Browsing Category
କ୍ରୀଡା
ଧୋନୀଙ୍କୁ ପୁଣି ଏକ ଝଟକା ଦେଲା ବିସିସିଆଇ
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣିଥରେ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଆଉ ଏକ ଝଟକା ଦେଇଛି । ଶୁକ୍ରବାର ଦିନ ବିସିସିଆଇର ଟ୍ୱିଟର ହ୍ୟାଣ୍ଡେଲରେ ଫଲୋର୍ସଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ପାରି କରିଥିବା ହେତୁ ଏହି ଅବସରରେ ବିସିସିଆଇ ଏକ ପୋଷ୍ଟ ସେୟାର…
ମହାମାରୀ କରୋନା ବିରୋଧୀ ଲଢେଇ ପାଇଁ ସରକାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ସଚିନ
କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ମହାମାରୀ କରୋନା ଭାଇରସ ବିରୋଧୀ ଲଢେଇ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପ୍ରମୁଖ ଖେଳାଳୀଙ୍କ ମଧ୍ୟରୁ ଏହାର ସର୍ବବୃହତ୍ତ ଦାନ ଅଟେ । ଅନେକ ନିଜର ବେତନ ରାଶି ପ୍ରଦାନ କରିବାର ଘୋଷଣା…
ଆଇପିଏଲ ଉପରେ କରୋନାର କଳା ବାଦଲ, ସ୍ଥଗିତ କରିବା ପାଇଁ ଚାପ ବଢିଲା
ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ)ର ୧୩ତମ ସଂସ୍କରଣ ଖେଳାଯିବ କି ନାହିଁ ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ବିସିସିଆଇକୁ ଦେବାକୁ କାଠିକର ପାଠ ହୋଇଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶକୁ ସମ୍ବୋଧିତ କରି ୨୧ ଦିନର ଲକଡାଉନ ଘୋଷଣା କରିଥିବାବେଳେ ବର୍ତ୍ତମାନ ଆଇପିଏଲ…
ପୁଣି ଥରେ ବାପା ହେବାର ସୌଭାଗ୍ୟ ଅର୍ଜନ କଲେ ରାଇନା
ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଏହି ମଧ୍ୟରେ ଭାରତୀୟ ଦଳର ଅଲରାଉଣ୍ଡର ସୁରେଶ ରାଇନାଙ୍କ ପାଇଁ ଏକ ଅତ୍ୟନ୍ତ ଖୁସି ଖବର ଆସିଛି । ଖୁସି ଖବରଟି ଏହା ଏହି ଷ୍ଟାର ଖେଳାଳୀ ପୁଣି ଥରେ ବାପା ହୋଇଛନ୍ତି । ରାଇନାଙ୍କ ପତ୍ନୀ ପ୍ରିୟଙ୍କା ଏକ ପୁତ୍ର…
ଟୋକିଓ ଅଲିମ୍ପିକ୍ସ ଉପରେ କରୋନାର କଳାବାଦଲ, ସ୍ଥଗିତ ପାଇଁ ବିଶ୍ୱ ଆଥ୍ଲେଟ୍ ଗ୍ରୁପର ଚାପ
ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ୍ ସମଗ୍ର କ୍ରୀଡ଼ା ଜଗତକୁ ନିସ୍ତବ୍ଧ କରିଦେଇଛି। ଚୀନରୁ ଇଟାଲୀ, ସ୍ପେନରୁ ଫ୍ରାନ୍ସ, ଆମେରିକାରୁ ଭାରତ ପର୍ଯ୍ୟନ୍ତ ବଡବଡ ଦେଶଙ୍କ ନିଦ ହଜାଇ ଦେଇଥିବା କରୋନା ଭାଇରସ ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଚାଲିଛି। ଏଭଳି ଏକ ମହାମାରୀକୁ ରୋକିବା…
ପାକିସ୍ତାନୀ ଖେଳାଳୀଙ୍କ ଏଭଳି ଫିଲ୍ଡିଙ୍ଗ ଦେଖି ଆପଣ ମଧ୍ୟ ନିଜ ହସକୁ କରିପାରିବେ ନାହିଁ ନିୟନ୍ତ୍ରଣ, ଭିଡିଓ ଭାଇରାଲ
ସାରା ବିଶ୍ୱରେ ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ସମସ୍ତ କ୍ରିକେଟ ସିରିଜକୁ ସ୍ଥଗିତ କରାଇ ଦିଆଯାଇଥିବାବେଳେ ଅନ୍ୟପଟେ ପାକିସ୍ତାନରେ ବର୍ତ୍ତମାନ ପାକିସ୍ତାନ ସିପର ଲିଗ ଖେଳାଯାଉଛି । ପିଏସଏଲକୁ ଦର୍ଶକ ଶୃନ୍ୟ ଷ୍ଟାଡିୟମରେ ଖେଳାଯିବା ପାଇଁ ନିଷ୍ପତି ନିଆଯାଇଛି । ପିଏସଏଲରେ…
ବିସିସିଆଇ କମେଣ୍ଟ୍ରି ପ୍ୟାନେଲରୁ ବହିଷ୍କୃତ ହେଲେ ମଞ୍ଜରେକର !
ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ତଥା କମେଣ୍ଟେଟର ସଞ୍ଜୟ ମଞ୍ଜରେକରଙ୍କୁ ନେଇ ଏକ ବଡ ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ତାଙ୍କୁ ବିସିସିଆଇ କମେଣ୍ଟ୍ରି ପ୍ୟାନେଲରୁ ବହିଷ୍କୃତ କରିଛି । ମଞ୍ଜରେକର ଗତ କିଛି ବର୍ଷ ହେବ ବିସିସିଆଇ କମେଣ୍ଟ୍ରି ପ୍ୟାନେଲର ନିୟମିତ ସଦସ୍ୟ ଥିଲେ…
କରୋନା ଭାଇରସ ସଙ୍କଟକୁ ଦୃଷ୍ଟିରେ ରଖି ୧୫ ଏପ୍ରିଲକୁ ଘୁଞ୍ଚିଲା ଆଇପିଏଲ
ଆଇପିଏଲର ୧୩ତମ ସଂସ୍କରଣ ଆସନ୍ତା ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବାବେଳେ କରୋନା ଭାଇରସର ଭୟାଭୟକୁ ଦୃଷ୍ଟି ରଖି ବିସିସିଆଇ ଏହାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ଆଇପିଏଲ ୧୩ତମ ସଂସ୍କରଣର ଶୁଭାରମ୍ଭ ସହ ମାର୍ଚ୍ଚ ୨୯ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ…
କରୋନା ଯୋଗୁଁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆଇପିଏଲ ଖେଳିପାରିବେନି ବିଦେଶୀ ଖେଳାଳୀ
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଭିସା ପ୍ରତିବନ୍ଧକ ଯୋଗୁଁ ଚଳିତ ବର୍ଷ ଅନେକ ବିଦେଶୀ ଖେଳାଳୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆଇପିଏଲରେ ଖେଳିପାରିବେ ନାହିଁ । ତେବେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି କଠୋର ପ୍ରତିବନ୍ଧକ ଯୋଗୁଁ…
ଧୋନୀଙ୍କୁ ନେଇ କିଛି ଏପରି କହିଲେ ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର
ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ କଥା କହିଛନ୍ତି । ତାଙ୍କ କହିବା ମୁତାବକ ସୀମିତ ଓଭର କ୍ରିକେଟରେ ତାଙ୍କ ଦଳକୁ ମହେନ୍ଦ୍ର ସିଂହ ଧୋନୀ ଏବଂ ମାଇକେଲ ବିଭାନଙ୍କ ଭଳି ଖେଳାଳୀଙ୍କ ଆବଶ୍ୟକତା ରହିଛି । ସେ…