Browsing Tag

latest

ସିଏଏ ଏବଂ ଏନଆରସି ପରେ ବର୍ତ୍ତମାନ ଦେଶରେ ଏନପିଆର ଲାଗୁ କରାଇବା ପାଇଁ ଚାହୁଁଛନ୍ତି ମୋଦି ସରକାର

ରାଷ୍ଟ୍ରିୟ ନାଗରିକ ରେଜିଷ୍ଟର (ଏନଆରସି) ଏବଂ ନାଗରିକତା ସଂଶୋଧନ ଆଇନ(ସିଏଏ) ପରେ ବର୍ତ୍ତମାନ ମୋଦି ସରକାର ଦେଶରେ ଏନପିଆର ଲାଗୁ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କିଛି ଦିନ ପୂର୍ବରୁ ଦେଶର ରେଜିଷ୍ଟାର ଜେନେରାଲ ଏବଂ ଜନଗଣନା ଆୟୁକ୍ତ ବିବେକ ଜୋଶୀ ଏହି ସଂପର୍କରେ ସୂଚନା ଦେଇ…

ପେଟର ଚର୍ବି କମାଇବା ପାଇଁ ପିଅନ୍ତୁ ଏହି ତିନୋଟି ଜୁସ୍

ଆଜିର ଆଧୁନିକ ଯୁଗରେ କିଏ ବା ଫିଟ ଦେଖାଯିବାକୁ ନ ଚାହେଁ । କିନ୍ତୁ ଅନିୟମିତ ଜୀବନଶ÷ଳୀ ଯୋଗୁଁ ଏହା ସମ୍ଭଭ ହୋଇନଥାଏ । ଏହା ମଧ୍ୟରୁ ଗୋଟିଏ ସାଧାରଣ ସମସ୍ୟା ହେଉଛି ପେଟର ମୋଟାପଣ । ପେଟର ଚର୍ବି କମାଇବା ପାଇଁ ଲୋକେ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି । ଓଜନ କମାଇବା ପାଇଁ ଲୋକେ ବ୍ୟାୟାମ…

ଝାଡଖଣ୍ଡରେ ବିଜେପିକୁ ଲାଗିପାରେ ଶକ୍ତ ଝଟକା !

ଝାଡଖଣ୍ଡରେ ୮୧ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ସାରିଛି । ତେବେ ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିବାବେଳେ ମୋଟ ଉପରେ ୭୦ % ଭୋଟ ଗ୍ରହଣ ହୋଇଥିବା ଜଣା ପଡିଛି । ତେବେ ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲରେ ଝୁଲ୍ଲା ବିଧାନସଭା ହେବ ବୋଲି…

ଗୋଟିଏ ଦିନ ପରେ ବାରବାଟୀ ଲଢେଇ ଏବଂ କ’ଣ ରହିଛି ଷ୍ଟାଡିୟମର ଇତିହାସ, ଜାଣନ୍ତୁ

ଆଉ ଗୋଟିଏ ଦିନ ପରେ ବାରବାଟୀରେ ଖେଳାଯିବ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ ହାଇଭୋଲଟେଜ ମ୍ୟାଚ । ଏଥିପାଇଁ ଚୂଡାନ୍ତ ପ୍ରସ୍ତୁତି ସରିଯାଇଥିବାବେଳେ ଅନ୍ୟପଟେ ଏହା ଭାରତ ପାଇଁ ଲକି ଷ୍ଟାଡିୟମ ବୋଲି ସମସ୍ତଙ୍କୁ ଜଣା । ଏଠାରେ ଭାରତ ୧୮ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୧୨ଟିରେ ଦଳ…

