ହ୍ବାଟସ ଆପର ଆଉ ଏକ ନୂଆ ଫିଚର, ଏବେ କୌଣସି କଂଟାକ୍ଟକୁ ବ୍ଲକ ନ କରି ମଧ୍ୟ କରିପାରିବେ ଇଗନୋର
ଯଦି ଆପଣ କୌଣସି ମେସେଜକୁ ଇଗନୋର କରିବାକୁ ଚାହାଁନ୍ତି କିମ୍ବା ରିପ୍ଲାଏ ଦେବାକୁ ଚାହାଁନ୍ତି ନାହିଁ କିନ୍ତୁ ଏକ କଂଟାକ୍ଟ କିମ୍ବା ଗ୍ରୁପକୁ ବ୍ଲକ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ | ତେବେ ଏହି କ୍ଷେତ୍ରରେ,ହ୍ବାଟ୍ସ ଆପ୍ ର ଏହି ଫିଚର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ |…