Browsing Category
ବାଣିଜ୍ୟ
ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ କ୍ଷତିପୁରଣ ସେସ୍ ୪୯,୭୪୦ କୋଟି ରାଜସ୍ୱ ସୃଷ୍ଟି କରିପାରିବ:ବିଶେଷଜ୍ଞଙ୍କ ମତ
ଭୁବନେଶ୍ୱର: ଡାକ୍ତର ଓ ଅର୍ଥଶାସ୍ତ୍ରବିତଙ୍କ ସମେତ ଜନସ୍ୱାସ୍ଥ୍ୟ ସମୂହଗୁଡ଼ିକ ଜିଏସଟି ପରିଷଦଙ୍କୁ ସମସ୍ତ ତମ୍ବାଖୁ ଜାତୀୟ ଉତ୍ପାଦଗୁଡ଼ିକ ଉପରେ (କନମ୍ପନସେସନ ସେସ୍) କ୍ଷତିପୂରଣ ଉପକରକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି, ଯାହାକି ୪୯, ୭୪୦ କୋଟି ଟଙ୍କାର ଅତିରିକ୍ତ କର ରାଜସ୍ୱ ଯୋଗାଇପାରିବ ।…
ସୁନା-ଋପା ମୂଲ୍ୟରେ ଘଟିଲା ହ୍ରାସ
ଅନ୍ତରାଷ୍ଟ୍ରୀୟ ସ୍ତରରେ ଦର ହ୍ରାସ ହେବାରୁ ଘରୋଇ ବଜାରରେ ମଧ୍ୟ ସୁନାର ଦାମ ଖସିଛି। ମଙ୍ଗଳବାର ଦିଲ୍ଲୀର ସରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୫୦୦ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ରୂପାର ଦାମ ମଧ୍ୟ ଏକ କିଲୋଗ୍ରାମ ପ୍ରତି ୧୬୦୬ ଟଙ୍କା କମ ହୋଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ…
ଜେଏସଡବ୍ଲୁ ଗ୍ରୁପ୍ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟର ଆବଣ୍ଟନ ଓ ଯୋଗାଣ ଶୃଙ୍ଖଳର ମିଶ୍ରଣ ଘଟାଇ କଲା ଜେଏସଡବ୍ଲୁ ୱାନ୍
ଭୁବନେଶ୍ୱର : ୧୨ ବିଲିଅନ ଆମେରିକୀୟ ଡଲାରର ଭାରତୀୟ ଉଦ୍ୟୋଗସଂଗୋଷ୍ଠୀ ଜେଏସଡବ୍ଲୁ ଗ୍ରୁପ୍ ଏକ ସମନ୍ୱିତ ଜେଏସଡବ୍ଲୁ ୱାନ ପ୍ରୟାସ ଅଧୀନରେ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ଏହାର ଆବଣ୍ଟନ ଏବଂ ଯୋଗାଣ ଶୃଙ୍ଖଳ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଉଛି । ଜେଏସଡବ୍ଲୁ ଗ୍ରୁପ୍ର ଭାରତରେ ଇସ୍ପାତ,…
ବିଟି ବିତର୍କର ବିଷୟ ହୋଇ ରହିନାହିଁ: ଏଏଆଇ ଇଡି ଡକ୍ଟର ଶିବେନ୍ଦ୍ର ବଜାଜ
ଭୁବନେଶ୍ୱର: ଯେତେବେଳେ ଏକ ନୂଆ ପ୍ରଯୁକ୍ତି ଆସିଥାଏ, ତାହାକୁ କିଛି ସମର୍ଥନ ଓ ଅନ୍ୟ କିଛି ବର୍ଗ ବିରୋଧ କରିଥାନ୍ତି । ସବୁ କିଛି କିନ୍ତୁ ତଥ୍ୟ ଓ ବିଜ୍ଞାନ ଉପରେ ନିର୍ଭର କରେ । ଜିଏମ୍ ଫସଲକୁ ନେଇ ବିତର୍କ କୌଣସି ବ୍ୟତିକ୍ରମ ନୁହେଁ । ମାତ୍ର ଏହା ଏକ ନିର୍ଦିଷ୍ଟ ବାସ୍ତବତା ଯେ ଜିଏମ୍…
ଭାରତରେ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍ମୋ ‘ସ୍ୟାଡୋ ଏଡିସନ’ର ଶୁଭାରମ୍ଭ
ଭୁବନେଶ୍ୱର: ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂତନ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍ମୋ ‘ସ୍ୟାଡୋ ଏଡିସନ୍’ର ଶୁଭାରମ୍ଭ କରାଯାଇଛି । ସ୍ଥାନୀୟ ଭାବେ ବିଏମଡବ୍ଲୁ ପ୍ଲାଂଟ୍ ଚେନ୍ନାଇଠାରେ ଉତ୍ପାଦିତ ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଟୁରିଜ୍ମୋ ‘ସ୍ୟାଡୋ…
କ୍ଷୁଦ୍ର ବ୍ୟବସାୟୀଙ୍କୁ ମାଷ୍ଟରକାର୍ଡ ଓ ମହେନ୍ଦ୍ର ସିଂହ ଧୋନିଙ୍କ କୃତଜ୍ଞତା
ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ମାଷ୍ଟରକାର୍ଡ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଭାରତର ଡିଜିଟାଲ ବିପ୍ଳବର ଏକ ଅଂଶ ହେବା ପାଇଁ ପ୍ରୋତ୍ସାହିତ କରିବା ଲାଗି ଆଉ ଏକ ପାଦ ଆଗକୁ ବଢିଛି । ଏହି ପରୀପ୍ରେକ୍ଷୀରେ ମାଷ୍ଟରକାର୍ଡ ପକ୍ଷରୁ ଭାରତର ୭୩ତମ ସ୍ୱାଧୀନତା ଦିବସରେ ଏକ ଭିଡିଓ…
ବିଏଲ୍ଏସ୍ ଇଟଂରନ୍ୟାସନାଲ୍ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଇଜିପ୍ଟ ସରକାରଙ୍କ ସଂସ୍ଥା ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣା
ଭୁବନେଶ୍ୱର : ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍ରେ ତାଲିକାଭୁକ୍ତ ଥିବା ବିଏଲ୍ଏସ୍ ଇଟଂରନ୍ୟାସନାଲ୍ ସର୍ଭିସେସ୍ ଲିିମିଟେଡ୍ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଇଜିପ୍ଟର ଅଲ୍ ୱାଫି ଗଭର୍ଣ୍ଣମେଂଟ୍ ସର୍ଭିସେସ୍ କର୍ପୋରେସନ୍ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା…
ଭେଂଚର କାଟାଲିଷ୍ଟସ୍ ସହ ଯୋଡ଼ି ହେଲେ ରୀତେଶ ଅଗ୍ରୱାଲ୍, ଷ୍ଟାର୍ଟଅପ୍ ପାଇଁ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ
ଭୁବନେଶ୍ୱର: ଦେଶର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକର ନ୍ରୂଆ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ଦେଶର ସର୍ବବୃହତ ଇନକୁବେଟର ସଂସ୍ଥା ଭେଂଚର କାଟାଲିଷ୍ଟସ୍ ସହ ଯୋଡ଼ି ହୋଇଛନ୍ତି ରୀତେଶ ଅଗ୍ରୱାଲ୍ । ସେ ଏହି ସଂସ୍ଥା ପାଇଁ ପରାମର୍ଶଦାତା ଭୂମିକା ନିର୍ବାହ…
ସାମ୍ସଙ୍ଗ ଗ୍ୟାଲାକ୍ସି ନୋଟ୍୨୦ର ପ୍ରି-ବୁକ୍ ମାତ୍ର ୬୪,୯୯୯ ଟଙ୍କାରେ
ଭୁବନେଶ୍ୱର: ଦେଶରେ ଗ୍ୟାଲାନ୍ସି ନୋଟ୍୨୦ ସିରିଜ୍ ପାଇଁ ପ୍ରି-ରେଜିଷ୍ଟ୍ରେସନ୍ ୫ ଲକ୍ଷ ଅତିକ୍ରମ କରିବା ସହିତ ସାମ୍ସଙ୍ଗ୍ର ନୂତନ ଫ୍ଲାଗ୍ସିପ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ନୋଟ୍୨୦ ପାଇଁ ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ପ୍ରବଳ ଚାହିଦା ଦେଖିବାକୁ ମିଳୁଛି । ଗ୍ୟାଲାକ୍ସି ନୋଟ୍୨୦ ପାଇଁ…
ଆମାଜନ୍ ପ୍ରାଇମ୍ ଡେ ୨୦୨୦ରେ ୪ଟି ଟେକ୍ନୋଲୋଜିର ସହାୟତା
ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଏହାର ସଦସ୍ୟମାନଙ୍କ ପାଇଁ ଗତ ଅଗଷ୍ଟ ୬ ଓ ୭ ତାରିଖରେ ଦୁଇ ଦିନିଆ ସପିଙ୍ଗ୍ କାର୍ଯ୍ୟକ୍ରମ ପ୍ରାଇମ୍ ଡେ’ର ପରିଚାଳନା କରାଯାଇଥିଲା । ଯାହାକି ଆମାଜନ୍ ଇଣ୍ଡିଆର ଅପରେଶନ ନେଟ୍ୱର୍କରେ ସାଧାରଣ ସମୟ ଅପେକ୍ଷା ଅଧିକ ବ୍ୟସ୍ତବହୁଳ ଥିଲା ।…