Browsing Tag

latest

ଟିମ ଇଣ୍ଡିଆ ଜର୍ସିରେ ଏବେ ନାଇକ୍ ବଦଳରେ ଦେଖିବାକୁ ମିଳିବ ଏମପିଏଲ

ଫାଂଟାସି ଗେମ ସହିତ ଜଡିତ ମୋବାଇଲ୍ ପ୍ରିମିୟର ଲିଗ୍ (MPL) ସହାୟକ କମ୍ପାନୀ 'ଏମପିଏଲ ସ୍ପୋର୍ଟସ୍ ଏପରେଲ ଆଣ୍ଡ ଆସେସୋରିଜ୍' ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୋଷାକ ପ୍ରଯୋଜକ ଭାବରେ ମନୋନୀତ ହୋଇଛି | କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମଙ୍ଗଳବାର ଏହି ସୂଚନା…

ଦେଶରେ ତଳମୁହାଁ ହେଉଛି କରୋନା ଗ୍ରାଫ: ୨୯,୧୬୪ କୁ ହ୍ରାସ ପାଇଛି କରୋନାର ଦୈନିକ ସଂକ୍ରମଣ

କରୋନା ମାମଲାରେ ଆଜି ପୁଣି ବିରାଟ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଭାରତରେ କରୋନାଭାଇରସ୍ (କୋଭିଡ-୧୯) ର ୨୯,୧୬୩ ନୂତନ ମାମଲା ରେକର୍ଡ କରାଯାଇଛି। ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ଦେଶବ୍ୟାପୀ ବର୍ତ୍ତମାନ କରୋନା ଭାଇରସର ସମୁଦାୟ ୮୮,୭୪,୨୯୦…

ଦିଲ୍ଲୀରେ ସଡ଼କରେ ବିଭିନ୍ନ ସ୍ଥାନରେ ଅଚାନକ ସ୍ଲିପ କରିବାକୁ ଲାଗିଲା ବାଇକ, ସ୍କୁଟି-ଘଟଣା ଦେଖି ଲୋକେ ଅବାକ

ଦେଶରେ ରାଜଧାନୀରେ ବାୟୁରେ ପ୍ରଦୂଷଣର ମାତ୍ରା ଯେ କେତେ, ତାହା ରବିବାର ସନ୍ଧ୍ୟାରେ ବର୍ଷା ସମୟରେ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବର୍ଷା ଆରମ୍ଭ ହେବା ମାତ୍ରେ ଦୁଇ ଚକିଆ ଯାନ ରାସ୍ତାରେ ସ୍ଲିପ କରିବା ଆରମ୍ଭ ହୋଇଗଲୀ | ଅଧିକାଂଶ ଲୋକ ଅନୁଭବ କଲେ ଯେ ବୋଧହୁଏ ବର୍ଷା ସହିତ କୌଣସି ତୈଳାକ୍ତ…

ଚଳିତ ଦୀପାବଳୀରେ ଚାଇନାକୁ ୪୦ ହଜାର କୋଟିର ବଡ଼ ଝଟକା ଦେଲା ଭାରତ

କରୋନା ମହାମାରୀ ମଧ୍ୟରେ, ଏଥର ଦେଶୀ ପର୍ବକୁ ଦେଶୀ ଉତ୍ପାଦ ସହ ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିବର୍ଷ ବଜାରରେ ଘରୋଇ ସାମଗ୍ରୀ ଉପରେ ଭାରି ପଡ଼ୁଥିବା ଚାଇନିଜ୍ ଉତ୍ପାଦଗୁଡ଼ିକ ଏଥର ସାମାନ୍ୟ କାରବାର କରିଥିବା ଦେଖିବାକୁ ମିଳିଛି | ବ୍ୟବସାୟୀ ସଂଗଠନ କ୍ୟାଟ (CAT) ଦାବି କରିଛି…

ଆଠ ମାସ ପରେ ଖୋଲିଲା ଶିରିଡ଼ି, ସିଦ୍ଧିବିନାୟକ ମନ୍ଦିର, ଏବେ ଶ୍ରଦ୍ଧାଳୁ ଆପରେ ମଧ୍ୟ କରିପାରିବେ ଦର୍ଶନ

ମହାରାଷ୍ଟ୍ରରେ ଆଠ ମାସ ଧରି ବନ୍ଦ ହୋଇଯାଇଥିବା ଶିରିଡ଼ି ଏବଂ ସିଦ୍ଧବିନାୟକ ମନ୍ଦିର ସମେତ ସମସ୍ତ ଧାର୍ମିକ ସ୍ଥାନ ସୋମବାରଠାରୁ ପୁଣି ଖୋଲିଛି | ରାଜ୍ୟ ସରକାର ଏହା ଘୋଷଣା କରିଛନ୍ତି। ଧାର୍ମିକ ସ୍ଥାନ ପରିଦର୍ଶନ କରିବା ସମୟରେ ଭକ୍ତମାନଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା…

ଦେଶରେ ହ୍ରାସ ପାଉଛି ସଂକ୍ରମଣ, ଗତ ୨୪ଘଂଟାରେ ୩୦,୫୪୮ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ଗତକିଛି ଦିନ ମଧ୍ୟରେ ସବୁଠାରୁ ବଡ଼ଧରଣର ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଗଚ ୨୪ଘଣ୍ଟାରେ ଦେଶରେ ୩୦,୫୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୪୧,୧୦୦ଜଣ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ…

ପୁଣି କ୍ୱାରେଣ୍ଟାଇନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିବା ପରେ ପୃଥକବାସରେ ରହିଛନ୍ତି । ଏନେଇ ଡାଉନିଂ ଷ୍ଟ୍ରିଟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି । ମୁଖପାତ୍ରଙ୍କ ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଏବେ ପୃଥକବାସରେ…

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳକର ରହିବ ଆଜିର ଦିନଟି

ମେଷ: ଅଫିସରେ ବରିଷ୍ଠ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‍କାର ହେବ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବେପାର ବୃଦ୍ଧିର ସମ୍ଭାବନା ରହିଛି। ବୃଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମିଥୁନ:…

ଶରୀରରେ ହରମୋନ ଅସନ୍ତୁଳନ ପଛରେ ରହିଥାଏ ଏହିସବୁ କାରଣ, କେତେ ସଜାଗ ଆପଣ?

ଆମ ଶରୀରକୁ ସୁସ୍ଥ ରଖିବାରେ ଖାଦ୍ୟ ଯେ କେତେ ଗୁରୁତ୍ବପୁର୍ଣ୍ଣ ତାହା ଆମ ସଭିଙ୍କୁ ଜଣା । କିନ୍ତୁ ତାଠାରୁ ଅଧିକ ଗୁରୁତ୍ବପୁର୍ଣ୍ଣ ହେଉଛି ଆମେ ଦୈନନ୍ଦିନ ଜୀବନରେ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରୁ । ବାସ୍ତବରେ କଣ ଆମେ ଏସବୁ ଦିଗ ପ୍ରତି ଧ୍ୟାନ ଦେଇଥାଉ ? ଆଜିର ଦିନରେ ଏହା ଏକ ବଡ଼…

ଦୀପାବଳିର ଶୁଭେତ୍ସା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଦୀପାବଳି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଖାନ ଟ୍ୱିଟରରେ ଏକ ସରଳ ବାର୍ତ୍ତା ଦେଇ ନିଜର ଶୁଭେତ୍ସା ଜଣାଇଛନ୍ତି। ଭାରତ ସହ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦୀପାବଳି ଧୂମଧାମରେ ପାଳନ କରାଯାଇଛି। ଦୀପାବଳି…