Browsing Category

କ୍ରୀଡା

ଦିବ୍ୟାଙ୍ଗ ବାଳକ କ୍ରିକେଟ ଖେଳୁଥିବାର ଭିଡିଓକୁ ସେୟାର କରି ନିଜ ଭାବନା ପରିପ୍ରକାଶ କଲେ ସଚିନ

ନିକଟ କିଛି ଦିନ ତଳେ ନୂଆ ବର୍ଷ ଉପଲକ୍ଷେ କ୍ରିକେଟ କିମ୍ବଦନ୍ତୀ ସିଚନ ତେନ୍ଦୁଲକର ନିଜ ଟ୍ୱିଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଜଣେ ଦିବ୍ୟାଙ୍ଗ ପିଲାଟିଏ ଘୁସୁଡି ଘୁସୁଡି କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଅନେକଙ୍କ ହୃଦୟକୁ ଜିଣି ନେଇଥିବାବେଳେ ଏହା ଏକ…

ନତାଶାଙ୍କ ସହ ନିର୍ବନ୍ଧ କରି ଜୀବନର ଏକ ନୂଆ ଇନିଂସ ଆରମ୍ଭ କଲେ ପାଣ୍ଡିଆ

ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନୂତନ ବର୍ଷର ପ୍ରଥମ ଦିନ ହିଁ ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ନିଜ ବିସ୍ଫୋରକ ବ୍ୟାଟିଂରେ ବୋଲର୍‌ଙ୍କ ନିଦ ହଜେଇ ଦେଉଥିବା ୨୬ ବର୍ଷ ବୟସ୍କ ପାଣ୍ଡ୍ୟା ଏବେ ନିଜ ପ୍ରେମିକା ସର୍ବିଆ ଅଭିନେତ୍ରୀ ନତାସା ଷ୍ଟାଙ୍କୋଭିକଙ୍କ ସହ ବୁଧବାର…

ଆନ୍ତର୍ଜାତିକ କ୍ରିକେଟରେ ଧୋନିଙ୍କ କ୍ୟାରିୟରକୁ ନେଇ ଭବିଷ୍ୟବାଣୀ କଲେ କୁମ୍ବଲେ

ଭାରତୀୟ ଦଳର ପୂର୍ବତ୍ତନ କୋଚ ଅନିଲ କୁମ୍ବଲେ, ଆଗାମୀ ବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପରେ ଦଳ କିପରି ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇପାରିବ ସେଥିପାଇଁ ସେ ଗୁରୁମନ୍ତ୍ର ଦେଇଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ନଜରରେ ରଖି ଭାରତୀୟ ଦଳ ବର୍ତ୍ତମାନ ଛୋଟ ଫର୍ମାଟ ବିଶିଷ୍ଟ…

ଭାରତୀୟ ଦଳର ଏହି ଦୁହେଁ ଷ୍ଟାର ଖେଳାଳୀ ପାଇଁ ୨୦୧୯ କିପରି ଥିଲା, ଆସନ୍ତୁ ନଜର ପକାଇବା

ଚଳିତବର୍ଷ ବିଶ୍ୱକ୍ରିକେଟରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଖୁବ ଉତ୍ସାହଜନକ ରହିଛି । ଗୋଟିଏ ପଟେ ରୋହିତ ଛକା ବର୍ଷାକରି ଗୋଟିଏ ପରେ ଗୋଟିଏ ଶତକ ନିଜ ନାମରେ କରି ଚାଲୁଥିବାବେଳେ ଅନ୍ୟପଟେ ଅଧିନାୟକ କୋହଲିଙ୍କ ବ୍ୟାଟରୁ ମଧ୍ୟ ସମାନ ଋପକ ଦ୍ରୁତ…

ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରି ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ହରଭଜନ

