Browsing Tag

manoranjan-latest

ନିକିଙ୍କ ପୂର୍ବରୁ ଏହି ୫ ଜଣ ଅଭିନେତାଙ୍କ ସହ ଲିଭ-ଇନ ସମ୍ପର୍କରେ ଥିଲେ ପ୍ରିୟଙ୍କା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ତାଙ୍କର ୩୫ତମ ଜନ୍ମ ଦିନ ପାଳନ କରୁଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଆମେରିକାର ଗାୟକ ନିକି ଜୋନସ ସହ ଗଢି ଉଠିଥିବା ସମ୍ପର୍କ ଉପରେ ଯଦି ଚର୍ଚ୍ଚା କରିବା ତେବେ ପ୍ରିୟଙ୍କା ୩୫ ବର୍ଷରେ ପାଦ ଥାପି ଥିବାବେଳେ ନିକିଙ୍କୁ ବର୍ତ୍ତମାନ ୨୫…

ଆୟରେ ବଲିଉଡ ଷ୍ଟାରଙ୍କୁ ଟପିଲେ ଟଲିଉଡ ଷ୍ଟାର

ବର୍ତ୍ତମାନ ଦର୍ଶକମାନେ ବଲିଉଡ ଅପେକ୍ଷା ଟଲିଉଡ ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ବଲିଉଡରେ ସାଉଥ ଫିଲ୍ମର ରିମେକ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ସାଉଥ ଫିଲ୍ମର ପ୍ରଭାବ ବଲିଉଡରେ ଆଂଶିକ ଭାବରେ ପଡୁଥିବାବେଳେ ବର୍ତ୍ତମାନ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ତେବେ…

ବିବାହ ପରେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡରେ ଅନେକ ଅଭିନେତ୍ରୀ ଆସିଛନ୍ତି ଏବଂ ଚାଲିଯାଇଛନ୍ତି ମଧ୍ୟ ଏମାନଙ୍କ ମଧ୍ୟରୁ କେତେକଙ୍କର କ୍ୟାରିୟର ହିଟ ରହିଥିବାବେଳେ ଫ୍ଲପ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରୁ ଏପରି ଏମିତି ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ହିଟ ଅଭିନେତ୍ରୀ ହୋଇଥିବା ସତ୍ତେ୍ୱ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି । ତେବେ…

ଦାମୀ ଷ୍ଟାରଙ୍କର ଦାମୀ ଗାଡିର ସଉକ

ଦାମୀ ଦାମୀ ଗାଡି ଚଢିବା କାହାକୁ ବା ପସନ୍ଦ ନଥାଏ । ପ୍ରତ୍ୟେକ ବ୍ୟକ୍ତି ତା ଜୀବନରେ ପ୍ରଥମ କରି ଶୁଭାରମ୍ଭ ହୋଇଥିବା ସମସ୍ତ ଜିନିଷକୁ ଆଗେ ଆପଣାଇବାକୁ ଚାହୁଁଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ସମ୍ଭବପର ହୋଇନଥାଏ । ତେବେ ଯଦି ଆମେ ବଲିଉଡ ଷ୍ଟାରମାନଙ୍କର କଥା କହିବା ତେବେ ଦୁନିଆର…

ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି ‘ହାଉସଫୁଲ ୪’ର ସୁଟିଙ୍ଗ

ବଲିଉଡରେ ହାଉସଫୁଲର ୩ଟି ଫିଲ୍ମର ସଫଳତା ପରେ ବର୍ତ୍ତମାନ ହାଉସଫୁଲ-୪ର ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । କମେଡି ଏବଂ ପାରିବାରିକ ଡ୍ରାମାରେ ଭରପୁର ହାଉସଫୁଲର ଫ୍ରାନଚାଇଜ ଗୁଡିକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏହାର ଚତୁର୍ଥ ସିକ୍ୱେଲ ହାଉସଫୁଲ ୪ ଆଗାମୀ ବର୍ଷ ତଥା ୨୦୧୯…

