ବର୍ଷା ଦିନେ ଜ୍ୱର ଏବଂ ଥଣ୍ଡା କାଶରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସମସ୍ତ ଘରୋଇ ଉପଚାର . . . . . . .

ବର୍ଷାଦିନେ ଋତୁ ପରବିର୍ତ୍ତନ ହେଉଥିବାରୁ ପ୍ରାୟତଃ ସମସ୍ତଙ୍କୁ ଥଣ୍ଡା କାଶ ହେବା ସହିତ ଜ୍ୱର ପରି ସମସ୍ୟା ଦେଖାଯାଇଥାଏ । ଜ୍ୱର ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଥାଏ ଏବଂ ଶରୀରରୁ ଶକ୍ତି ଚାଲିଯାଇଥାଏ । ଜ୍ୱର ହେବା ଦ୍ୱାରା ବିଭିନ୍ନ କାର୍ଯ୍ୟ କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ ଏବଂ…

ଜାଣନ୍ତି କି ଭରାତୀୟଙ୍କ ଘରେ ଘରେ ବ୍ୟବହୃତ ହେଉଥିବା ଘିଅକୁ କାହିଁକି କୁହାଯାଏ ସୁପରଫୁଡ . . . . . . . .

ରୋଷେଇ ହେଉ କିମ୍ବା ଖାଇବା ପାଇଁ ହେଉ  ପ୍ରତ୍ୟେକ ଭାରତୀୟଙ୍କ ଘରେ ଘିଅର ବ୍ୟବହାର ନିଶ୍ଚିନ୍ତ ଭାବେ ହୋଇଥାଏ । ଘରେ ଘରେ ପୂଜାରେ ମଧ୍ୟ ଘିଅର ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ବହୁ କାଳରୁ ମୁନି ଋଷିମାନେ ଘିଅରେ ପ୍ରସ୍ତୁତ ଖାଦ୍ୟ ଖାଉଥିବା ବେଳେ ଏହା ସେମାନଙ୍କ ମଧ୍ୟରେ କିପରି ଭଲ…

ତ୍ୱଚାରେ ପିଗମେନଟେସନ ହେଉଛିକି, କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହି ସମସ୍ୟାରୁ ବିରତ ରୁହନ୍ତୁ. . .

ଖରାଦିନେ ଖରାର ପ୍ରଭାବ ହେଉ କିମ୍ବା ଶୀତ ବା ବର୍ଷା ଦିନର ଟାଣ ଖରାର ପ୍ରଭାବ ଦ୍ୱାରା ତ୍ୱଚାରେ କଳା ଦାଗ ତଥା ପିଗମେନଟେସନ ଦେଖାଯାଇଥାଏ । ଏହି ପେଗମେନଟନକୁ ଦୂର ନ କରିଲେ ଏହା ଧିରେ ଧିରେ ସମ୍ପୂର୍ଣ୍ଣ ମୁହଁରେ ମାଡିଯାଇଥାଏ ଏବଂ ବିଭିନ୍ନ ତ୍ୱଚା ଜନିତ ସମସ୍ୟା ଦେଖାଯାଇଥାଏ । ଆପଣଙ୍କ ଘରେ…

ଜାମୁକୋଳି ଖାଉଥିଲେ ଜାଣି ରଖନ୍ତୁ କଣ ରହିଛି ଏହାର ଉପକାରିତା . . .. . . .

ଭାରତର ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଉଥିବା ଜାମୁକୋଳି ଦେଖିବାକୁ ଗାଢ ନୀଳ ରଙ୍ଗର ଏବଂ ଏହାର ସ୍ୱାଦ ଖୁବ ମିଠା ମଧ୍ୟ । ଜାମୁକୋଳି ଗଛରେ କେବଳ ଫଳ ନୁହେଁ ଏହାର ମଞ୍ଜି ଏବଂ ପତ୍ର ମଧ୍ୟ ଶରୀର ପାଇଁ ଖୁବ ହିତକାରୀ । ଏହା ବର୍ଷା ଦିନେ ପାଚୁଥିବା ବେଳେ ଏହାର ବହୁ ସ୍ୱାସ୍ଥ୍ୟ ଉପକାରିତା ମଧ୍ୟ…

ପୃଥିବୀର ଗୋଲାପୀ ହ୍ରଦ…… ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ରହସ୍ୟ . . . ..

ପାଣିର କୌଣସି ରଙ୍ଗ ନଥାଏ ବୋଲି ସମସ୍ତେ ଜାଣିଛନ୍ତି ଏବଂ ସାଧାରଣତଃ ସମୁଦ୍ର କିମ୍ବା ହ୍ରଦରେ ଆପଣ ନୀଳ କିମ୍ବା ସବୁଜ କିମ୍ବା ଧଳା ଜଳ ଦେଖିଥିବେ । କିନ୍ତୁ ଏପରି ଏକ ହ୍ରଦ ରହିଛି ଯାହାର ଜଳର ରଙ୍ଗ ଗୋଲପୀ ଅଟେ । ଏହି ହ୍ରଦ ଅଷ୍ଟ୍ରେଲିଆରେ ଅବସ୍ଥିତ ଏହାର ନାମ ହିଲିୟର ଲେକ ଅଟେ । ଏହି…

ମୁଢି ଖାଇବାକୁ ପସନ୍ଦ କରୁଛନ୍ତି କି , ଜାଣନ୍ତୁ ଏହାର କିଛି ଫାଇଦା ସମ୍ପର୍କରେ

ବହୁ ଲୋକେ ସକାଳେ ଚାହା ସହିତ ହେଉ କିମ୍ବା ସନ୍ଧ୍ୟା ସମୟରେ ଚାହା କିମ୍ବା ସ୍ନାକ୍ସରେ ମୁଢି ଖାଇବାକୁ ପସନ୍ଦ କରିଥାନ୍ତି । କେବଳ ଓଡିଶାରେ ନୁବେଁ ବରେ ଭାରତର ବିଭିନ୍ନ ରାଜ୍ୟର ଲୋକେ ମୁଢି ଖାଇବାକୁ ପସନ୍ଦ କରିଥାନ୍ତି । କେଉଁଠି ଏହାକୁ ଭେଲ ତ କେଉଁଠି ଝାଲ ମୁଢି କୁହାଯାଇଥାଏ । ଚାଉଳରୁ…

ବର୍ଷା ଦିନେ ଗରମ ଜଳର ସେବନ ଦ୍ୱାରା କଣ ମିଳିଥାଏ ସୁଫଳ ଆସନ୍ତୁ ଜାଣିବା . .. . .. . . . . .

ବର୍ଷା ଦିନେ ଗରମ ଜଳ ପିଇବା ଦ୍ୱାରା ବହୁ ସୁଫଳ ମିଳିଥାଏ । ଗରମ ଜଳ ସ୍ୱାସ୍ଥ୍ୟ ପାଇଁ ହିତକର ଏବଂ ଏହା ବର୍ଷର ସମସ୍ତ ଦିନ ପାଇଁ ଆପଣ ସେବନ କରିପାରିବେ । ଆସନ୍ତୁ ଜାଣିବା ଗରମ ଜଳ ପିଇବା ଦ୍ୱାରା କଣ ସୁଫଳ ମିଳିଥାଏ – ୧.    ବର୍ଷା ଦିନେ ଗରମ ପାଣି ପିଇବା ଦ୍ୱାରା ଗଳାର ସଂକ୍ରମଣ ଦୂର…

ଶରୀରରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିବା ପାଇଁ ନିତିଦିନିଆ ଡାଏଟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ-

ଶରୀରରେ ରକ୍ତ କୋଷରେ ଥିବା ଆଇରନ ଯୁକ୍ତ ପ୍ରୋଟିନକୁ ହିମୋଗ୍ଲୋବିନ କୁହାଯାଏ । ଏହା ଶରୀରରେ ରକ୍ତ ପ୍ରବାହରେ ସାହାଯ୍ୟ କରିଥାଏ । ଶରୀରରେ ହିମୋଗ୍ଲୋବିନର ମାତ୍ରା କମ ହେବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଶରୀରରେ ପ୍ଲେଟଲେଟ ଏବଂ ହିମୋଗ୍ଲୋବିନର ମାତ୍ରା କମ ହେବା…

ନିଜର ମେଟାବୋଲିଜିମକୁ ବଢାଇବା ପାଇଁ ନିଜର ନିତିଦିନିଆ ଡାଏଟରେ ସାମିଲ କରନ୍ତୁ ଏହି ସମସ୍ତ ଖାଦ୍ୟ . . . . . . .. . .…

ଶରୀର ମଧ୍ୟରେ ମେଟାବୋଲିଜିମ ଖୁବ ଆବଶ୍ୟକୀୟ ଉପାଦାନ ଏବଂ  ଏହା ଶରୀରରେ କ୍ୟାଲୋରୀ କମ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ କ୍ୟାଲୋରୀକୁ ପ୍ରାକୃତିକ ଉପାୟରେ କମ କରୁଥିବାରୁ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଏହା ବୟସ ଅନୁଯାୟୀ କିମ୍ବା ଦିନଚର୍ଯ୍ୟା ଅନୁଯାୟୀ କମ ହୋଇଯାଇଥାଏ ।…

ଜାଣନ୍ତି କି ହଳଦି କ୍ଷୀରର କଣ ରହିଛି ଉପକାରିତା . . . . . . . .

ହଳଦି ଭାରତରେ ସମସ୍ତ ପ୍ରକାରର ଖାଦ୍ୟ ଉପାଦାନରେ ପ୍ରୟୋଗ ହେଉଥିବା ଏକ ଉତ୍ପାଦ । ହଳଦିକୁ ଭାରତରେ ସୁପରଫୁଡ ମଧ୍ୟ କୁହାଯାଏ  । ଭାରତରେ ହଳଦି ଦୁଗ୍ଧ ଏକ ମେଡିସିନ ପରି କାର୍ଯ୍ୟ କରୁଥିବା ବେଳେ ଏହାର ବ୍ୟବହାର ବହୁ ପୁରାତନ କାଳରୁ ହୋଇଆସୁଛି । ଆର୍ୟୁବେଦରେ ହଳଦି କ୍ଷୀରର ବିଭିନ୍ନ ଉପକାରିତା…