Browsing Tag

prajukti-latest

ଏଗୁଡ଼ିକ ହେଉଛି ଭାରତରେ ମିଳୁଥିବା ବେଷ୍ଟ ନନ ଚାଇନିଜ ନେକବ୍ୟାଣ୍ଡ

ଭାରତ-ଚୀନ୍ ସୀମା ବିବାଦ ପରଠାରୁ ଲୋକମାନେ ଫେସବୁକ୍ ଏବଂ ଟ୍ୱିଟର ଭଳି ପ୍ଲାଟଫର୍ମରେ ବଏକଟ୍ ଚାଇନା ଅଭିଯାନ ଚଳାଉଛନ୍ତି। ମେଡ୍ ଇନ୍ ଇଣ୍ଡିଆ ଯୋଜନାକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ଏହା ବ୍ୟତୀତ, ବର୍ତ୍ତମାନ ଲୋକମାନେ ଚାଇନାର ମୋବାଇଲ୍ ଠାରୁ ଇୟରଫୋନ୍ ପର୍ଯ୍ୟନ୍ତ ସବୁକିଛି ବଏକଟ୍…

ଦେଶରେ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବେ ରୋବର୍ଟ: ମାସ୍କ ପିନ୍ଧୁନଥିବା ଲୋକଙ୍କୁ କରିପାରିବେ ଚିହ୍ନଟ

ଦେଶରେ ଚାଲିଥିବା କରୋନା ସଂକଟ ମଧ୍ୟରେ ରାଜସ୍ଥାନରୁ ଏକ ଭଲ ଖବର ଆସିଛି । ଜୟପୁର ସ୍ଥିତ କମ୍ପାନୀ କ୍ଲବ ଫର୍ଷ୍ଟ ପକ୍ଷରୁ ଏଭଳି ରୋବର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ଏହି ସମୟରେ ଅନେକ ମାତ୍ରାରେ ସାହାଯ୍ୟକାରୀ ହୋଇପାରିବେ । ଏହି ରୋବର୍ଟଗୁଡ଼ିକ ନା କେବଳ ଥର୍ମାଲ ସ୍କ୍ରିନିଙ୍ଗ…

ସରକାରଙ୍କ ଚେତାବନୀ ସତ୍ୱେ ଭାରତରେ ସର୍ବାଧିକ ଡାଉନଲୋଡ଼ ହୋଉଛି ଜୁମ ଆପ୍‌

ଚଳିତ ଲକଡାଉନ ସମୟରେ ଜୁମ ଆପ୍ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍‌ରେ ପରିଣତ ହୋଇଛି । ଦୁନିଆର ପ୍ରାୟତଃ ଦେଶର ସ୍କୁଲଗୁଡ଼ିକରେ କ୍ଲାସ ଜୁମ ଆପ ମାଧ୍ୟମରେ ହିଁ ଚାଲୁ ରହିଛି । କିନ୍ତୁ ଭାରତ ଜୁମ ଆପ୍‌ର ସବୁଠାରୁ ବଡ଼ ବଜାରରେ ପରିଣତ ହୋଇଛି । ଜୁମ୍ ଭିଡିଓ କଲିଙ୍ଗ ଆପ୍‌କୁ ଭାରତରେ…

କଲିକତାରେ ଜୁମ ଆପରେ ହୋଇଛି ଡାଟା ଚୋରୀ, ବଦଳରେ ବିଟକଏନର ଡିମାଂଡ କରିଛନ୍ତି ହ୍ୟାକର

ଜୁମ ଭିଡିଓ କଲିଙ୍ଗ ଆପ ଜରିଆରେ ଘରେ ରହି କାମ କରୁଥିବା ଲୋକଙ୍କର ଡାଟା ଚୋରି ହେବାର ଆଶଙ୍କା ସମ୍ପର୍କରେ କେନ୍ଦୀୟ ଗୃହ ମନ୍ତ୍ରଣାଳୟର ଚେତାବନୀ ସତ ସାବ୍ୟସ୍ତ ହୋଇଛି । କଲିକତାରେ ଏଭଳି ଏକ ଘଟଣା ନଜରକୁ ଆସିିଛି । ଘଟଣା ଅନୁଯାୟୀ କଲିକତାର ଦୁଇଜଣ ଲୋକଙ୍କର ଡାଟା ଚୋରି କରିବା ପରେ…

କର୍ମଚାରୀଙ୍କ ଲ୍ୟାପଟପରେ ଜୁମ ଆପର ବ୍ୟବହାରକୁ ବ୍ୟାନ କରିଛି ଗୁଗଲ

ଗୁଗଲ ପକ୍ଷରୁ ଲୋକପ୍ରିୟ ଭିଡିଓ କନଫ୍ରେନ୍ସିଙ୍ଗ ଆପ୍ ଜୁମ(ତକ୍ଟକ୍ଟଜ୍ଞ)କୁ ବ୍ୟାନ କରିଦିଆଯାଇଛି । କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ନିଜ ଲ୍ୟାପ୍‌ଟପ୍‌ରେ ଜୁମ ଆପ୍‌ର ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ସପ୍ତ।।ହରେ ହିଁ ଏକ ଇମେଲ ଜରିଆରେ ଗୁଗଲ୍ ନିଜର…

