ଏନସିବି ଜାଲରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂ, ଡ୍ରଗ ସହ ଜଡ଼ିତ ମାମଲା


ଡ୍ରଗ୍ସ ମାମଲାରେ ଏନସିବି ତଦନ୍ତ ଚାଲିଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ନାମ ସାମ୍ନାକୁନଆସୁଛି ଯାହା । ବର୍ତ୍ତମାନ ଏନସିବି ଦେଶର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଅନ୍ଧେରୀସ୍ଥିତ ଘରେ ଚଢ଼ାଉ କରିଛି। ଏହି ମାମଲାରେ ଅଧିକ ବିବରଣୀ ପ୍ରକାଶ କରାଯାଇ ନାହିଁ। ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଅନେକ ତାରକାଙ୍କୁ ଟାର୍ଗେଟ କରାଯାଇଛି। ନିକଟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ପଚରାଉଚରା କରି ତାଙ୍କ ଘରେ ଚଢ଼ାଉ କରିଥିଲା।


Share It

Comments are closed.