ଏହିଭଳି ଭାବରେ ଗଢିଉଠିଥିଲା ଜାହିର ଏବଂ ସାଗରିକାଙ୍କ ପ୍ରେମ କାହାଣୀ
ଭାରତର ସଫଳତମ ଦ୍ରୁତତ୍ତମ ବୋଲରଂଙ୍କ ନାମ ଯେତେବେଳେ ଆସେ, ତେବେ ସର୍ବପ୍ରଥମେ ୟର୍କର ସ୍ପେସାଲିଷ୍ଟ ଜାହିର ଖାନଙ୍କ ନାମ ଆସିଥାଏ । ନିଜ ବୋଲିଂର ଯାଦୁ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଅତି ଚତୁରତାର ସହ ବୋଲ୍ଡ କରୁଥିବା ଜାହିରଙ୍କର କାଲି ଥିଲା ଜନ୍ମଦିନ । ତେବେ ଏହି ଭଳି ଖୁସି ଅବସରରେ ଆସନ୍ତୁ…