Browsing Category

କ୍ରୀଡା

ଦୀର୍ଘ ୧୫ ମାସ ପରେ ପାକିସ୍ତାନକୁ ପୁଣି ଭେଟିବା ଭାରତ

ଏସିଆ କପ ୨୦୧୮ରେ ଭାରତ ଗତ କାଲି ହଂକଂ ଠାରୁ ବିଜୟ ଲାଭ କରିବା ପରେ ଆଜି ଭେଟିବାକୁ ଯାଉଛି ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ । ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ଅଧିନାକତାର ଭାର ହିଟମ୍ୟାନ “ରୋହିତ ଶର୍ମା”ଙ୍କୁ ନ୍ୟସ୍ତ କରାଯାଇଛି । ଦୀର୍ଘ ୧୫ ମାସର ବ୍ୟବଧାନ…

ବିରାଟଙ୍କ ବିନା ଭାରତ ଏସିଆ କପରେ ଉନ୍ନତ ପ୍ରଦର୍ଶନ କରିପାରିବ : ସୌରଭ

ଏସିଆ କପରେ ଭାରତର ପ୍ରଥମ ମୁକାବିଲା ହଂକଂ ସହିତ ରହିଛି । ହଂଗକାଂଗ ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଭାରତ ଅଭ୍ୟାସ ମ୍ୟାଚ ଭଳି ଖେଳିବା ପାଇଁ ମନୋବଳାଇଥିବାବେଳେ ୧୯ ସେପ୍ଟେମ୍ବରରେ ହେବାକୁ ଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ଭେଟିବ । ଚଳିତ ଏସିଆ କପରେ ଭାରତର ଷ୍ଟାର ଖେଳାଳୀ ତଥା…

ଏସିଆ କପରେ ପାକିସ୍ତାନ ଠାରୁ ହାରିଯିବା ଭୟରେ ବିରାଟ ଜାଣିଶୁଣି ଖେଳୁନାହାନ୍ତି

୧୫ ସେପ୍ଟେମ୍ବରରୁ ଆରମ୍ଭ ହେଉଛି ଏସିଆ କପ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାହର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିପାରେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରତ୍ୟେକ ମ୍ୟାଚକୁ ଦେଖିବା ପାଇଁ ଦର୍ଶକମାନେ ଅତି ଉତ୍କଣ୍ଠାର ସହକାରେ  ଅପେକ୍ଷା କରିଥାନ୍ତି କାରଣ ଉଭୟ…

ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ସଞ୍ଜୁ ସାମସନ

ଭାରତୀୟ କ୍ରିକେଟ ଦଳର ଯୁବ କ୍ରିକେଟର ସଞ୍ଜୁ ସାମସନ ନିଜର ସହପାଠୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସଞ୍ଜୁ ନିଜର ଭାବି ପତ୍ନୀଙ୍କ ସହ ଉଠାଇଥିବା ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସେ ଆସନ୍ତା ଡିସେମ୍ବରରେ ପରସ୍ପରଙ୍କୁ ବିବାହ କରିବେ ବୋଲି ସଞ୍ଜୁ ନିଜ ପ୍ରସଂଶକମାନଙ୍କୁ…

ଏସିଆ କପରେ ରୋହିତ ଏବଂ ଧୱନ ହେବେ ଭାରତର ମୁଖ୍ୟ ଅସ୍ତ୍ର

ଆଗମୀ ଏସିଆ କପ ପାଇଁ ଭାରତୀୟ ଟିମର ଘୋଷଣା ହୋଇ ସାରିଛି । ଅଧିନାୟକ ବିରାଟ କୋହଲିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ରାମ ଦିଆଯାଇଥିବାବେଳେ ଅନ୍ୟ ପକ୍ଷରେ ବିରାଟଙ୍କ ଅନୁପସ୍ଥିରେ ରୋହିତଙ୍କୁ ଟିମର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଭାରତୀୟ ଟିମର ପ୍ରଦର୍ଶନ ଏବଂ ରଣନୀତିକୁ ନେଇକରି ପ୍ରଥମଥର…

