କରୋନା ସଂକ୍ରମିତ ହୋଇଛନ୍ତି ମୁମ୍ବାଇ ନୌସେନାର ୨୧ଜଣ ସେବାରତ କର୍ମୀ

ଭାରତ ନୌସେନାର ପାଖାପାଖି ୨୧ଜଣଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି, ଯାହାକି ନୌସେନା ପାଇଁ ଏକ ବିପଦ ହୋଇଯାଇଛି । ଏହି ନୌସେନା କର୍ମୀମାନଙ୍କର କରୋନା ପଜିଟିଭ ମିଳିବାପରେ ଏମାନଙ୍କୁ ମୁମ୍ବାଇର କୋଲାବା ସ୍ଥିତ ନୌସେନା ହସପିଟାଲ ଆଇଏନଏଚଏସ ଅଶ୍ୱିନୀରେ ଭର୍ତି କରାଯାଇଛି ବୋଲି ନୌସେନା…

‘ଆରୋଗ୍ୟ ସେତୁ’ ଆପକୁ ସ୍ମାର୍ଟଫୋନରେ ଡାଉନଲୋଡ଼ କରିବାଠୁ କାହିଁକି ପଛଘୁଂଚା ଦେଉଛନ୍ତି ଲୋକେ

ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ଅଧିକାରୀମାନେ ବାରମ୍ବାର ଲୋକଙ୍କୁ ‘ଆରେଗ୍ୟ ସେତୁ’ ଆପ୍ ଡାଉନ୍‌ଲୋଡ଼୍ କରିବା ପାଇଁ ଅନୁରୋଧ କରୁଛନ୍ତି । ଏହି ଆପ୍ ଦ୍ୱାରା ଲୋକମାନେ ଯେଉଁଠାରେ ଅଛନ୍ତି ତାହା କରୋନା ସଂକ୍ରମଣ ଦୃଷ୍ଟିରୁ ସୁରକ୍ଷିତ ଅଟେ କି ନାହିଁ ସେ ବିଷୟରେ…

ମଣିଷ ଲକଡାଉନରେ ଥିବାବେଳେ ଗୁଡ଼ି ଉଡ଼େଇବାର ମଜା ନେଉଛି ମାଙ୍କଡ଼, ଭିଡିଓ ଭାଇରାଲ

କରୋନା ଭାଇରସ ଲକଡାଉନ ଆରମ୍ଭ ହେବା ଠାରୁ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭିଡିଓର ସୁଅ ଛୁଟୁଥିବାର ଦେଖାଯାଉଛି । ଯେତେବେଳେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ଏହି ଭୟଙ୍କର ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ ଘର ମଧ୍ୟରେ ଲକଡାଉନ ଭାବେ ରହିଛନ୍ତି ଏଭଳି ସମୟରେ ପଶୁପକ୍ଷୀମାନେ ବାହାରେ ବୁଲିବାର ମଜା…

ଲକଡାଉନ ସମୟରେ ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅତିରିକ୍ତ ୮୦ଲକ୍ଷ ଟଙ୍କାର ମଂଜୁରୀ

ମେ ୩ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ିଯାଇଥିବାରୁ ସରକାରଙ୍କ ତରଫରୁ ଲୋକମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ବୁଲା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ବୁଲା କୁକୁର ଏବଂ ଅନ୍ୟ ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ରାଜ୍ୟ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଳିତ ଉଦ୍ୟମରେ କରୋନାକୁ ହରାଇବ ଭାରତ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧୨,୦୦୦ ଅତିକ୍ରମ କରିସାରିଲାଣି । ଏମିତିରେ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ସହାୟତା ମିଳିଛି । ଡବ୍ଲୁଏଚଓର ପ୍ରମୁଖ ଟେଡ୍ରୋସ ଏହି ପ୍ରାରମ୍ଭର ସ୍ୱାଗତ କରିଛନ୍ତି । ଭାରତ ପୂର୍ବରୁ…

ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ପାଇଁ ଆଜି ପିଏମ ମୋଦିଙ୍କ ସହ ସାକ୍ଷାତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ଭାରତରେ କରୋନା ପ୍ରକୋପ ଯୋଗୁଁ ଲକଡାଉନ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବ । ତେଣୁ ସରକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇର୍ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଗୁରୁବାର ଅର୍ଥାତ ଆଜି…

