍ ରିଜିଓନାଲ୍ ପିଆର୍ ଆୱାର୍ଡ-୨୦୨୨’…
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପିଆର୍ ଏଜେନ୍ସି ଆଡ୍ଭେଂଟୋ କମ୍ୟୁନିକେସନ୍ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ଓ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ ସମ୍ମାନଜନକ “ଇଣ୍ଡିଆଜ୍ ରିଜିଓନାଲ୍ ପବ୍ଲିକ୍ ରିଲେସନ୍ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଛି । ସେମାନଙ୍କୁ “୪୦ଅଣ୍ଡର୪୦’…
ଟଳିଲା ବ୍ୟାଙ୍କ୍ ଧର୍ମଘଟ, ଆଉ ବନ୍ଦ ରହିବନି ବ୍ୟାଙ୍କ୍
ସରକାରୀ ବ୍ୟାଙ୍କ ଘରୋଇକରଣ ପ୍ରତିବାଦରେ ଆଜି ଦେଶବ୍ୟାପି ବ୍ୟାଙ୍କ୍ ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ, ବର୍ତ୍ତମାନ ଏହି ବନ୍ଦ ଡାକରାକୁ ପ୍ରତ୍ୟାବର୍ତ୍ତନ କରିଦିଆଯାଇଛି । କର୍ମଚାରୀ ଓ ବ୍ୟାଙ୍କ୍ ଭିତରେ ଆପୋସ ବୁଝାମଣା ହୋଇ ଏହି ନିଷ୍ପତ୍ତି ପରିବର୍ତ୍ତନ ହୋଇଥିବାର ଦେଖାଦେଇଛି । ତେବେ…
ଶନିବାର ଦିନ ଏହି ଉପାୟ ଖୋଲିଦେବ ଆପଣଙ୍କ ଭାଗ୍ୟର ତାଲା, ମିଳିବ ବଜରଙ୍ଗ ବଲିଙ୍କ କୃପା
ଶନିବାର ଦିନ ପ୍ରଭୁ ଶ୍ରୀ ହନୁମାନ ଏବଂ ଶନି ଦେବଙ୍କୁ ପୂଜା କରାଯାଏ। ବିଧି ବିଧାନ ସହିତ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସେ ସମସ୍ତ ଇଚ୍ଛା ପୂରଣ କରନ୍ତି। ସଙ୍କଟ ମୋଚନ ହନୁମାନଙ୍କ ଆଶୀର୍ବାଦରେ, ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଯାଏ। ତେବେ ଚାଲନ୍ତୁ…
ରେଳବାଇରେ କାର୍ଯ୍ୟରତ ୮୦,୦୦୦ ସୁପରଭାଇଜର ପାଇଁ ଖୁସି ଖବର
ଭୁବନେଶ୍ବର: ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଶ୍ରୀ ଆର. ଏନ.ସୁନକର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ନୀତିଗତ ନିଷ୍ପତ୍ତି ବିଷୟରେ ସବିସ୍ତୃତ ବିବରଣୀ ଦେଇଛନ୍ତି। ମହା!-->…
ଆତଙ୍କବାଦିଙ୍କୁ ଆର୍ଥିକ କୋଣଠେଶା ପାଇଁ ଭାରତର ବୃହତ୍ ପ୍ରାୟାସ
‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ ଲକ୍ଷ୍ୟ ହାସଲ କରିବାକୁ ‘ଗୋଟିଏ ମନ - ଗୋଟିଏ ଆଭିମୁଖ୍ୟ’ ନୀତି ଗ୍ରହଣ କରିବାକୁ ପଡିବ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀର!-->!-->!-->…
ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ମାର୍ଟଆଗ୍ରି ପ୍ରକଳ୍ପ ଓ ନୂଆ ଟେଲିକମ୍ ଟାୱାର୍…
ଗଜପତି : ଇଣ୍ଡସ୍ ଟାୱାର୍ସ ଲିମିଟେଡ୍ ସିଏସ୍ଆର୍ ପ୍ରୋଗ୍ରାମ ଓ ଭୋଡାଫୋନ୍ ଆଇଡିଆ ଫାଉଣ୍ଡେଶନ ପକ୍ଷରୁ ସଲିଡାରିଡାଡ୍ ସହ ମିଳିତ ଭାବେ ଓଡିଶାର ଗଜପତି ଜିଲ୍ଲାର ଖରସଣ୍ଡାଠାରେ ‘ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସ୍ମାର୍ଟଆଗ୍ରି…
ସୁଟିଂ ସେଟ୍ରେ ଚେତାଶୂନ୍ୟ ହୋଇଗଲେ ‘ଚମ୍ପକ ଚାଚା’
ସୋନି ସବ୍ର ଲୋକପ୍ରିୟ ସିରିଏଲ ‘ତାରକ ମେହେତା କା ଓଲଟା ଚଷମା’। ବର୍ତ୍ତମାନ ତାଙ୍କ ସେଟରୁ ଏକ ଖରାପ ଖବର ଆସିଛି। କୁହାଯାଉଛି ଯେ ଏହି ଲୋକପ୍ରିୟ ସିରିଏଲର ତାରକା ଅମିତ ଭଟ୍ଟ, ଯାହାକୁ ଆମେ ସମସ୍ତେ ‘ବାପୁଜୀ’ ନାମରେ ଜାଣିଛୁ। ସେ ଏବେ ଆହତ ହୋଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…