ସିଏଏ ଏବଂ ଏନଆରସିକୁ ନେଇ ବ୍ୟାପୁଛି ହିଂସାକାଣ୍ଡ, ୧୩ ମୃତ, ଶତାଧିକ ଆହତ

ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ନ୍ୟାସନାଲ ରେଜିଷ୍ଟର ଫର ସିଟିଜେନସିଫକୁ ନେଇ ଉତ୍ତର ପ୍ରଦେଶରେ ଦିନକୁ ଦିନ ହିଂସା ବ୍ୟାପିବାରେ ଲାଗୁଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ସମେତ ଦେଶର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭକାରୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ…

ନମ୍ବର ୱାନ ସିଡେଡ୍ ତାରା ଶାହଙ୍କର ଜବରଦସ୍ତ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ

ଏସିଆ ଜୁନିୟର ୧୫ ବର୍ଷରୁ କମ୍ ବାଳିବା ରନରଅପ୍ ତାରା ଶାହ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଠାରେ ଚାଲିଥିବା ୟୋନେକ୍ସ-ସନ୍ରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ୨୦୧୯ର ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଖେଳାଳୀ ହୋଇଛନ୍ତି । ଆଜିର ପ୍ରଥମ ୧୫…

ହସ୍ପିଟାଲ ପହଞ୍ଚି ଅସୁସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ‘ରଣେନ୍ଦ୍ର ପ୍ରତାପ ସ୍ୱାଇଁ’

ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲୋକାଭିମୁଖୀ ୫ଟି କାର୍ଯ୍ୟକ୍ରମ ଆଧାରରେ ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ମେଡିକାଲରେ ଅନ୍ଧାରିବୀଜେ କରିଛନ୍ତି । ମିଳିଥିବା ସୂଚନା ମୁତାବକ ନିକଟ କିଛି ଦିନ ତଳେ ଖୁଣ୍ଟୁଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦ରୁ…

ନିଜ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଆହ୍ୱାନ ଦେଲେ ଇସ୍ରୋର ପୂର୍ବତ୍ତନ ଅଧ୍ୟକ୍ଷ ଏ.ଏସ.କିରନ କୁମାର

ସୋଆ(ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ)ଠାରେ ଏସିକନ୍ (ଦି ଆସୋସିଏସନ ଅଫ ସର୍ଜନ୍‌ସ ଅଫ ଇଣ୍ଡିଆ)ର ୭୯ତମ ସଂସ୍କରଣ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ, ପଦ୍ମଶ୍ରୀ ଏ.ଏସ୍‌. କିରନ୍ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ…

ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ

ଦେଶକୁ ଏହାର ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟରେ ସହଯୋଗ କରିବା ପ୍ରତିଶ୍ରୁତିର ଅଂଶ ସ୍ୱରୁପ ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ ହୋଇଯାଇଛି । ଏହି ଦିନିକିଆ ସମ୍ମଳିନୀ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଜାତୀୟ କାର୍ଯ୍ୟକ୍ରମର…

ଜଣେ ଗୁପଚୁପ ବିକାଳିରୁ କ୍ରିକେଟର ପର୍ଯ୍ୟନ୍ତ କିପରି ଥିଲା ଜୟସ୍ୱାଲଙ୍କ ଯାତ୍ରା, ଜାଣନ୍ତୁ

ମୁମ୍ବାଇର ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ରାଜସ୍ଥାନ ୨.୪୦ କୋଟିରେ କିଣିଛି । ତାଙ୍କର ବେସ ପ୍ରାଇସ ୮୦ ଲକ୍ଷ ଥିବାବେଳେ କିଙ୍ଗସ ଇଲେଭନ ପଞ୍ଜାବ ଏହି ବ୍ୟାଟ୍ସମ୍ୟାନଙ୍କ ପାଇଁ ୮୦ ଟଙ୍କା ଏବଂ କୋଲକତା ନାଇଟ ରାଇଡର୍ସ ୧.୯ କୋଟି ଟଙ୍କାର ନିଲାମ ଡାକିଥିଲା । ତେବେ ଯେତେବେଳେ ରାଜସ୍ଥାନ…