ବାନ୍ଦ୍ରା ଷ୍ଟେସନରେ ଘରକୁ ଯିବାପାଇଁ ପ୍ରବାସୀ ଶ୍ରମିକଙ୍କ ଭିଡ଼, ଭ୍ରମିତ କରିବା ଅଭିଯୋଗରେ ଜଣେ ଗିରଫ ଓ ଅନେକଙ୍କ…

ମଙ୍ଗଳବାର ଦିନ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କର ଭିଡ଼ ହେବା ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ଯୁବକକୁ ଗିରଫ କରିଛି । ଲକଡାଉନ ମଧ୍ୟରେ ଲୋକଙ୍କୁ ଭ୍ରମିତ କରିବା ଆରୋପରେ ବିନୟକୁ ନବି ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି । ଏହି…

ଶରୀରର ଇମ୍ୟୁନିଟି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟର ଉପାୟଗୁଡ଼ିକର ପାଳନ ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଅନୁରୋଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସକୁ ନେଇ ଚାଲିଥିବା ଲକଡାଉନ ଅବଧିକୁ ଆସନ୍ତା ମେ ତିନିକୁ ବଢ଼ାଇ ଦେଇଛନ୍ତି । ଏହି ସମୟରେ ସେ ଦେଶବାସୀଙ୍କୁ କରୋନା ସହ ଲଢ଼ିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ସାତୋଟି ମନ୍ତ୍ର କହିଛନ୍ତି । ସେହି ସାତୋଟି ମନ୍ତ୍ର ମଧ୍ୟରେ ରହିଛି ଗୋଟିଏ ମନ୍ତ୍ର…

ଭାରତୀୟ ସମ୍ବିଧାନର ଜନକ ଡା ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ତାଙ୍କର ପ୍ରେରଣାଦାୟୀ କାହାଣୀ ବିଷୟରେ ଜାଣନ୍ତୁ

ଆଜି ଅର୍ଥାତ ୧୪ ଏପ୍ରିଲ ହେଉଛି ଭିମରାଓ ଆମ୍ବେଦକରଙ୍କର ୧୨୯ ତମ ଜୟନ୍ତୀ ଦିବସ । ଭାରତୀୟ ସମ୍ବିଧାନର ଜନକ ତଥା ଏହାର ମୁଖ୍ୟ ନିର୍ମାଣକାରୀ ଭାବେ ଜଣାଶୁଣା ଡା ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ମଧ୍ୟ ପ୍ରଦେଶ ସ୍ଥିତ ମହୁ ନାମକ ଏକ ଗ୍ରାମରେ ଗୋଟିଏ ମରାଠି ପରିବାରରେ ଜନ୍ମ ଗ୍ରହଣ…

ଜାଣନ୍ତୁ ଦୁନିଆର ଏକମାତ୍ର ସହର ଯେଉଁଠାରେ ଆକାଶକୁ ଛୁଉଁଥିବା ଭଳି ମାଟିରେ ନିର୍ମିତ କୋଠା ରହଛିି

ପୁରୁଣା ଯୁଗରେ ଅଧିକତର ଲୋକମାନେ ମାଟିର ଘର ନିର୍ମାଣ କରୁଥିଲେ । ଏମିତିରେ ସେହି ଘର ଗୁଡ଼ିକ କେବଳ ଗୋଟିଏ ମହଲା ବିଶିଷ୍ଟ ରହୁଥିଲା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏଭଳି ଏକ ସହର ରହିଛି ଯେଉଁଠାରେ ମାଟିରେ ନିର୍ମିତ ୫୦୦ରୁ ଉର୍ଦ୍ଧ୍ୱ ଆକାଶକୁ ଛୁଉଁଥିବା ଭଳି କୋଠା ରହିଛି…

ଆମେରିକାରେ ଅଣାୟତ କରୋନା, ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଲା

କୋଭିଡ-୧୯ ମହାମାରୀର ଉତ୍ପତିସ୍ଥଳ ଚୀନକୁ ପୁଣିଥରେ ସଂକ୍ରମଣ ଲେଉଟିଛି । ଗତ ୨୪ ଘଂଟା ମଧ୍ୟରେ ଏଠାରେ ୯୯ଟି ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଗତ କିଛି ସ୍ପପ୍ତାହ ଗୁଡ଼ିକ ତୁଳନାରେ ବେଶ ଅଧିକ । ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି ଯେ ଏଠାରେ ଏଭଳି ୬୩ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…

