ଶାକାହାରୀ ହୋଇଥିଲେ ଶରୀରରୁ ଆଇରନର ଅଭାବ ଦୂର କରିବା ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ
ସୁସ୍ଥ ରହିବା ପାଇଁ ଶରୀରକୁ ସମସ୍ତ ପୋଷକ ତତ୍ବ ଉପଯୁକ୍ତ ପରିମାଣରେ ଆବଶ୍ୟକ ହୋଇଥାଏ । ଏହା ମଧ୍ୟରେ ଆଇରନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପୋଷକତତ୍ବ । ଶରୀରରେ ଆଇରନର ଅଭାବ ଦେଖାଗଲେ ଆନେମିଆ ଭଳି ରୋଗ ଦେଖା ଦେଇଥାଏ । ଶରୀରକୁ ଠିକ୍ ଭାବରେ ଚଳାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ…