Browsing Tag

latest

ଦୁନିଆର ଦ୍ରୁତତମ ‘ମାନବ କାଲକୁଲେଟର’ ର ମାନ୍ୟତା ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ନୀଳକାନ୍ତ ଭାନୁ

ହାଇଦ୍ରାବାଦର ନୀଳକାନ୍ତ ଭାନୁ ସବୁବେଳେ ସଂଖ୍ୟା ବିଷୟରେ ଚିନ୍ତା କରନ୍ତି ଏବଂ ବର୍ତ୍ତମାନ ସେ ଦୁନିଆର ଦ୍ରୁତ ମାନବ କାଲକୁଲେଟର ଅଟନ୍ତି | ମାତ୍ର ୨୦ ବର୍ଷ ବୟସରେ ସେ ମେଂଟାଲ କାଲକୁଲେସନ ବିଶ୍ୱ ଚାମ୍ପିଅନସିପରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଜିତାଇଛନ୍ତି । ଭାନୁ କହିଛନ୍ତି ଯେ ଗଣିତ…

ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ରହିଥିବା ଉସେନ୍ ବୋଲ୍ଟ କରୋନା ସଂକ୍ରମିତ, ଫରାଟା କିଙ୍ଗଙ୍କ ଜନ୍ମଦିନ ପାର୍ଟିରେ ଏହି…

ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ପୂର୍ବତନ ଫେରେଟା ରନର୍ ଉସେନ୍ ବୋଲ୍ଟ କରୋନା ପଜିଟିଭ୍ ବୋଲି ଜଣାପଡିଛି | ଗତ ସପ୍ତାହରେ ୩୪ ତମ ଜନ୍ମଦିନରେ ମାସ୍କ ବିନା ଜୋରଶୋରରେ ପାର୍ଟି କରୁଥିବା ବୋଲ୍ଟ ନିଜ ଘରେ କ୍ବାରେଂଟାଇନରେ ଅଛନ୍ତି। ଜାମାଇକା ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଖବରର ସୂଚନା ଦେଇଛନ୍ତି ।…

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୯୭୫ ନୂତନ ପଜିଟିଭ ମାମଲା ଚିହ୍ନଟ, ୭୫ ପ୍ରତିଶତରୁ ଅଧିକ ରହିଛି ରୋଗୀ ସୁସ୍ଥ ହାର

ଭାରତରେ କୋଭିଡ -୧୮ ମାମଲା ୩୧ ଲକ୍ଷ ଅତିକ୍ରମ କରିଛି। ମଙ୍ଗଳବାର ଦିନ ଦେଶରେ ୬୦,୯୭୫ ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତୁ । କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ସୁସ୍ଥ ହୋଇଥିବୀ ଲୋକଙ୍କ ସଂଖ୍ୟା ୨.୪ ମିଲିୟନ ଅତିକ୍ରମ କରିଛି ଏବଂ ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର…

ମୃତ୍ୟୁପରେ ମଧ୍ୟ କିଭଳି ଆକ୍ଟିଭ ଥିଲା ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟାନଙ୍କ ଫୋନ

ଗୋଟିଏ ପଟେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କ୍ରମାଗତ ଭାବେ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିଛି। ଅନ୍ୟପଟରେ ପ୍ରତିଦିନ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି ଏହି କଥିତ ଆତ୍ମହତ୍ୟାକୁ ଏକ ସୁରଚିତ ଷଡ଼ଯନ୍ତ୍ର ବୋଲି ଇଙ୍ଗିତ କରୁଛି । ପୁଣି ଅବେ ଦିଶା…

କଣ ଆପଣ ଭାରତରେ ମିଳୁଥିବା ଏହି ପରିବା ବିଷୟରେ ଜାଣନ୍ତି, ଯାହାର କିଲୋଗ୍ରାମ ପିଛା ମୂଲ୍ୟ ୧୨୦୦ଟଙ୍କା

