ଦେଖନ୍ତୁ କିଭଳି କୁମ୍ଭୀର ପାଟିରୁ କୁକୁରକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ
ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସାଧାରଣତଃ ଫ୍ଲୋରିଡାରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାନ୍ତି। ଏପରିକି ଲୋକଙ୍କ ଘର ପଛପଟ, ସୁଇମିଂ ପୁଲ୍ରେ ଚଳପ୍ରଚଳ…