Browsing Category

ବାଣିଜ୍ୟ

ଓଡ଼ିଶାରେ ନିଜର ନେଟୱାର୍କ ସଂପ୍ରସାରଣ କରିବ ଏୟାରଟେଲ

ଭାରତର ବୃହତ ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତୀ ଏୟାରଟେଲ୍ ଆଜି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଯୋଜନା କରାଯାଇଥିବା ଏହାର ବିଶାଳ ନେଟୱାର୍କ ଯୋଜନା ବିଷୟରେ ଘୋଷଣା କରିଛି । ଯେଉଁଥିରେ ସେ ତାହାର ଦୃତ ମୋବାଇଲ ଡାଟାକୁ ଓଡ଼ିଶାରେ ଆହୁରି ସଂପ୍ରସାରଣ କରିବା ପାଇଁ ଯୋଜନା କରିଛି ।…

ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଜେଡବ୍ଲାକ ଲକଜୁରୀର ଶୁଭାରମ୍ଭ

ଇନ୍ଦୋର(ଏମ୍ପି) ସ୍ଥିତ ମହିଶୂର ଡିପ ଫର୍ଫମ୍ୟୁରୀ ହାଉସ (ଏମଡିପିଏଚ) ପକ୍ଷରୁ ଓଡିଶାରେ ସୁଗନ୍ଧଯୁକ୍ତ ଅଗ୍ରଣୀ ଧୂପକାଠି ଜେଡବ୍ଲାକ ଲକ୍ଜୁରୀର ଶୁଭାରମ୍ଭ କରାଯାଇଛି । ଓଡ଼ିଶାରେ ଜେଡବ୍ଲାକ ଏରିଜର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ ହୋଇଥିବା ଓଡିଆ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଜାତୀୟ…

ପୁଞ୍ଜିନିବେଶ କରିବା ପାଇଁ ବର୍ତ୍ତମାନ ଏସବିଆଇ ଦେଉଛି ପରାମର୍ଶ

ଆପଣ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି କି? କିମ୍ବା ପୁଞ୍ଜିନିବେଶ କଲେ ଆପଣଙ୍କ ମନରେ କ୍ଷତି ହୋଇଯିବାର ଭୟ ଅଛି କି ? ତେବେ ଏସବୁ ସମସ୍ୟାର ସମାଧନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆ) ଆପଣଙ୍କ ପାଇଁ ଆଣିଛି “ନିବେଶ କେ ନୁସକେ” । ଭାରତର ଅଗ୍ରଣୀ ମ୍ୟୁଚୁଆଲ ଫଣ୍ଡ, ଏସବିଆଇ ମ୍ୟୁଚୁଆଲ…

ମହିନ୍ଦ୍ରାର ସମ୍ପୂର୍ଣ୍ଣ ନୂଅା ଟିୟୁଭି ୩୦୦ ପ୍ଲସ୍

୨୦.୭ ବିଲିଅନ୍ ଡଲାର ମହିନ୍ଦ୍ରା ଗ୍ରୁପ୍ର ଏକ ଅଂଶ ମହିନ୍ଦ୍ରା ଅାଣ୍ଡ ମହିନ୍ଦ୍ରା ଲିମିଟେଡ୍ (ଏମ୍ଅାଣ୍ଡ୍ଏମ୍) ପକ୍ଷରୁ ଅାଜି ଟିୟୁଭି୩୦୦ ପ୍ଲସ୍ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି ଅଧିକ ସ୍ଥାନ ଥିବା ଇଂଟେରିୟର ଓ ଅାରାମଦାୟକ ଗାଡ଼ିଚାଳନା ଅନୁଭୂତି ସହିତ ଏକ ପ୍ରିମିୟମ୍ ଓ ଶକ୍ତ…

ଅାମାଜନ୍ ଡଟ୍ ଇନର ସ୍କୁଲ ବୁକ୍ ଷ୍ଟୋର

ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଅାମାଜନ୍ ଡଟ୍ ଇନ୍ ପକ୍ଷରୁ ଅାଜି ଏହାର ନୂତନ ସ୍କୁଲ୍ ବୁକ୍ ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଏହି ଷ୍ଟୋରରେ ଶିକ୍ଷାର୍ଥୀଙ୍କ ଉପଯୋଗୀ ସ୍କୁଲ ବୁକ୍, ଏକାଡେମିକ୍ ବୁକ୍ ଏବଂ ବିଭିନ୍ନ ପ୍ରକାର ଅାବଶ୍ୟକୀୟ ସାମଗ୍ରୀ ରହିଛି ଅଭିଭାବକମାନେ ଗୋଟିଏ…

