ରୀୟାଙ୍କ ନ୍ୟାୟିକ ହେପାଜତର ଆଜି ହେଉଛି ଶେଷଦିନ, ୧୪ ଦିନ ଧରି ଜେଲରେ ବନ୍ଦୀ ଥିଲେ ଅଭିନେତ୍ରୀ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଆଜି ରିୟାଙ୍କ ହେପାଜତର ଶେଷ ଦିନ | ଏହି ଅଭିନେତ୍ରୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ରହିଛନ୍ତି। ରିୟା…