Browsing Category

କ୍ରୀଡା

ଶାସ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଇଞ୍ଜାମାମ

ଅଷ୍ଟ୍ରେଲିଆ ଗସ୍ତରେ ଯାଇ ତାଙ୍କର ହିଁ ଘରୋଇ ମାଟିରେ ତାଙ୍କୁ ପରାଜୟର ସ୍ୱାଦ ଚଖାଇଥିବା ଭାରତ ଦଳର ଖେଳାଳୀ ବର୍ତ୍ତମାନ ଖୁବ ପ୍ରଶଂସା ସାଉଁଟୁଛନ୍ତି । ମହମ୍ମଦ ସିରାଜ, ରିଷଭ ପନ୍ତ, ୱାସିଂଗଟନ ସୁନ୍ଦର ଏବଂ ଶ୍ରଦ୍ଧାଲ ଠାକୁରଙ୍କୁ ଏହି ବଜୟର ଶ୍ରେୟ ଦିଆଯାଉଛି । ଆଡେଲେଟ ଟେଷ୍ଟରେ ହାରିବା…

୫୦% ଦର୍ଶକଙ୍କୁ ମିଳିପାରେ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି, ବିସିସିଆଇ ଦେଇପାରେ ମଞ୍ଜୁରୀ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇ ସାରିଥିବାବେଳେ ବର୍ତ୍ତମାନ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୪ଟି ଟେଷ୍ଟ ମ୍ୟାଚର ଅପେକ୍ଷା ରହିଛି । ଭାରତରେ କରୋନା ମହାମାରୀ ନିୟନ୍ତ୍ରଣରେ ଆସିବା ପରେ ପ୍ରଥମ ଥର ପାଇଁ…

ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳୀଙ୍କ ପାଇଁ ପେଡି ଖୋଲିଲା ବିସିସିଆଇ, ଦଳକୁ ଦେଲା ୫ କୋଟିର ବୋନସ

ବ୍ରିସବେନର ଗାୱାରେ ଖେଳାଯାଇଥିବା ବର୍ଡର-ଗାଭାଷ୍କାର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚକୁ ଭାରତ ଅଷ୍ଟ୍ରେଲିଆକୁ ତିନୋଟି ୱିକେଟରେ ହରାଇ ଦେଇଛି । ସିରିଜ ଜିତିବା ପରେ ବିସିସିଆଇ ନିଜ ଖେଳାଳୀଙ୍କ ପାଇଁ ପେଡି ଖୋଲି ଦେଇଛି । ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି ଯେ, ଦଳକୁ ୫ କୋଟି…

ପୁଣି ଇତିହାସ ରଚିଲା ଭାରତ, ୨-୧ରେ ଜିତି ସିରିଜ କବଜା କଲା ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ ବ୍ରିସବେନର ଗାଓା ମଇଦାନରେ ଖେଳାଯାଉଛି । ମ୍ୟାଚର ପଞ୍ଚମ ତଥା ଶେଷ ଦିନର ଖେଳ ଜାରି ରହିଛି । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା ଏବଂ ପ୍ରଥମ ପାଳରେ ୩୬୯ ରନ…

ସିରାଜଙ୍କୁ ପ୍ରଶଂସାରେ ପୋତିଲେ ସେହୱାଗ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ ବ୍ରିସବେନର ଗୋୱା ମଇଦାନରେ ଖେଳାଯାଉଛି । ମ୍ୟାଚର ୪ର୍ଥ ଦିନର ଖେଳ ଶେଷ ହେବା ସୁଧା ଭାରତ ଦ୍ୱିତୀୟ ଇଂନିସରେ ବିନା କୌଣସି ୱିକେଟ ହରାଇ ଚାରି ରନ ସଂଗ୍ରହ କରିନେଇଛି । ଭାରତୀୟ ଦଳକୁ ବିଜୟ…

ଶେଷ ଏବଂ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚରେ ରୋହିତଙ୍କୁ କରିବାକୁ ପଡିଲା ବୋଲିଂ, ଭିଡିଓ ଭାଇରାଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ ବ୍ରିସବେନର ଗାଓା ମଇଦାନରେ ଖେଳାଯାଉଛି । ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ…

ସୁନିଲ ଗାଭାଷ୍କାରଙ୍କୁ ନେଇ ବଡ ବୟାନ ଦେଲେ ଟିମ ପେନ, କହିଲେ କିଛି ଏପରି

ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ ପେନ, ସୁନିଲ ଗାଭାଷ୍କାରଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ପେନ କହିଛନ୍ତି ଯେ, ଗାଭାଷ୍କାର ନିଜ ମତ ରଖିବା ପାଇଁ ସ୍ୱତନ୍ତ୍ର ଅଟନ୍ତି, କିନ୍ତୁ ତାଙ୍କର ମତ ମୋ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସିଡନୀ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ର ଅଶ୍ୱିନୀଙ୍କ ଉପରେ…

ଜାତିଆଣ ଏବଂ ଅସଦାଚରଣ ମନ୍ତବ୍ୟକୁ ନେଇ କ୍ଷମା ମାଗିଲେ ୱାର୍ଣ୍ଣର, କହିଲେ “ସରି ସିରାଜ ଏଣ୍ଡ ଟିମ ଇଣ୍ଡିଆ..”

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯାହାକି ଡ୍ର ହୋଇଥିଲା । ଏହି ମଧ୍ୟରେ କିଛି ଅଷ୍ଟ୍ରେଲିଆ ପ୍ରଶଂସକ ମ୍ୟାଚ ସମୟରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଯଶପ୍ରୀତ…

୩୪ କୋଟି ଟଙ୍କାର ଏହି ବିଳାସମୟ ଘରେ ରହିବେ ବିରାଟ-ଅନୁଷ୍କାଙ୍କ ଗେହ୍ଲି ଝିଅ

ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନର ବାପା-ମା’ ହୋଇଛନ୍ତି। ଅନୁଷ୍କା ଶର୍ମା ସୋମବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ କହିଛନ୍ତି ଯେ ଅନୁଷ୍କା ଓ ତାଙ୍କ ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଖୁବ ଶୀଘ୍ର ସେମାନେ…

ବ୍ୟାଡମିଂଟନ ତାରକା ସାଇନା ନେହୱାଲ କରୋନା ପଜିଟିଭ, ଥାଇଲ୍ୟାଣ୍ଡରେ ଖେଳୁଥିଲେ ଚାମ୍ପିୟନଶିପ

ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ କରୋନା ପଜିଟିଭ ଥିବା ଜଣାପଡିଛି। ସାଇନା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡରେ ଅଛନ୍ତି, ଯେଉଁଠାରେ ତାଙ୍କୁ ବର୍ତ୍ତମାନ ଏକ ଡାକ୍ତରଖାନାରେ ପୃୃଥକ କରି ରଖାଯାଇଛି। କରୋନା ପଜିଟିଭ୍ ହେବା ପରେ ଏହା ସାଇନା ନେହୱାଲଙ୍କ ପାଇଁ ଏକ ବଡ଼…