ଇୟରଫୋନ ହେଲା କାଳ, ଅକାଳରେ ଚାଲିଗଲା ଦୁଇ ଜୀବନ
ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା ଦେଇ ଯାଇଥିବା ରେଳ ଟ୍ରାକରେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରାକରେ ଦୁଇଜଣ ଯୁବକଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେବା ଫଳରେ ଉଭୟ ପ୍ରାଣ ହରାଇଛନ୍ତି । ଏପରିକି ସେମାନଙ୍କ ଶରୀର ପ୍ରାୟ ୫୦ରୁ ୬୦ ଖଣ୍ଡ ହୋଇଯାଇଛି । ପ୍ରାୟ ୧୦୦ ମିଟର ଦୂରକୁ ସେମାନଙ୍କ…