ନିଜ ପ୍ରତିଶ୍ରୁତି ରଖିଲେ ସୋନୁ ସୁଦ: ସ୍କୁଲ ଯିବା ପାଇଁ ଆଦିବାସୀ ଝିଅଙ୍କ ପାଇଁ ପଠାଇଲେ ସାଇକେଲ
ଲକଡାଉନ୍ ସମୟରୁ ଲୋକଙ୍କୁ ସାହାଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ଫିଲ୍ମର ପରଦାରେ ହୁଏତ ଆମେ ସଭିଏଁ ତାଙ୍କୁ ଖଳନାୟକ ଭୂମିକାରେ ଦେଖିଥିବା କିନ୍ତୁ ଅସଲ ଜୀବନରେ ସମସ୍ତଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି ସୋନୁ ସୁଦ । ସୋନୁ ସୁଦ ସୋସିଆଲ…