ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳକର ରହିବ ଆଜିର ଦିନଟି


ମେଷ: ଅଫିସରେ ବରିଷ୍ଠ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‍କାର ହେବ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବେପାର ବୃଦ୍ଧିର ସମ୍ଭାବନା ରହିଛି।

ବୃଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମିଥୁନ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

କର୍କଟ: ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ତୁଲାଇବେ। ବେପାରରେ ଯଥେଷ୍ଟ ଲାଭ ହେବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ସି˚ହ: ଚାକିରି ବୃତ୍ତିରେ ଲାଗିରହିଥିବା ବିବାଦ ସମାପ୍ତ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ।

କନ୍ୟା: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ଅଫିସରେ ସମସ୍ତଙ୍କ ସହଯୋଗ ପାଇବେ। ସହରକୁ ଜିନିଷପତ୍ର କିଣିବାକୁ ଯିବେ।

ତୁଳା: ଭାବିଥିବା କାମ ଶୀଘ୍ର ସ˚ପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସ ଖୁସିରେ ସମୟ କଟିବ।

ବିଛା: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଉପାର୍ଜନ ପାଇଁ ନୂଆ ଉତ୍ସର ସନ୍ଧାନ ମିଳିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ଧନୁ: ବ୍ୟବସାୟରେ ଲାଭ ପାଇବେ। ଅଫିସ କାମରେ ଯାତ୍ରା ସୁଖଦ ରହିବ। ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମ ଭାବ ରହିବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ।

ମକର: ଯାହା ବି ନିଷ୍ପତ୍ତି ନେବେ ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଲୋକମାନଙ୍କର ସହଯୋଗ ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ।

କୁମ୍ଭ: ଯାହା ବି କାମ କରିବେ ସଫଳତା ହାସଲ କରିବେ। ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। ଘରକୁ ବନ୍ଧୁ ଆସିବେ।

ମୀନ: ପୂଜାପାଠରେ ସମୟ ବିତିବ। ଯେଉଁ ସୁଯୋଗର ଅପେକ୍ଷାରେ ଅଛନ୍ତି ତାହା ଆପଣଙ୍କୁ ମିଳିବ। ପ୍ରେମ ସମ୍ବନ୍ଧରେ ସୁଖ ବୃଦ୍ଧି ପାଇବ।


Share It

Comments are closed.