Browsing Category

କ୍ରୀଡା

ପଞ୍ଚମ ଦିନିକିଆରେ ଶତକ ଲଗାଇ ଆଉ ଏକ ରେକର୍ଡ ହାସଲ କରିପାରନ୍ତି ବିରାଟ

ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯେତେବେଳେ ବି କ୍ରିଜକୁ ବ୍ୟାଟିଙ୍ଗ ପାଇଁ ଓହ୍ଲାନ୍ତି ସେ କିଛି ନା କିଛି ନୂଆ ରେକର୍ଡ ନିଜ ନାମରେ ନିଶ୍ଚିତ କରିଥାନ୍ତି । ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ୫ମ ଦିନିକିଆରେ ସେ ପୁଣି ଏକ ନୂଆ ରେକର୍ଡ କରିବାର ସୁଯୋଗ ମଧ୍ୟ ରହିିଛି । ଯଦି…

ଦିନିକିଆରେ କୋହଲି ଏବଂ ରୋହିତଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ

ଗତ କିଛି ଦିନ ହେବ ଦିନିକିଆ କ୍ରିକେଟରେ ଅଧିନାୟକ ବିରାଟ କୋହଲି ଏବଂ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜୋରସେ ଚାଲିଛି । ଦୁଇ ଜଣଙ୍କ ମଧ୍ୟରେ କିଏ ସର୍ବାଧିକ ରନ ସଂଗ୍ରହ କରିବ ସେଥିପାଇଁ ପ୍ରତିଯୋଗିତା ଚାଳିଛି । ଏହି ପରିପ୍ରେକ୍ଷୀରେ “ହିଟ ମ୍ୟାନ” ରୋହିତ ଶର୍ମା ୧୯୨ଟି…

ପୁତ୍ର ସନ୍ତାନର ଜନନୀ ହେଲେ ସାନିଆ

ଭାରତୀୟ ଟେନିସ ତାରକା ‘ସାନିଆ ମିର୍ଜା’ ଏବଂ ପାକିସ୍ତାନୀ କ୍ରିକେଟର ‘ସୋଏବ ମଲ୍ଲିକ’ଙ୍କ ଘରକୁ ଜଣେ ନୂଆ ସଦସ୍ୟ ଆସିଛନ୍ତି । ସାନିଆ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ନିଜର ଏହି ସନ୍ତାନକୁ ଜନ୍ମ ଗ୍ରହଣ କରିଛନ୍ତି । ସାନିଆ ଜଣେ ପୁତ୍ର ସନ୍ତାନକୁ ଜନ୍ମ ଗ୍ରହଣ କରିଥିବାର ଜାଣି ସୋଏବ…

ବରୁନ ଏରୋନଙ୍କ ୨୯ତମ ଜନ୍ମ ଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ଅଜଣା କଥା

ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଦ୍ରୁତତ୍ତମ ବୋଲର ବରୁନ ଏରୋନଙ୍କ ଜନ୍ମଦିନ । ୨୯ ଅକ୍ଟୋବର ୧୯୮୯ରେ ଝାଡଖଣ୍ଡର ସିଂହଭୂମିରେ ଜନ୍ମ ଗ୍ରହଣ କରିଥିବା ବରୁନ ଏରୋନ ୧୫୦ କି.ମି ପ୍ରତି ଘଣ୍ଟା ବେଗରେ ବୋଲିଂ କରନ୍ତି । ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାର ଥିବା ଏହି ଖେଳାଳୀ ନିଜ ଦ୍ରୁତତ୍ତମ…

ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରୁ ବିଦା ହେଲେ ଧୋନି

ଟିମ ଇଣ୍ଡିଆର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ଖେଳିବାରୁ ବାଦ ପଡିଛନ୍ତି । ଏହା ସହ ଧୋନିଙ୍କୁ ମଧ୍ୟ ଆଗକୁ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ଟି-୨୦ ଟିମରେ ସାମିଲ କରାଯାଇ ନାହିଁ । ବର୍ତ୍ତମାନ ଏହି ଘଟଣା ନେଇ…

ଦୀର୍ଘ ବର୍ଷ ପରେ ପୁଣି ଥରେ ବ୍ରେରବ୍ରୋନ ଷ୍ଟାଡିୟମରେ ଖେଳାଯିବ ଆନ୍ତର୍ଜାତିକ ମ୍ୟାଚ

ଟିମ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁଥିବା ପାଞ୍ଚଟି ଦିନିକିଆ ବିଶିଷ୍ଟ ଏହି ସିରିଜର ଚତୁର୍ଥ ମ୍ୟାଚ ବ୍ରେରବ୍ରୋନ ଷ୍ଟାଡିୟମରେ ଖେଳାଯିବାକୁ ଅଛି । ଏହିି ମ୍ୟାଚର ଉଦଘାଟନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଘଣ୍ଟି ବଜାଇ କରିବେ । ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଏହି…

ବିରାଟଙ୍କ ଏହି ଭୁଲ ଯୋଗୁଁ ମ୍ୟାଚଟି କାଲି ଟାଇ ମୋଡକୁ ଚାଲିଯାଇଥିଲା

କ୍ରିକେଟ ପଡିଆରେ ବିରାଟ କୋହଲି ବ୍ୟାଟିଙ୍ଗ ଏବଂ ଅଧିନାୟକତ୍ୱ ରୂପରେ କିନଚିତ ବା କିଛି ଭୁଲ କରିଥାନ୍ତି କିନ୍ତୁ ଗତ କାଲି ବିଶାଖାପଟଣାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ ତାଙ୍କ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଭୁଲ ହୋଇଯାଇଥିଲା । ବିରାଟ କୋହଲି ଦ୍ୱିତୀୟ ଦିନକିଆରେ ଏଭଳି ଏକ…

ଭାବପ୍ରବଣ ବାର୍ତ୍ତା ସହ WWE ରୁ ବିଦାୟ ନେଲେ ରୋମାନ

WWE ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର । ୟୁନିଭର୍ସାଲ ଚାମ୍ପିଆନ ରୋମାନ ରେଞ୍ଜ କ୍ୟାନସରରେ ପୀଡିତ ଥିବାର ଘୋଷଣା କରିଛନ୍ତି । ରେଞ୍ଜ କହିଛନ୍ତି ଯେ, ସେ ବିଗତ ୧୧ ବର୍ଷ ହେବ ଲିୟୁକିମିୟୋ ରୋଗ ସହ ଲଢେଇ କରି ଆସୁଛନ୍ତି । ତାଙ୍କର ଆଶା ଅଛି ଯେ, ସେ ଦିନେ ଭଲ ହୋଇ ପୁଣି ଥରେ ରିଙ୍ଗକୁ ଫେରିବେ…

ପୁଣି ଥରେ ପଡିଆରେ ଏକାଠି ନଜର ଆସିବେ ସଚିନ ଏବଂ କାମ୍ବଲି

ସଚିନ ତେନ୍ଦୁଲକର ଏବଂ ବିନୋଦ କାମ୍ବଲୀ ଛୋଟବେଳୁ ପରସ୍ପରର ଘନିଷ୍ଠ ବନ୍ଧୁ ହେବା ସହ ଉଭୟ ମିଶିକରି କ୍ରିକେଟ ଜଗତରେ ଅନେକ ରେକର୍ଡ ମଧ୍ୟ ରଚିଛନ୍ତି । ଦୁହେଁ ସ୍କୁଲରେ ପଢିବା ସମୟରେ ଏକା ସାଙ୍ଗରେ ମିଶି ଇଣ୍ଟର ସ୍କୁଲ ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଦୁହେଁ ସ୍କୁଲରୁ ଆରମ୍ଭ…

ନୂଆ ଲୁକ ସହ ସୋସିଆଲ ମିଡିଆରେ ଛାଇଗଲେ ଧୋନି

ଗତ କାଲି ଗୁହ୍ୱାଟିରେ ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜର ପ୍ରଥମ ଦିନିକିଆରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ପ୍ରଥମେ ଟଚ ଜିତି ବୋଲିଂ କରିବାର ନିଷ୍ପତି ନେଇଥିବା ବେଳେ ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଭାରତକୁ ୩୨୩ର ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚରେ…