ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ପିଟାଲ୍, ଭୁବନେଶ୍ୱରରେ ଉତର ପ୍ରଦେଶର ଜଣେ ୩୫ ବର୍ଷୀୟ ରୋଗୀଙ୍କ ଦୃଷ୍ଟିଶକ୍ତି ପୁନଃ ସ୍ଥାପନା


ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ଟିପାଲ୍, ଭୁବନେଶ୍ୱରର ଡାକ୍ତରଙ୍କ ଦ୍ୱାରା ଦୃଷ୍ଟିଶକ୍ତିକୁ ପୁନଃ ସ୍ଥାପିତ କରାଯାଇଥିବାରୁ ଉତର ପ୍ରଦେଶର ୩୫ ବର୍ଷୀୟ ପ୍ରଦୀପ ସିଂହ ପୁଣି ଥରେ ନିଜ ଚାକିରିରେ ଯୋଗ ଦେବାକୁ ସଜବାଜ ହେଉଛ‘ି ବାମ ଅାଖିର ସ୍ବଚ୍ଛ ପଟଳରେ ସଂକ୍ରମଣର ଚିକିତ୍ସା ନ କରିବାରୁ ପ୍ରଦୀପ ସେହି ଅାଖିର ଦୃଷ୍ଟି ଶକ୍ତି ହରାଇଥିଲେ ଓ ତାଙ୍କୁ ଦେଢ଼ ବର୍ଷ ହେଲାଣି ଡାହାଣ ଅାଖି ଉପରେ ନିର୍ଭର କରିବାକୁ ପଡୁଥିଲା ଡାକ୍ତରମାନେ ତିନି ସ୍ତରୀୟ ସର୍ବାଧୁନିକ ଅସ୍ତ୍ରୋପଚାର କରି ତାଙ୍କ ଦୃଷ୍ଟିଶକ୍ତିକୁ ପୁନଃ ସ୍ଥାପନା କରିଛ‘ି
ଉତର ପ୍ରଦେଶର ଇଟ୍ଓ୍ୱାହରୁ ଅାସିଥିବା ଶ୍ରୀଯୁକ୍ତ ସିଂହ ସାଧାରଣ ଜୀବନଯାପନ କରୁଥିଲେ ଦିଲ୍ଲୀର ଏକ ଘରୋଇ କଂପାନିରେ ସେ କାମ କରୁଥିଲେ ଦେଢ଼ ବର୍ଷ ପୂର୍ବେ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ଜୀବନ ଚକ୍ର ବଦଳିଯାଇଥିଲା ଓ ତାଙ୍କ ବାମ ଅାଖିରେ ସଂକ୍ରମଣ ଦେଖାଦେଇଥିଲା ଅଧିକ ସଚେତନ ନଥିବାରୁ ସେ ଏହି ସମସ୍ୟାର ଚିକିତ୍ସା କରାଇନଥିଲେ ଯାହା ତାଙ୍କ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥିଲା ଏଭଳି ଏକ ସ୍ତରରେ ତାହା ପହଂଚିଗଲା ଯେଉଁଠାରେ ତାଙ୍କ ବାମ ଅାଖିର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇଥିଲେ ଏହା ତାଙ୍କ କର୍ମମୟ ଜୀବନକୁ ପ୍ରଭାବିତ କରିଥିଲା, ସେ ଚାକିରି ଛାଡ଼ି ନିଜ ଭିଟାମାଟିକୁ ଫେରିଯାଇଥିଲେ
ନିଜ ଜନ୍ମ ସ୍ଥାନରେ ରହି ସେ ଏହି ସମସ୍ୟାର ଅନେକ ଚିକିତ୍ସା କରାଇଥିଲେ କି‘ୁ ତାଙ୍କ ସ୍ଥିତିରେ କୌଣସିି ଉନ୍ନତି ହୋଇନଥିଲା ତାଙ୍କ ସମସ୍ୟା ଅାହୁରି ଖରାପ ହୋଇଥିଲା ଓ ଏହି ଯୁବକ ଜଣଙ୍କ ଘରୁ ବାହାରିବା ପ୍ରଭାବିତ ହୋଇଥିଲା କି‘ୁ, ସେ ଅାଶା ହରାଇନଥିଲେ ଓ ଗୁଣାତ୍ମକ ଚିକିତ୍ସା ପାଇଁ ଉଦ୍ୟମ ଜାରି ରଖିଥିଲେ ଏହି ଅନୁସନ୍ଧାନ ପ୍ରକ୍ରିୟାରେ ପ୍ରଦୀପ ଓ ତାଙ୍କ ପରିବାର ଅାସି ଭୁବନେଶ୍ୱରର ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ପିଟାଲ୍ରେ ପହଂଚିଥିଲେ ଯାହା ତାଙ୍କ ବାସସ୍ଥାନଠାରୁ ୧୨୦୦ କିମି ଦୂର ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ପିଟାଲ୍ର କନସଲଟାଂଟ୍ ଡକ୍ଟର ବିନୀତା ଗାନ୍ଧୀ ଓ ତାଙ୍କ ଟିମ୍ ପରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବଚ୍ଛ ପଟ୍ଟଳରେ ସଂକ୍ରମଣ ହୋଇଛି ଯାହାର ପ୍ରଭାବରେ କର୍ଣ୍ଣିଅା ଅଲସର୍ ବିକଶିତ ହୋଇ ସ୍ବଚ୍ଛପଟଳକୁ ଗୁରୁତର ଭାବେ ପ୍ରଭାବିତ କରିଛି ପୁନଶ୍ଚ, ତାଙ୍କଠାରେ ଜଟିଳ ମୋତିଅାବିନ୍ଦୁ ସମସ୍ୟା ମଧ୍ୟ ରହିଛି ଯାହା ସମ୍ପୂର୍ଣ୍ଣ ଘଟଣାକୁ ଅଧିକ ଜଟିଳ କରିଦେଇଛି
ଚିକିତ୍ସାରେ ଅଧିକ ବିଳମ୍ବ ହେଲେ ଯୁବକ ଜଣକଙ୍କ ଦୃଷ୍ଟିଶକ୍ତି ଚାଲିଯିବାର ଅାଶଙ୍କା ଥିବାରୁ ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ପିଟାଲ୍ର ଡକ୍ଟର ବିନୀତା ଗାନ୍ଧୀ ଓ ତାଙ୍କ ଟିମ୍ ତୁର‘ ଚିକିତ୍ସା ଅାରମ୍ଭ କରିଥିଲେ ସଂକ୍ରମଣ ଯୋଗୁଁ କ୍ଷତିର ମାତ୍ରା ଯେହେତୁ ଅଧିକ ଥିଲା ତେଣୁ ଟିମ୍ ପକ୍ଷରୁ ତିନି ସ୍ତରୀୟ ସର୍ବାଧୁନିକ ଚିକିତ୍ସାର ପରାମର୍ଶ ଦିଅାଯାଇଥିଲା ଯେଉଁଥିରେ ସ୍ବଚ୍ଛପଟ୍ଟଳ ପ୍ରତିରୋପଣ, ଭିଟ୍ରେକ୍ଟୋମି ଓ ଗ୍ଲୁଡ୍ ଅାଇଓଏଲ (ଡକ୍ଟର ଅଗ୍ରଓ୍ୱାଲ୍ ଅାଇ ହସ୍ପିଟାଲ୍ ଦ୍ୱାରା ଉଦ୍ଭାବିତ ପ୍ରକ୍ର୍ରିୟା) ରେ ଲେନ୍ସର ସମସ୍ୟା ସମାଧାନ କରିବା ସାମିଲ ଥିଲା ଅାଜି, ସେ କେବଳ ନିଜ ଦୃଷ୍ଟିଶକ୍ତି ଫେରିପାଇନାହା‘ି ବରଂ ଏକ ନୂଅା ଜୀବନ ଅାରମ୍ଭ କରିବା ପାଇଁ ସଜବାଜ ହେଉଛ‘ି
ଚିକିତ୍ସା ପଦ୍ଧତି ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଡକ୍ଟର ବିନୀତା ଗାନ୍ଧୀ, କନସଲଟାଂଟ୍, ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସପିଟାଲ୍ କହିଛ‘ି ଯେ, ପ୍ରଦୀପଙ୍କ ମାମଲାରେ ସାଧାରଣ ଚିକିତ୍ସା କାମ କରିନଥା‘ା କାରଣ ତାଙ୍କ ସଂକ୍ରମଣ ଦେଢ଼ ବର୍ଷରୁ ଅଧିକ ସମୟ ହୋଇଯାଇଥିଲା ଅାମେ ତାଙ୍କ ସ୍ବଚ୍ଛ ପଟ୍ଟଳରୁ ସବୁ ଖରାପ ସ୍ତର ବାହାର କରିବା ପରେ ସ୍ବଚ୍ଛ ପଟ୍ଟଳ ପ୍ରତିରୋପଣ କରିଥିଲୁ ଏହା ପରେ ଭିଟ୍ରେକ୍ଟୋମି କରାଯାଇଥିଲା ପୁନଶ୍ଚ, ଯେହେତୁ ସଂକ୍ରମଣ ଓ ଏହା ଯୋଗୁଁ ବିକଶିତ ହୋଇଥିବା ଅଲସର୍ ପ୍ରଭାବ ଯୋଗୁଁ ଅାଇଓଏଲ୍କୁ ସହାୟତା ଦେବାକୁ ଥିବା ଅାଖିର ଢ଼ାଂଚାଟି ନଷ୍ଟ ହୋଇଯାଇଥିଲା ତେଣୁ ଅାମେ ‘ଗ୍ଲୁଡ୍ ଅାଇଓଏଲ୍’ ନାମକ ଅଭିନବ ପଦ୍ଧତି ଜରିଅାରେ ତାହାର ସମାଧାନ କରିଥିଲୁ ଗ୍ଲୁଡ୍ ଅାଇଓଏଲ୍କୁ ଡକ୍ଟର ଅଗ୍ରଓ୍ୱାଲ୍ସ୍ ଗ୍ରୁପ୍ ଅଫ୍ ଅାଇ ହସ୍ପିଟାଲ୍ର ଅଧ୍ୟକ୍ଷ ଓ ଏମ୍ଡି ପ୍ରଫେସର ଅମର ଅଗ୍ରଓ୍ୱାଲ୍ ଉଦ୍ଭାବନ କରିଥିଲେ’’
ଗ୍ଲୁଡ୍ ଅାଇଓଏଲ୍ ହେଉଛି ଏକ ଅଭିବନ ପଦ୍ଧତି ଯେଉଁଥିରେ ବାୟୋଲୋଜିକାଲ୍ (ଫିବ୍ରିନ୍) ଗ୍ଲୁକୁ ବ୍ୟବହାର କରି ଇଂଟର-ଅକୁ୍ୟଲାର୍ ଲେନ୍ସ (ଅାଇଓଏଲ୍)ର ସମାଧାନ କରାଯାଇଥାଏ ପୂର୍ବରୁ ଯେଉଁଠାରେ ଅାଇଓଏଲ୍ ସମାଧା କରିବା ସମ୍ଭବ ହେଉନଥିଲା କିମ୍ବା ଜଟିଳ ରହୁଥିଲା ସେଠାରେ ଏବେ ସ୍ଥାୟୀ ଭାବେ ଅାଇଓଏଲ୍ ସ୍ଥାପନ କରିବା ସମ୍ଭବପର ହେଉଛି ଏହାକୁ ବିଭିନ୍ନ ପରିସ୍ଥିତିରେ ଓ ମିଶ୍ରିତ ସର୍ଜରି ବେଳେ ବ୍ୟବହାର କରାଯାଇପାରିବ ଏହାକୁ ଫୋଲ୍ଡେବଲ୍ ଅାଇଓଏଲ୍ ଭାବେ କିମ୍ବା ସମ୍ପୂର୍ଣ୍ଣ ଢ଼ାଂଚା ହୀନ ପ୍ରକ୍ରିୟାରେ ସ୍ଥାପନ କରାଯାଇପାରିବ ଯେଉଁଠାରେ ଅାଖି ସାମ୍ନାର ଅଧା ଭାଗ କଦାକାର ହୋଇଯାଇଥିବ ସେଠାରେ ଅାଂଟେରିଅର୍ ସେଗ୍ମେଂଟ୍ ଚକ୍ଷୁ ପ୍ରତିରୋପଣରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ଡିଫର୍ମଡ୍ ଅାଂଟେରିଅର୍ ସେଗ୍ମେଂଟ୍ରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ
‘ଏହି ବହୁ ସ୍ତର ଭିତିକ ପ୍ରକ୍ରିୟାର ସବୁଠୁ ବଡ଼ ଲାଭ ହେଉଛି ଏକ କେବଳ ଶୀଘ୍ର ହୁଏ ନାହିଁ ବରଂ ଦ୍ରୁତ ଅାରୋଗ୍ୟ ମଧ୍ୟ ମିଳିଥାଏ ବୋଲି ଡକ୍ଟର ବିନୀତା କହିଛ‘ି’’
ଦୃଷ୍ଟିଶକ୍ତି ଫେରିପାଇବା ପରେ ନିଜର ଖୁସି ଜାହିର କରି ଶ୍ରୀଯୁକ୍ତ ପ୍ରଦୀପ କହିଛ‘ି ଯେ, ‘ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସପିଟାଲ୍ର ଡାକ୍ତରଙ୍କ ସହ ସାକ୍ଷାତକାର ହୋଇନଥିବା ପର୍ଯ୍ୟ‘ ମୁଁ ଭାବୁଥିଲି ଯେ ମୋର ବଳକା ଜୀବନକୁ ଏଭଳି ଗୋଟିଏ ଅାଖିରେ ବିତାଇବାକୁ ପଡ଼ିବ ମୋତେ ଶ୍ରେଷ୍ଠ ଚିକିତ୍ସା ପ୍ରଦାନ କରିବା ସହିତ ଡାକ୍ତରମାନେ ଏତେ ଭଲ ଥିଲେ ଯେ ସେମାନେ ମୋର ସମସ୍ୟା ଓ ଚିକିତ୍ସାର ସମ୍ପୂର୍ଣ୍ଣ ବିବରଣୀ ବୁଝାଇଥିଲେ ଯାହା ଦ୍ୱାରା ମୋର ଉଦ୍ବେଗ ହ୍ରାସ ପାଇଥିଲା’’
୩୫ ବର୍ଷୀୟ ପ୍ରଦୀପଙ୍କ ମାମଲା ଡକ୍ଟର ଅଗ୍ରଓ୍ୱାଲସ୍ ଅାଇ ହସ୍ପିଟାଲ୍ର ବିଶେଷତ୍ୱର କେବଳ ଏକ ପ୍ରମାଣ ନୁହେଁ, ଏହା ହେଉଛି ଅାମର ରୋଗୀ କୈନ୍ଦ୍ରୀକ ଦର୍ଶନର ପ୍ରତିଫଳନ


Share It

Comments are closed.