‘ବେଶ୍ୟା’ କହି ଜରିନଙ୍କୁ ଗାଳିଦେଲେ ତାଙ୍କ ମ୍ୟାନେଜର, ମାମଲା ରୁଜୁ
ବଲିଉଡ ଅଭିନେତ୍ରୀ ଜରିନ ଖାନ ନିଜର ଷ୍ଟାଇଲ ଏବଂ ବୋଲ୍ଡ ଅନ୍ଦାଜକୁ ନେଇ ଖୁବ ଚର୍ଚ୍ଚାରେ ରହିଥିବାବେଳେ ବର୍ତ୍ତମାନ ଏକ ବିବାଦକୁ ଟାଣି ହୋଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଭିନେତ୍ରୀ ଜିରନ ନିଜର ପୂର୍ବତ୍ତନ ମ୍ୟାନେଜର ଅଞ୍ଜଳୀ ଆସ୍ଥାଙ୍କ ଉପରେ ଏକ ମାମଲା ରୁଜୁ କରିଛନ୍ତି ।…