ଏହା ବୋଧହୁଏ ଦେଶର ସବୁଠାରୁ ମହଙ୍ଗା ପରିବା | ଏହା କେବଳ ଶ୍ରାବଣ ମାସରେ ବିକ୍ରି ହୁଏ, ଯାହାକି ଦେଶର ଦୁଇଟି ରାଜ୍ୟ ଯଥା ଝଡଖଣ୍ଡ ଏବଂ ଛତିଶଗଡରେ ମିଳିଥାଏ। ଏହାର ନାମ ଉଭୟ ସ୍ଥାନରେ ଭିନ୍ନ ଅଟେ | ଏହି ପନିପରିବାର ନାମ ହେଉଛି ଖୁକଡି | ଏହାର ଦର କିଲୋଗ୍ରାମ ପାଇଁ ୧୨୦୦ ଟଙ୍କା | କିନ୍ତୁ…

ଟ୍ରମ୍ପଙ୍କ ଭିଡିଓ ଅଭିଯାନରେ ପିଏମ ମୋଦୀ, ଭାରତୀୟ ଆମେରିକୀୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତୀବ୍ର ହୋଇଛି ଏବଂ ସମସ୍ତ ଆଖି ଏବେ ଭାରତୀୟ ଆମେରିକୀୟ ଭୋଟରଙ୍କ ଉପରେ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ପ୍ରଥମ କମର୍ସିଆଲ ଭିଡିଓ ପ୍ରକାଶ କରିଛନ୍ତି, ଯେଉଁଥିରେ କ୍ୟାପସନ୍ ଦିଆଯାଇଛି '4 ମୋର ଇୟର୍ସ'। ଏହି ଭିଡିଓ ଅଭିଯାନରେ ହାଉଡି…

ଅରୁଣ ଜେଟଲୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ: ନିଜ ବନ୍ଧୁ ବହୁତ ମନେ ପଡ଼ନ୍ତି ବୋଲି ଟ୍ୱିଟ କରିଛନ୍ତି ମୋଦୀ

ଆଜି ବିଜେପି ଭେଟେରାନ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଏହି ଦିନ ସେ ବିଶ୍ୱକୁ ବିଦାୟ ଦେଇଥିଲେ। ଜେଟଲୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ବିଜେପି ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ…

୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୬୧,୪୦୮ ନୂତନ କରୋନା ପଜିଟିଭ ଚିହ୍ନଟ, ମୋଟ ସଂକ୍ରମଣ ୩୧ ଲକ୍ଷ ପାର

ଦେଶରେ କରୋନାର ଗତି ପୁଣି ବେଗ ଧରିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୧,୪୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧,୦୬,୩୪୮…

ବିବାଦ ପରେ ଇନଷ୍ଟାଗ୍ରାମ ଛାଡିଲେ ସୁରଜ ପାଂଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ଅନେକ ବଲିଉଡ ତାରକା ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏଥିରେ ଅଭିନେତା ସୁରଜ ପାଂଚୋଲିଙ୍କ ନାମ ମଧ୍ୟ ସାମିଲ ରହିଥି। ଖବର ଆସିଥିଲା ​​ଯେ ସୁରଜ ଏବଂ ଦିଶାଙ୍କର ଭଲ ବନ୍ଧୁତା ଥିଲା, ଯେଉଁ କାରଣରୁ ସେମାନଙ୍କ ନାମ ଏହି ବିବାଦ…

ସୁଶାନ୍ତ ସିଂ ରାଜପୁତଙ୍କ ଶରୀରରେ ଦେଖାଗଲା ଲିଗେଚର ମାର୍କ, ଅଟୋପ୍ସି ରିପୋର୍ଟକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନ

ସୁଶାନ୍ତ ସିଂ ରାଜପୁତଙ୍କ କଥିତ ଆତ୍ମହତ୍ୟା ମାମଲାର ଯାଂଚ କରିବା ପାଇଁ ସିବିଆଇ ଟିମ ମୁମ୍ବାଇରେ ପହଂଚିଯାଇଛି । ଶୁକ୍ରବାରଦିନ ସିବିଆଇ ଏହି କେସ ସହ ଜଡ଼ିତ ଅନେକ ଲୋକଙ୍କ ସହ ପଚରାଉଚରା କରିଥିଲା । ଏହା ମଧ୍ୟରେ ସୁଶାନ୍ତ ସିଂଙ୍କ ଅଟୋପ୍ସି ରିପୋର୍ଟ ସାମ୍ନାକୁ ଆସିଛି , ଯାହାକୁ ଦେଇ ଅନେକ…