ଚୀନରୁ ପ୍ରଥମ ପର୍ଯ୍ୟାୟରେ ଭାରତରେ ପଂହଚିଲା ୬.୫୦ ଲକ୍ଷ ରାପିଡ ଟେଷ୍ଟ କିଟ

ଭାରତକୁ ଦୀର୍ଘ ସମୟରୁ କୋଭିଡ-୧୯ ପରୀକ୍ଷଣ ପାଇଁ ଯେଉଁ ର‌୍ୟାପିଡ କିଟ (ଆରଟିକେ)ର ଅପେକ୍ଷା ରହିଥିଲା ତାହା ଶେଷରେ ଚୀନରୁ ଆସି ଦେଶରେ ପହଂଚି ଯାଇଛି । ଏଥିରେ ଆଂଟିବଡି ଓ ଆରଏନଏ ଏକ୍ସଟ୍ରେସନ କିଟ ମଧ୍ୟ ସାମିଲ ରହିଛି । ଆଜି ଠାରୁ ଏଗୁଡ଼ିକୁ ଦେଶର ବିଭିନ୍ନ ଅଂଶକୁ ପଠାଯିବ । ଏହି କିଟର…

ରାମାୟଣର ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକାଙ୍କ ସହ ଭାଇରାଲ ହେଉଛି ପିଏମ ନରେନ୍ଦ୍ର ମୋଦୀ ଓ ଏଲ କେ ଆଡଭାନୀଙ୍କର…

ଲୋକପ୍ରିୟ କାର୍ଯ୍ୟକ୍ରମ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖ୍‌ଲିଆ ଫଟୋ ସେୟାରିଙ୍ଗ ନିଶାରେ ଲାଗିଛନ୍ତି । ଏହି ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ତାଙ୍କର ସହ କଳାକାର ଏବଂ କାଷ୍ଟ ଓ କ୍ରିୁ୍ୟ ମେମ୍ବରମାନଙ୍କର ସହିତ ସେହି ସୁବର୍ଣ୍ଣ ଯୁଗରୁ ଅନେକ ଫୋଟ ସେୟାର…

ପ୍ରଶଂସକଙ୍କ ସହ ନିଜ ଜୀବନର ପ୍ରଥମ ଫଟୋସୁଟ ସେୟାର କଲେ ଅମିତାଭ

ଚଳଚିତ୍ର ଜଗତର ମହାନାୟକ ଅମିତାଭ ବଚନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ନିଜ ଜୀବନର ପୁରୁଣା ଘଟଣାବଳୀ ଏବଂ ଫଟୋ ସେୟାର କରି ଆସୁଛନ୍ତି । ଏମିତିରେ ଅମିତାଭ ନିଜର ପ୍ରଥମ ଫଟୋସୁଟର ଫଟୋ ସେୟାର କରି ନିଜ ପ୍ରଶଂସକମାନଙ୍କୁ ସରପ୍ରାଇଜ କରିଦେଇଛନ୍ତି, ଯାହାକି ସେ ଗୋଟିଏ ଫିଲ୍ମ ମାଗାଜିନ ପାଇଁ ୧୯୬୯…

କରୋନା ସହ ଲଢ଼ୁଥିବା ଏହି ବୃଦ୍ଧ ଦମ୍ପତି ଆଇସିୟୁରେ ଏଭଳି ପାଳନ କଲେ ନିଜର ୫୦ତମ ଆନିଭର୍ସରୀ

ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର କଳା ବାଦଲ ଛାଇ ରହିଛି । ଏହାର ସଂକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଅନେକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି । କିନ୍ତୁ ଏସବୁ କଷ୍ଟ ମଧ୍ୟରେ ଇଟାଲୀର ହସ୍‌ପିଟାଲରେ ଭର୍ତି ହୋଇ କରୋନା ସହ ଲଢ଼ୁଥିବା ଏହି ଦୁଇଜଣ ବୃଦ୍ଧ ଦମ୍ପତିଙ୍କ ମନୋବଳ…