ଭାରତରେ ବେକାବୁ ହେବାରେ ଲାଗିଛି କରୋନା, ଗୋଟିଏ ଦିନରେ ୫୭ ହଜାର ନୂଆ ମାମଲା, ୭୬୪ ଜଣଙ୍କ ମୃତ୍ୟୁ

ଦେଶରେ କରୋନାର ଗତିରେ ଲଗାମ ଧରୁନାହିଁ | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୭ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୭୬୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୭ ଲକ୍ଷ ପାଖାପାଖି ପହଞ୍ଚିଛି। ଭାରତରେ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୩୬.୫…

ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୦, ୫୧୭କୁ ବୃଦ୍ଧି

ଶୁକ୍ରବାର ଦିନ ରାଜ୍ୟରେ ଆଉ ୭୭୨ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁଯୀୟୀ କୋଭିଡ-୧୯ ରୁ ମୋଟ ସୁସ୍ଥଙ୍କ ସଂଖ୍ୟା ରାଜ୍ୟରେ ୨୦,୦୦୦ ଅତିକ୍ରମ କରିଛି |ଏହା ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା…

ପ୍ଲାଜମା ଦାତାମାନଙ୍କୁ ୫୦୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ ଆନ୍ଧ୍ର ସରକାର

କୋଭିଡ-୧୯ ରେ ଆରୋଗ୍ୟ ହୋଇଥିବା ରୋଗୀଙ୍କ ଦ୍ୱାରା ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଦାତାମାନଙ୍କୁ ନଗଦ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶଯ୍ୟା ଉପଲବ୍ଧତା ତଥା ସଂକ୍ରମିତ ଲୋକଙ୍କୁ ଯତ୍ନ ନେବା ପାଇଁ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି।…

ଉବେର, ବଜାଜର ମିଳିତ ସହବନ୍ଧିତାରେ ୧ ଲକ୍ଷ ଅଟୋରିକ୍ସାରେ ସେଫ୍ଟି ପାର୍ଟିସନ ଇନ୍‌ଷ୍ଟଲ୍

ଭୁବନେଶ୍ୱର: ଉବେର୍ ଓ ବଜାଜ ପକ୍ଷରୁ ମିଳିତ ଭାବେ ଦେଶବ୍ୟାପୀ ପ୍ରାୟ ୧ ଲକ୍ଷ ଅଟୋରିକ୍ସାଙ୍କ ସହିତ ମିଳିତ ସହଭାଗିତାରେ ଡ୍ରାଇଭର ସିଟ୍ ପଛରେ ସେଫ୍ଟି ପାର୍ଟିସନ୍ ସ୍ଥାପନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହା ଏକ ପ୍ରତିରକ୍ଷା ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବା, ଯୋଗାଯୋଗକୁ ସୀମିତ…

ଏଗୁଡ଼ିକ ହେଉଛି ଭାରତରେ ମିଳୁଥିବା ବେଷ୍ଟ ନନ ଚାଇନିଜ ନେକବ୍ୟାଣ୍ଡ

ଭାରତ-ଚୀନ୍ ସୀମା ବିବାଦ ପରଠାରୁ ଲୋକମାନେ ଫେସବୁକ୍ ଏବଂ ଟ୍ୱିଟର ଭଳି ପ୍ଲାଟଫର୍ମରେ ବଏକଟ୍ ଚାଇନା ଅଭିଯାନ ଚଳାଉଛନ୍ତି। ମେଡ୍ ଇନ୍ ଇଣ୍ଡିଆ ଯୋଜନାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ଏହା ବ୍ୟତୀତ, ବର୍ତ୍ତମାନ ଲୋକମାନେ ଚାଇନାର ମୋବାଇଲ୍ ଠାରୁ ଇୟରଫୋନ୍ ପର୍ଯ୍ୟନ୍ତ ସବୁକିଛି ବଏକଟ୍…

ଚର୍ଚାରେ ସାରା ତେନ୍ଦୁଲକର ଏବଂ ଶୁଭମାନ ଗିଲଙ୍କ ଫଟୋ, ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା

ଦେଶରେ କରୋନା କାରଣରୁ ସାରା ଦେଶରେ ଲକଡାଉନ ମଧ୍ୟରେ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ କିନ୍ତୁ ବହୁତ ହଲଚଲ ଦେଖାଦେଇଛି, ଯାହା ଏବେବି ଜାରି ରହିଛି। କ୍ରିକେଟରଙ୍କ ସହ ଅନେକ ବଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ସକ୍ରିୟ ହୋଇପାରିଛନ୍ତି। ସୋସିଆଲ ମିଡିଆ ହେଉଛି ଏକ ପ୍ଲାଟଫର୍ମ ଯେଉଁଠାରେ…

ସୁଶାନ୍ତଙ୍କ ମୃତ୍ୟୁର ଦେଢ଼ ମାସ ପରେ ପ୍ରଥମ ଥର ମୁହଁ ଖୋଲିଲେ ଅଙ୍କିତା, କହିଲେ-ସୁଶାନ୍ତ ଡିପ୍ରେସନରେ ଯିବା ଭଳି…

ସୁଶାନ୍ତ ସିଂ ରାଜପୁତଙ୍କ ନିଧନର ଦେଢ଼ ମାସ ପରେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନିଜର ନୀରବତା ଭାଙ୍ଗିଛନ୍ତି। ସୁଶାନ୍ତ ଏବଂ ଅଙ୍କିତା ସାତ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ। ବର୍ତ୍ତମାନ ଅଙ୍କିତା ଜୋର ଦେଇ କହିଛନ୍ତି ଯେ ଯେ ସୁଶାନ୍ତ ଜଣେ ବ୍ୟକ୍ତି ନୁହଁନ୍ତି ଯିଏ…

ଆଜି ପୁଣି ଆଠ ଜଣଙ୍କ ଜୀବନ ନେଲା ଏହି ମାରାତ୍ମକ ଭାଇରସ, ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି

ରାଜ୍ୟରେ ଏବେ ଦିନ ପରେ ଦିନ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଗୋଟିଏ ପଟେ ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ପୁଣି ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଆଜି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ରାଜ୍ୟରେ ଆଜି ପୁଣି ୧୪୯୯ କରୋନା ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୮୭୭

ଗତ ୨୫ ଘଣ୍ଟା ମଧ୍ୟରେ ସର୍ବାଧିକ ୫୮୫ ଟି ସ୍ଥାନୀୟ ମାମଲା ସହିତ ଓଡିଶାରେ ଆଜି ୧୪୯୯ ଟି ନୂତନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଏବଂ ଜନସମ୍ପର୍କ ବିଭାଗ ଅନୁଯାୟୀ ଆଜି ମୋଟ ୧୪୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଯେଉଁଥିରୁ ୫୮୫ ଟି ସ୍ଥାନୀୟ ମାମଲା ହୋଇଥିବାବେଳେ…

ବାପା ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ଫିଓନ୍ସି ନତାଶା

ଭାରତୀୟ କ୍ରିକେଟ୍ ଦଳର ଭେଟେରାନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଓନ୍ସେ ନତାଶା ଷ୍ଟାନକୋଭିକ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଅଲରାଉଣ୍ଡର ନିଜ ଇନଷ୍ଚାଗ୍ରାମରେ ଏକ ବହୁତ ସୁନ୍ଦର ଫଟୋ ସେୟାର କରିବା ସହିତ ପୁଅର ଆଗମନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି | ଫଟୋରେ ହାର୍ଦ୍ଦିକ ତାଙ୍କ…