ଭାରତରେ ଓପୋ ଏଫ୧୫ର ଶୁଭାରମ୍ଭ

ଭୁବନେଶ୍ୱର : ପ୍ରମୁଖ ଗ୍ଲୋବାଲ ସ୍ମାର୍ଟଫୋନ୍ ବ୍ରାଣ୍ଡ ଓପୋ ପକ୍ଷରୁ ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍ ଏଫ୍‌୧୫ର ଶୁଭାରମ୍ଭ କରାଯାଇଛି । ଓପୋର ଲୋକପ୍ରିୟ ଏଫ୍ ସିରିଜ୍‌ର ଏହି ନୂତନ ସ୍ମାର୍ଟଫୋନ୍ ଏଫ୍‌୧୫ ମାତ୍ର ୭.୯ ଏମ୍‌ଏମ୍ ପତଳା ଓ ୧୭୨ ଗ୍ରାମ ଓଜନ ସହ ଏକ ଷ୍ଟାଇଲିସ୍ ଡିଜାଇନ୍‌ରେ…

ସାମସଙ୍ଗ ପକ୍ଷରୁ ୪୦ଟି ନୂତନ ଏୟାର କଣ୍ଡିସନରର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ସର୍ବବୃହତ ଓ ସବୁଠାରୁ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍ଟ୍ରାନିକ ଏବଂ ମୋବାଇଲ ଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଏହାର ନୂତନ ଶ୍ରେଣୀର ଏୟାର କଣ୍ଡିସନର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ରହିଛି ୱାଇ-ଫାଇ କ୍ଷମତା ସହିତ ୱିଣ୍ଡ ଫ୍ରି ଏସି ୨.୦, ହ୍ୟୁମାନ ଡିଟେକ୍ସନ ଓ ଗ୍ରୀନ…

ଭାରତରେ ଲଂଚ୍ ହେଲା ଭିଭୋ ଏସ୍୧ ପ୍ରୋ’

ଭିଭୋ ଏସ୍୧ ପ୍ରୋ ସ୍ମାର୍ଟଫୋନକୁ ଭାରତରେ ଲଂଚ୍ କରାଯାଇଛି । ଭିଭୋର ଏହି ନୂତନ ସ୍ମାର୍ଟଫୋନର ପଛରେ ଡାଇମଣ୍ଡ ସେପ୍ର ରିୟର କ୍ୟାମେରା ସେଟଅପ୍ ରହିଛି । ଏହି ଫୋନ୍ କମ୍ପାନୀର ଏସ୍ ସିରିଜର ଅଂଶ ହୋଇଥିବା ବେଳେ ଏହା ଭିଭୋ ଇଣ୍ଡିଆ ଅନଲାଇନ୍ ଷ୍ଟୋର୍, ଆମାଜନ୍ ଓ ଫ୍ଲିପ୍କାର୍ଟ ସମେତ ଉଭୟ…

ଅନଲାଇନ ଠକେଇରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ଡ଼ିଜିଟାଲ ପେମେଣ୍ଟ ବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଟଙ୍କା ନେଣଦେଣ, ସମସ୍ତ ବିଲ୍ ପୈଠ, ମୋବାଇଲ/ଡ଼ିଟିଏଚ୍ ରିଚାର୍ଜ ଇତ୍ୟାଦି ପାଇଁ ନଗଦ ଟଙ୍କା ଉପରେ ନିର୍ଭର କରିବା ଇତ୍ୟାଦି କମି କମି ଯାଉଛି । ଏହା ଯେତିକି ମାତ୍ରାରେ ମଣିଷ ଜୀବନକୁ ସହଜ କରିଦେଇଛି ସେତିକି ମାତ୍ରାରେ…

ସାମସଙ୍ଗ ପକ୍ଷରୁ ଏହାର ନୂତନ ରେଫ୍ରିଜରେଟରର ଶୁଭାରମ୍ଭ

ଭୁବନେଶ୍ୱର : ସାମସଙ୍ଗ ଭାରତର ସର୍ବବୃହତ୍ତ ଓ ସବୁଠାରୁ ବିଶ୍ୱସନୀୟ ଗ୍ରାହକ ଇଲେକଟ୍ରୋନିକ୍ସ ବ୍ରାଣ୍ଡ ପକ୍ଷରୁ ଆଜି ୨୦୨୦ ଷ୍ଟାର ରେଟିଂ ଭିତ୍ତିରେ ଭାରତର ପ୍ରଥମ ଫାଇଭ ଷ୍ଟାର ଡାଇରେକ୍ଟ କୁଲ୍ ସିଙ୍ଗିଲ୍ ଡୋର ରେଫ୍ରିଜରେଟରର ଲାଇନ ଅପର ଶୁଭାରମ୍ଭ କରାଯାଇଛି । ଏହି ନୂତନ ରେଫ୍ରିଜରେଟର…