କେଶ କାଟିବା ଦ୍ୱାରା କଣ ସତରେ କେଶ ବୃଦ୍ଧି ଭଲ ହୋଇଥାଏ? ଜାଣନ୍ତୁ ଏଥିରେ କେତେ ସତ୍ୟତା ରହିଛି
ପିଲାଦିନରେ ଏହା ତୁମେ ନିଶ୍ଚୟ ଶୁଣିଥିବେ ଯେ ତୁମର କେଶ ବାରମ୍ବାର କାଟିବା ଦ୍ବାରା କେଶ ଭଲ ଭାବରେ ବଢିଥାଏ| କେଶ କାଟିବା ପରେ ନୂଆ କେଶ ଭଲ ବଢିବ ବୋଲି କହି ବାରମ୍ବାର କେଶ କାଟିବାକୁ ମଧ୍ୟ ପଡେ| ଏହିପରି କିଛି ପ୍ରକୃତରେ ଘଟେ କି? କେଶ କାଟିବା ଦ୍ୱାରା କଣ ସତରେ କେଶ ବୃଦ୍ଧି ଭଲ ହୋଇଯାଏ |…