ପାର୍ସଲ ପହଂଚାଇବା ପାଇଁ ଘୋଡ଼ା ଚଢ଼ି ଆସିଲେ ଆମାଜନ ଡେଲିଭରୀ ବଏ, ବେଶ ହୃଦୟସ୍ପର୍ଶୀ ଅଟେ ଏହା ପଛର କାହାଣୀ, ଦେଖନ୍ତୁ…
ଆଜିକାଲି ସଭିଏଁ ଅନଲାଇନ ଅର୍ଡର କରିବା ପସନ୍ଦ କରୁଛନ୍ତି । ଆମେ ତ ଘରେ ବସି ଜିନିଷ ଅର୍ଡର କରିଦେଉ । କିନ୍ତୁ ଥରେ ଚିନ୍ତାକଲେ ଆମ ପାଖରେ ପହଂଚିବା ପାଇଁ ଡେଲିଭରୀ ବଏଙ୍କୁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ…