ଗ୍ଳୋବାଲ ସଂସ୍ଥାରେ ଦାନ କରି ଟ୍ରୋଲର ଶିକାର ହେଲେ କରୀନା ଓ ସୈଫ’-ଇନଷ୍ଟାଗ୍ରାମରେ ଆକ୍ରୋଶ ଦେଖାଇଲେ ୟୁଜର
ପୁରା ଦୁନିଆ ଏବେ କରୋନାର ଚକ୍ରବ୍ୟୁହରେ ଫସି ରହିଛି । ବଡ଼ ବଡ଼ ଦେଶ ମଧ୍ୟ ଏହି ଭୟଙ୍କର ଭାଇରସକୁ ଅଟକାଇପାରୁ ନାହାନ୍ତି । ଭାରତରେ ମଧ୍ୟ ଏହି ଭାଇରସର କାୟା ବିସ୍ତାର ଚାଲଛି । ଏମିତିରେ ପୁରା ଦେଶରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରଶାସନ ଠୁ ଆରମ୍ଭ କରି ବହୁ ସେଲିବ୍ରିଟି ଏବଂ…