ଘନାଉଛି ରୋହିତ ଏବଂ ବିରାଟଙ୍କ ମଧ୍ୟରେ ତିକ୍ତତା

ଏହା ଲାଗୁଛି ଯେ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ୱାନ-ଡେ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ଠିକ ଚାଲୁ ନାହିଁ । ବୁଧବାର ରୋହିତ ଶର୍ମା ଅଧିନାୟକ ବିରାଟ କୋହଲିଙ୍କୁ ଟ୍ୱିଟର ଏବଂ ଇଷ୍ଟାଗ୍ରାମରେ ଅନଫଲୋ କରିଦେଇଥିବା ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।…

ବିରାଟ ପୂର୍ବଭଳି ଆଉ ଅଧିନାୟକତା ତୁଲାଇ ପାରୁନାହାନ୍ତି : ସୁନିଲ ଗାଭାସ୍କାର

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ଭାରତକୁ ପରାଜୟର ସାମନା କରିବାକୁ ପଡିଛି । ସାଉଥଆମ୍ପଟନରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡ ଠାରୁ ହାରିବା ପରେ ସିରିଜକୁ ମଧ୍ୟ ହାତ ଛଡା କରିଛି । ଭାରତର ଏହି ପରାଜୟ ପରେ…

ମୋନାର ଯୁଦ୍ଧଂହେଦୀ ଡାକରା, ମଦ ଛାଡ ନଚେତ ଗାଦୀ ଛାଡ

ଗାନ୍ଧିଜୀ କହିଥିଲେ ସ୍ୱାଧିନତା ପାଇବାର ଚବିଶ ଘଣ୍ଟା ମଧ୍ୟରେ ଦେଶ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ ହେବା ଦରକାର । ତାଙ୍କ ତିରୋଧାନର ସତୁରୀ ବର୍ଷ ମଧ୍ୟରେ ନିଶା ନିବାରଣ ତ ହେଲାନାହିଁ, ବରଂ ଦେଶରେ ନିଶାର ବନ୍ୟା ଛୁଟୁଛି । ତେଣୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମିଳିତ ଓଡିଶା ନିବାରଣ…

ଆଫ୍ରିଦିଙ୍କୁ କିଏ ପ୍ରଥମେ “ବୁମ ବୁମ ଆଫ୍ରିଦି” ଡାକିଥିଲା, ଜାଣିଛନ୍ତି କି ?

ପାକିସ୍ତାନ କ୍ରିକେଟ ଟିମର ପୂର୍ବତ୍ତନ ଅଲ-ରାଉଣ୍ଡର ସଏଦ ଆଫ୍ରିଦି ବିଶ୍ୱର ସବୁଠାରୁ ବିସ୍ପୋଟକ ବ୍ୟାଟ୍ସମ୍ୟାନ ବୋଲି ତ ସମସ୍ତେ ଜାଣିଥିବେ । ତାଙ୍କ ନାମରେ ଅନେକ ରେକର୍ଡ ରହିଥିବାବେଳେ, ୩୭ଟି ବଲରେ ଶତକ ହାସଲ କରିବାର ରେକର୍ଡ ହେଉଛି ଅନ୍ୟତ୍ତମ । ଆଫ୍ରିଦିଙ୍କ ବିଷୟରେ ପ୍ରଶଂସକମାନେ ଏହା ତ…

ଭୁବନେଶ୍ୱରରେ ରଗବି ବିଶ୍ୱକପ୍ ୨୦୧୯ ଟ୍ରଫି

ରଗବି ବିଶ୍ୱକପ୍ ଟ୍ରଫି- ୱେବ୍ ଏଲ୍ଲିସ୍ କପ୍- ଆଜି ଭୁବନେଶ୍ୱରରେ ପହଞ୍ôଚଛି, ଯାହା ରଗବି ବିଶ୍ୱକପ୍ ୨୦୧୯ ଟ୍ରଫି ଟୁର୍ ଫାଇନାଲ୍ରେ ହଜାର ହଜାର ଉତ୍ସାହିତ ଯୁବ ରଗବି ଖେଳାଳୀ ଓ ପ୍ରଶଂସକମାନଙ୍କୁ ପ୍ରେରଣା ଯୋଗାଉଛି । ଭାରତକୁ ପ୍ରଥମ କରି ଭ୍ରମଣରେ ଆସିଥିବା ୱେବ୍ ଏଲ୍ଲିସ୍ କପ୍କୁ ଓଡ଼ିଶା…