ରା-ୱାନର ସିକ୍ୱେଲ ଯୋଜନାରେ ଶାହାରୁଖ ଖାନ

୨୦୧୧ ମସିହାରେ ଫିଲ୍ମ ରା-ୱାନ ଜରିଆରେ ବଲିଉଡ ନିଜର ସୁପର ହିରୋ ଜି-ୱାନ ପାଇଥିଲା । କିନ୍ତୁ କିଛି ଦିନ ଧରି ଶାହାରୁଖ ଖାନ ଏବଂ ଅନୁଭବ ସିହ୍ନା ରା ୱାନର ସିକ୍ୱେଲର ଯୋଜନା କରୁଛନ୍ତି ବୋଲି ଖବର ଆସୁଛି ଯେବେକି ସମ୍ପର୍କରେ କିଛି ସଠିକ ଭାବେ ଫାଇନାଲ ହୋଇନାହିଁ । ଏହି ସମ୍ପର୍କରେ…

ଘୋଷଣା ହେଲା ଫିଲ୍ମ ‘୨.୦’ର ରିଲିଜ ତାରିଖ

ବଲିଉଡର ଅଭିନେତା ଅକ୍ଷୟ କୁମାର ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ ‘୨.୦’ର ରିଲିଜ ତାରିଖକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଫିଲ୍ମର ରିଲିଜ ତାରିକକୁ ମଧ୍ୟ ଅନେକଥର ଘୁଞ୍ଚାଇ ଦିଆଯାଇଛି । ବିଗତ ଦିନମାନଙ୍କରେ ଏହା ଚର୍ଚ୍ଚା ଚାଲିଥିଲା ଯେ, ଫିଲ୍ମର…

ସଞ୍ଜୁ ପରେ ଦର୍ଶକ ଦେଖିବେ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ

ବଲିଉଡରେ ବାୟୋପିକ ଫିଲ୍ମର ଟ୍ରେଣ୍ଡ ଚାଲିଥିବା ବେଳେ ଲିଜେଣ୍ଡରୀ ଅଭିନେତ୍ରୀ ମଧୁବାଲାଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ମଧୁବାଲାଙ୍କ ସାନ ଭଉଣୀ ମଧୁର ବ୍ରିଜ ଭୂଷଣ ଏହି ବାୟୋପିକ ଉପରେ ଫିଲ୍ମ ପ୍ରସ୍ତୁତିର ଘୋଷଣା କରିଛନ୍ତି । ଏହି…

ପାଣି ତଳେ ଷ୍ଟଣ୍ଟ ଦେବାରେ ନଜର ଆସିବେ କିଙ୍ଗ ଖାନ

ଆଗକୁ ଆସିବାକୁ ଯାଉଛି କିଙ୍ଗ ଖାନ୍ଙ୍କ ଆଗାମୀ ଫିଲ୍ମ “ଜିରୋ” । ଏହି ଫିଲ୍ମରେ କିଙ୍ଗ ଖାନ ଶାହାରୁଖ ପାଣି ଭିତରେ ଏକ ଦୃଶ୍ୟର ସୁଟିଂ କରିଛନ୍ତି । ଏବେ ସମସ୍ତଙ୍କର ନଜର ତାହା ଉପରେ ରହିଛି । ପ୍ରଥମ ଥର ଏହି ଫିଲ୍ମରେ ଶାହାରୁଖ ଜଣେ ଗେଡା ଲୋକର ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଏହି…

କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବିର ସିଂହ

ରଣବିର ସିଂହ ଫ୍ୟାନଙ୍କ ପାଇଁ ବର୍ତ୍ତମାନ ଖୁସିର ଖବର । ସେ ଆଗୀମ ଦିନମାନଙ୍କରେ ଅନେକ ଗୁଡିଏ ହିଟ ଫିଲ୍ମକୁ ନେଇ ବଲିଉଡରେ ଧମାଲ ମଚେଇବାକୁ ଯାଉଛନ୍ତି । ରଣବିର ବର୍ତ୍ତମାନ ରୋହିତ ସେଟ୍ଟୀଙ୍କ ସହ “ଶିମ୍ବା” ଫିଲ୍ମର ସୁଟିଙ୍ଗରେ ବ୍ୟସ୍ତ ରହିଥିବା ବେଳେ ଅନ୍ୟ ପକ୍ଷରେ ସେ ଜୋୟା ଅଖତରଙ୍କର…