ଜିପ୍ କମ୍ପାସର ‘ବେଡରକ‘ ଲିମିଟେଡ୍ ଏଡିସନ୍

ଏଫସିଏ ଇଣ୍ଡିଅା ପକ୍ଷରୁ ଜିପ୍ କମ୍ପାସର ‘ବେଡରକ‘ ଲିମିଟେଡ୍ ଏଡିସନକୁ ଉନ୍ମୋଚନ କରାଯାଇଛି  । ଜିପ୍ କମ୍ପାସ୍ ହେଉଛି ଅାଜି ଦିନରେ ସଡ଼କରେ ଥିବା ସବୁଠୁ ସୁରକ୍ଷିତ ଏସ୍ୟୁଭି, ଯାହା ୨୦୧୭ ଜୁଲାଇ ୩୧ରେ ଉନ୍ମୋଚିତ ହୋଇଥିଲା ଓ ସେହିଦିନଠାରୁ ଏହା ଭାରତୀୟ ଏସୟୁଭି ବଜାରରେ ପ୍ରତିଦ୍ୱନ୍ଦିତାକୁ…

ଜାଗୁଅାର ଏଫ୍-ଟାଇପ୍ ଏସ୍ଭିଅାର୍ ବୁକିଂ ଅାରମ୍ଭ

ଜାଗୁଅାର ଲ୍ୟାଣ୍ଡ ରୋଭର ଇଣ୍ଡିଅା ପକ୍ଷରୁ ଭାରତରେ ଜାଗୁଅାର ଏଫ୍-ଟାଇପ୍ ଏସ୍ଭିଅାର୍ର ବୁକିଂ ଅାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଏହାକୁ ଏରୋଡାଇନାମିକ୍ସ ଇିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି ଏଥିରେ ୫.୦ଲି ସୁପର ଚାର୍ଜଡ୍ ଭି-୮ ଇିନ୍, ୪୨୩ କିଲୋଓ୍ୱାଟ ୍ ପାଓ୍ୱାର ଅାଉଟପୁଟ ଏବଂ…

ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ପିଟାଲ୍, ଭୁବନେଶ୍ୱରରେ ଉତର ପ୍ରଦେଶର ଜଣେ ୩୫ ବର୍ଷୀୟ ରୋଗୀଙ୍କ ଦୃଷ୍ଟିଶକ୍ତି ପୁନଃ…

ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ଟିପାଲ୍, ଭୁବନେଶ୍ୱରର ଡାକ୍ତରଙ୍କ ଦ୍ୱାରା ଦୃଷ୍ଟିଶକ୍ତିକୁ ପୁନଃ ସ୍ଥାପିତ କରାଯାଇଥିବାରୁ ଉତର ପ୍ରଦେଶର ୩୫ ବର୍ଷୀୟ ପ୍ରଦୀପ ସିଂହ ପୁଣି ଥରେ ନିଜ ଚାକିରିରେ ଯୋଗ ଦେବାକୁ ସଜବାଜ ହେଉଛ‘ି ବାମ ଅାଖିର ସ୍ବଚ୍ଛ ପଟଳରେ ସଂକ୍ରମଣର ଚିକିତ୍ସା ନ କରିବାରୁ ପ୍ରଦୀପ…

ଫ୍ଲିପ୍କାର୍ଟରେ ସାମସଙ୍ଗ କାର୍ନିଭାଲ୍, ତତ୍କାଳ ରିହାତି ଓ ଅନେକ ଅାକର୍ଷଣୀୟ ଅଫର

ଭାରତର ସର୍ବବୃହତ ଓ ଏକ ନମ୍ବର କଂଜୁ୍ୟମର ଇଲେକ୍ଟ୍ରୋନିକ୍ସ ଓ ମୋବାଇଲ୍ ବ୍ରାଣ୍ଡ୍ ସାମସଙ୍ଗ ପକ୍ଷରୁ ଫ୍ଲିପ୍କାର୍ଟରେ ସାମସଙ୍ଗ କାର୍ନିଭାଲ୍ ଘୋଷଣା କରାଯାଇଛି ଏହି ଅବସରରେ ଗ୍ରାହକମାନେ ସାମସଙ୍ଗର ବିଭିନ୍ନ ସାମଗ୍ରୀ ଉପରେ ତତ୍କାଳ ରିହାତି ଓ ଅାକର୍ଷଣୀୟ ଅଫର ସବୁ ପାଇପାରିବେ ଏହା…

ହୋଣ୍ଡାର 2018 ଗୋଲ୍ଡ ଓ୍ୱିଙ୍ଗର ଡେଲିଭରି ଅାରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଅାଣ୍ଡ୍ ସ୍କୁଟର ଇଣ୍ଡିଅା ଲିମିଟେଡ୍ ପକ୍ଷରୁ 2018 ଗୋଲ୍ଡ ଓ୍ୱିଙ୍ଗ୍ର ଡେଲିଭରି ଅାରମ୍ଭ କରାଯାଇଛି ରାଜସ୍ଥାନର ଜୟପୁରଠାରେ ଅାୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ଏହି ଟୁରର୍ ବାଇକ୍ର ଡେଲିଭରି ଅାରମ୍ଭ ହୋଇଛି 2018 ଅଟୋ ଏକ୍ସପୋରେ ଏହାକୁ ଉନ୍ମୋଚନ…