ଦେଶ ମଧ୍ୟରେ ସାମଗ୍ରୀ ପରିବହନ ଉପରେ କଟକଣା ନେଇ ପୁନର୍ବାର ସ୍ପଷ୍ଟୀକରଣ ଦେଲେ ଗୃହ ମନ୍ତ୍ରଣାଳୟ

ଦେଶରେ କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସ୍ଥିତିକୁ ନେଇ ଗୃହ ମନ୍ତ୍ରଣାଳୟ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ମଧ୍ୟରେ ଜିନିଷ ପତ୍ରର ପରିବହନରେ ରୋକ ନାହିଁ । ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ କିମ୍ବା ଫ୍ୟାକ୍ଟରୀରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଜିଲ୍ଳା…

ମଦ୍ୟପାନଠୁ ଦୂରେଇବାର ଉପଯୁକ୍ତ ସମୟ ହେଉଛି ଲକଡାଉନ, ପରିବାର ସହ ଅଧିକ ସମୟ ବିତାନ୍ତୁ ଓ ସୁସ୍ଥ ରୁହନ୍ତୁ: ବିଶେଷଜ୍ଞ

ଲକଡାଉନ ସମୟରେ ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ କଷ୍ଟମୟ । ଏଭଳି ଲୋକଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଯାଇପାରେ । କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍‌ସ (ନୂଆ ଦିଲ୍ଲୀ)ର ଡାକ୍ତରମାନଙ୍କ ଦ୍ୱାରା ଏଭଳି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରାଯାଇଛି ।…

ଆମେରିକାରୁ ନିଜ ନାଗରୀକଙ୍କୁ ଫେରାଇ ନ ଆଣୁଥିବା ଦେଶ ଗୁଡ଼ିକ ଉପରେ କଠୋର ହେଲେ ଟ୍ରମ୍ପ, ଲାଗୁ କଲେ ନୂଆ ଭିଜା…

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ବିଶ୍ୱ ମହାମାରୀ ସମୟରେ ନିଜର ନାଗରୀକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅରାଜି କିମ୍ବା ବିଳମ୍ବ କରୁଥିବା ଦେଶର ନାଗରୀକଙ୍କ ଉପରେ ନୂଆ ଭିଜା ପ୍ରତିବନ୍ଧକ ଲଗାଇବାର ଘୋଷଣା କରିଛନ୍ତି । ଟ୍ରମ୍ପ ଶୁକ୍ରବାର ଦିନ ବୀଜା ପ୍ରତିବନ୍ଧକ ପାଇଁ…

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା, ଗୋଟିଏ ଦିନରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ

ଆମେରିକାରେ କରୋନା ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛି । ଆମେରିକା ଏବେ ବିଶ୍ୱର ଏଭଳି ଏକମାତ୍ର ଦେଶ ହୋଇଛି ଯେଉଁଠାରେ ଗୋଟିଏ ଦିନରେ ୨୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏଠାରେ ଗତ ୨୪ ଘଂଟାଣ୍ଟ ମଧ୍ୟରେ ୨୧୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଗୁରୁବାଦ ଦିନ…

ଲକଡାଉନ ପ୍ରଭାବରେ ପୁଣି ଜୀବନ୍ତ ହୋଇ ଉଠିଛି ପ୍ରକୃତି, ସାମ୍ନାକୁ ଆସୁଛି ଏହାର ସୁନ୍ଦର ଛବି

ଏବେ ପୁରା ବିଶ୍ୱରେ ମହାମାରୀ କରୋନା ରୂପି କଳା ବାଦଲ ଛାଇ ରହିଥିବାବେଳେ ଏହା ଯୋଗୁଁ ହୋଇଥିବା ଲକହାଉନ ପ୍ରଭାବରେ ଧିରେ ଧିରେ ପ୍ରକୃତିର ସୁନ୍ଦର ରୂପ ପ୍ରସ୍ଫୁଟିତ ହେଉଥିବାର ଦେଖିବାକୁ ମିଳୁଛି । ଲକଡାଉନ ଯୋଗୁଁ ପ୍ରଦୂଷଣ ମାତ୍ରା ଅନେକ ମାତ୍ରାରେ ହ୍ରାସ ହେବାରେ ଲାଗିଛି ଯାହାଫଳରେ…