ଆୟରେ ବଲିଉଡ ଷ୍ଟାରଙ୍କୁ ଟପିଲେ ଟଲିଉଡ ଷ୍ଟାର

Share It

ବର୍ତ୍ତମାନ ଦର୍ଶକମାନେ ବଲିଉଡ ଅପେକ୍ଷା ଟଲିଉଡ ଫିଲ୍ମ ଦେଖିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ବଲିଉଡରେ ସାଉଥ ଫିଲ୍ମର ରିମେକ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ସାଉଥ ଫିଲ୍ମର ପ୍ରଭାବ ବଲିଉଡରେ ଆଂଶିକ ଭାବରେ ପଡୁଥିବାବେଳେ ବର୍ତ୍ତମାନ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ତେବେ ଆସନ୍ତୁ ଜାଣିବା ସାଉଥ ଫିଲ୍ମର କେତେକ ସୁପରଷ୍ଟାରଙ୍କ ବିଷୟରେ ଯାହାଙ୍କର ଆୟ ବଲିଉଡ ଷ୍ଟାରଙ୍କ ଠାରୁ ମଧ୍ୟ ଅଧିକ ।

ଅଭିନେତା – ରାମଚରଣ ତେଜା
ଚଳଚିତ୍ର – ତେଲୁଗୁ
ଆୟ- ୧୨ କୋଟି
ଆଗାମୀ ଫିଲ୍ମ – ସାଇ ରା ନରସିଂମା ରେଡ୍ଡୀ

ଅଭିନେତା – ବିକ୍ରମ
ଚଳଚିତ୍ର – ତାମିଲି
ଆୟ- ୧୨ ରୁ ୧୫ କୋଟି
ଆଗାମୀ ଫିଲ୍ମ – ସାମୀ ସ୍ୱୁଏର

ଅଭିନେତା- ମହେଶ ବାବୁ
ଚଳଚିତ୍ର- ତେଲୁଗୁ
ଆୟ- ୧୬ କୋଟି
ଆଗାମୀ ଫିଲ୍ମ – ସମ୍ରାଟ

ଅଭିନେତା- ସୁର୍ୟା
ଚଳଚିତ୍ର- ତାମିଲି
ଆୟ- ୧୭ କୋଟି
ଆଗାମୀ ଫିଲ୍ମ – ଏନଜିକେ

ଅଭିନେତା – ପୱନ କଲ୍ୟାଣ
ଚଳଚିତ୍ର – ତେଲୁଗୁ
ଆୟ – ୧୮ କୋଟି
ଆଗାମୀ ଫିଲ୍ମ- ଅଙ୍ଗାତବାସୀ

ଅଭିନେତା – ପ୍ରଭାସ
ଚଳଚିତ୍ର – ତେଲୁଗୁ
ଆୟ –୨୦ କୋଟି
ଆଗାମୀ ଫିଲ୍ମ- ଶାହୋ

ଅଭିନେତା – ଅଜିତ
ଚଳଚିତ୍ର – ତାମିଲ
ଆୟ – ୨୦ରୁ ୨୫ କୋଟି
ଆଗାମୀ ଫିଲ୍ମ- ବିଶ୍ୱାସମ

ଅଭିନେତା – ବିଜୟ
ଚଳଚିତ୍ର – ତାମିଲ
ଆୟ – ୩୦ କୋଟି
ଆଗାମୀ ଫିଲ୍ମ- ସରକାର

ଅଭିନେତା – କମଲ ହାସନ
ଚଳଚିତ୍ର – ତାମିଲ
ଆୟ –୨୦ ରୁ ୩୦ କୋଟି

ଅଭିନେତା – ରଜନୀକାନ୍ତ
ଚଳଚିତ୍ର – ତାମିଲ
ଆୟ – ୪୦ ରୁ ୬୦ କୋଟି
ଆଗାମୀ ଫିଲ୍ମ- ୨.୦, କାଞ୍ଚନ ୩


Share It

Comments are closed.