Browsing Category
ଖବର
ଚିଲ ଖସାଇବ ଶତ୍ରୁପକ୍ଷ ଡ୍ରୋନ୍
ଶତ୍ରୁପକ୍ଷ ଡ୍ରୋନ୍କୁ ଧ୍ବଂସ ପାଇଁ ଭାରତୀୟ ସେନା ତରଫରୁ ଚିଲଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୀମା ଆରପଟୁ ଡ୍ରୋନ୍ ସାହାଯ୍ୟରେ ଭାରତର ପଞ୍ଜାବ ଓ ଜମ୍ମୁ-କାଶ୍ମୀରକୁ ଶତ୍ରୁପକ୍ଷ ବନ୍ଧୁକ, ଗୁଳିଗୋଳା, ନିଶାଦ୍ରବ୍ୟ ଓ ଟଙ୍କା ଭାରତ…
ସ୍ମାର୍ଟ ମିଟର୍ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ଠାରୁ ଆଇଓଟି ସଲ୍ୟୁଶନ ଜନାଦେଶ ହାସଲ କରିଛି ଏୟାରଟେଲ୍ ବିଜ୍ନେସ୍
ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା ଏୟାରଟେଲ୍ ଘୋଷଣା କରିଛି ଯେ ଏହା ଓଡିଶା ସରକାର ଓ ଟାଟା ପାୱାର ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ସହ ଏକ ସେଲ୍ୟୁଲାର ଆଇଓଟି ସଲ୍ୟୁଶନ ଜନାଦେଶ ହାସଲ…
୧୦ ହଜାର ଫୁଟ ଉପରେ ଯୁଦ୍ଧାଭ୍ୟାସ କରୁଛନ୍ତି ଭାରତୀୟ ସୈନ୍ୟ, ଦେଖନ୍ତୁ ଭିଡିଓ
ଯଦି ଜଣେ ଆତଙ୍କବାଦୀ କିମ୍ବା କୌଣସି ଦୁବୃର୍ତ୍ତ ଚାରି-ପାଞ୍ଚଜଣ ସାଥୀଙ୍କ ସହିତ କାହାକୁ ବନ୍ଧୁକ ମୁନରେ ଘେରି ଦିଅନ୍ତି ତେବେ ସେତେବେଳେ ଜଣେ କ’ଣ କରିପାରିବ? ସେ ନିଶ୍ଚୟ ଆତ୍ମସମର୍ପଣ କରିବ, କିନ୍ତୁ ଯଦି କେହି ଜଣେ ଭାରତୀୟ ସୈନିକଙ୍କ ସହ ଏପରି ଭୁଲ୍ କରେ, ତେବେ ତାର ଅବସ୍ତା କ’ଣ ହେବ…
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ନେଇ ଶକ୍ତ ଏନଆଇଏ, ଅଧିକ ତଦନ୍ତ ପାଇଁ ସମ୍ପୃକ୍ତି ଥିବା ୩ଟି ସ୍ଥାନରେ ରେଡ୍
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ନେଇ ଶକ୍ତ ହୋଇଛି ଏନଆଇଏ । ଗ୍ୟାଙ୍ଗଷ୍ଟରର ସମ୍ପୃକ୍ତି ଥିବା ସ୍ଥାନ ଗୁଡ଼ିକରେ ଛାନବିନ୍ କରିଛି ଜାତୀୟ ଯାଞ୍ଚ ଏଜେନ୍ସି । ୩ଟି ରାଜ୍ୟରେ ଥିବା ଲରେନ୍ସ ବିଷ୍ଣୋୟୀର ବିଭିନ୍ନ ଠିକଣାରେ ରେଡ୍ କରିଛି ଏନଆଇଏ ।
ମଙ୍ଗଳବାର ସକାଳୁ ଯାଞ୍ଚ ଏଜେନ୍ସି ଦିଲ୍ଲୀ,…
ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି, ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ
ରାଜ୍ୟରେ ଚାଲୁ ରହିଥିବା ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଆଜି ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ୍ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲାଇସେନ୍ସ ବାତିଲ୍ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ…
ଲକଡାଉନ୍କୁ ନେଇ ଚୀନରେ ଜିନପିଙ୍ଗ୍ ସରକାର ବିରୋଧରେ ବଢୁଛି ଅସନ୍ତୋଷ
ଚୀନରେ ଏକଛତ୍ରବାଦ ସରକାର ବିରୋଧରେ ନାରାବାଜି । ହାତଗଣତି କରୋନା ସଂକ୍ରମିତ ଚିହ୍ନଟ ହେଲେ ବି ଲକଡାଉନ କରୁଛନ୍ତି ସରକାର । ଏହାକୁ ନେଇ ସାରା ଦେଶରେ ଜୋରଦାର ବିରୋଧ । କୋଭିଡ କଟକଣା ଲୋକଙ୍କ ଜୀବନ ଜୀବୀକା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ସରକାର କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି ।…
ଆସନ୍ତାକାଲିଠୁ ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁର ଉପ ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର । ତିନି ଦଳର ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ଆସନ୍ତାକାଲିଠୁ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲିଠୁ ୪ ଦିନ ସେ ପଦ୍ମପୁରରେ ରୋଡ…
ଅଫତାବର ନୂଆ ଠିକଣା ତିହାଡ଼ ଜେଲ
ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲାକୁ ତିହାଡ଼ ଜେଲ ପଠାଯିବ । ଦିଲ୍ଲୀ ପୁଲିସ ଆଜି ଆମ୍ବେଦକର ହସ୍ପିଟାଲରୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାକୁ ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇବାକୁ ଆଦେଶ ଦେଇଥିଲେ । ଆଉ ଏବେ ଦିଲ୍ଲୀ ପୁଲିସ ତାକୁ ତିହାଡ଼…
ଏମ୍ସ ଭୁବନେଶ୍ୱର ପକ୍ଷରୁ “ଅଙ୍ଗ ଦାନ ସଚେତନତା” ସୃଷ୍ଟି ନେଇ ୱାକାଥନ୍
ଭୁବନେଶ୍ୱର, ୨୭/୧୧/୨୦୨୨: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆଜି ସକାଳେ “ଅଙ୍ଗ ଦାନ ସଚେତନତା” ନିମନ୍ତେ ଏକ ବିଶାଳ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ୱାକାଥନରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗଦେଇଥିଲେ।!-->…
ବ୍ରେନ୍ ଡେଡ୍ ରୋଗୀଙ୍କ ଅଙ୍ଗ ଦାନ ଦ୍ଵାରା ୮ଟି ମୂଲ୍ୟବାନ ଜୀବନ ବଞ୍ଚାଇ ହେବ
ଭୁବନେଶ୍ୱର, ୨୬/୧୧/୨୦୨୨: ପ୍ରତ୍ୟେକ ଦିନ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ୧୭ଜଣଙ୍କର ମୃତ୍ୟୁ ଘଟିଥାଏ। ପ୍ରତି ଦଶ ମିନିଟରେ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ତାଲିକାରେ ଆଉ ଜଣେ ବ୍ୟକ୍ତି ମିଶିଥାଆନ୍ତି। ଜଣେ ଅଙ୍ଗଦାତା ୮ ଟି ମୂଲ୍ୟବାନ ଜୀବନ ବଞ୍ଚାଇଥାଆନ୍ତି। ତେଣୁ ବ୍ରେନ୍ ଡେଡ୍!-->…