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଏହି ଦଳରେ ନବାଗତ ଯୁବ ଖେଳାଳୀ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରାଯାଇଥିବାବେଳେ ଅନ୍ୟପଟେ ଭେଟରାନ କ୍ରିକେଟର ହରଭଜନ ସିଂହ ଚୟନକର୍ତ୍ତାଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ହରଭଜନ ଚୟନକର୍ତ୍ତାଙ୍କ ନିଷ୍ପତି ଉପରେ ପ୍ରଶ୍ନ…

ଦଶନ୍ଧି କ୍ରିକେଟ ଟିମ, ଦିନିକିଆରେ ଧୋନି ଏବଂ ଟେଷ୍ଟରେ କୋହଲି ଅଧିନାୟକ ଭାବେ ମନୋନୀତ

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଟିମର ଘୋଷଣା ହୋଇଛି । ଏହି ଦୁଇ ଦଳରେ ବିଶ୍ୱର ଅନେକ ଦେଶର ଖେଳାଳୀ ରହିଥିବାବେଳେ ୨୦୧୧ ବିଶ୍ୱକପ ବିଜେତା ତଥା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦିନିକିଆ ଦଳ ଏବଂ ବିରାଟ କୋହଲିଙ୍କୁ ଟେଷ୍ଟ ଦଳର…

ଆନ୍ତର୍ଜାତିକ କ୍ରିକେଟରେ ୧୫ ବର୍ଷ ପୂରଣ କଲେ ଧୋନି

ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସୋମବାର ଦିନ ଆନ୍ତର୍ଜାତିକ କ୍ରିକେଟରେ ନିଜ ୧୫ ବର୍ଷ ପୂରଣ କରିଛନ୍ତି । କାଲିକୁ ଠିକ ୧୫ ବର୍ଷ ତଳେ ୨୦୦୪, ଡିସେମ୍ବର୨୩ରେ ଧୋନୀ  ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ କରିଥିଲେ । ବାଙ୍ଗଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ସେ ରନ ଆଉଟ…

ବାରବାଟୀ ବିଜୟ ପାଇଁ କେଉଁମାନେ ଧରିଥିଲେ ଭାରତ ମଙ୍ଗ, ଜାଣନ୍ତୁ

ଗତ କାଲି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକି ସିରିଜର ନିର୍ଣ୍ଣାୟକ ମ୍ୟାଚ ତଥା ଶେଷ ଦିନିକିଆ ମ୍ୟାଚରେ ଭାରତ ୪ଟି ୱିକେଟରେ ବିଜୟ ହାସଲ କରିଥିବାବେଳେ ଅନ୍ୟପଟେ ଦଳ ଏହି ସିରିଜକୁ ୨-୧ରେ କବଜା କରିନେଇଛି । ପୂର୍ବରୁ ସିରିଜ ୧-୧ରେ ବରାବର ଥିବାବେଳେ ଏହି ମ୍ୟାଚଟି ଉଭୟ ଦଳ…

ଓଡିଶାକୁ ଗର୍ବିତ କଲେ ଶ୍ୱେତପର୍ଣ୍ଣା

ଆଜି ପୂର୍ବତନ ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ୟୋନେକ୍ସ-ସନରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିଆନାର ଉଦୀୟମାନ ସଟଲର ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କର୍ଣ୍ଣାଟକ, ଆସାମ…

ପ୍ରଥମ ଜାତୀୟ ପଦକର ନିକଟତର ଓଡ଼ିଶାର ଶ୍ୱେତପର୍ଣ୍ଣା

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୧୯: ଆଜି ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ୩୩ତମ ୟୋନେକ୍ସ-ସନ୍ରାଇଜ୍ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ୧୫ ବର୍ଷରୁ କମ୍ ମିକ୍ସଡଡବଲସ ଇଭେଣ୍ଟର ଫାଇନାଲଷର ପ୍ରବେଶକରି ଓଡିଶାର ତାରକା ସଟଲର ଶ୍ୱେତପର୍ଣ୍ଣା ପଣ୍ଡା ଉକ୍ତ…