Browsing Tag

khabar-latest

ମିସ ଇଂଲଣ୍ଡ ମୁକୁଟ ଓହ୍ଲାଇ କରୋନା ବିରୋଦ୍ଧରେ ଲଢ଼ିବା ପାଇଁ ପୁଣି ଡାକ୍ତରୀ ବୃତିକୁ ଫେରିଛନ୍ତି ଏହି ସୁନ୍ଦରୀ

ଭାଷା ମୁଖର୍ଜୀ ବ୍ରିଟିଶର ନାଗରୀକ କିନ୍ତୁ ଭାରତର କୋଲକାତାରେ ତାଙ୍କର ପିଲାଦିନ ବିତିଛି । ଯେବେ ତାଙ୍କୁ ୯ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପରିବାର ବ୍ରିଟେନକୁ ଚାଲିଆସିଥିଲେ । ଏହି ୨୪ ବର୍ଷୀୟ ସୁନ୍ଦରୀ ୨୦୧୯ରେ ମିସ ଇଂଲଣ୍ଡର ମୁକୁଟ ହାସଲ କରିଥିଲେ । ମିସ ଇଂଲଣ୍ଡ ଟାଇଟେଲ ହାସଲ କରିବା…

କୋଭିଡ-୧୯ର ସଂକ୍ରମଣକୁ ରୋକିବାରେ ସମର୍ଥ ହୋଇପାରେ ନୂଆ ମର୍ସ ଭ୍ୟାକ୍ସିନ, ମୂଷା ଉପରେ ସଫଳ ପରୀକ୍ଷଣ

ନୂଆ ମର୍ସ ଭ୍ୟାକ୍ସିନ କରୋନା ସଂକ୍ରମଣକୁ ରୋକିବାରେ ସଫଳ ସାବ୍ୟସ୍ତ ହୋଇପାରେ । ଗବେଷକମାନେ ଗୋଟିଏ ମୂଷା ଉପରେ ଏହାର ସଫଳ ପରୀକ୍ଷଣ କରିଛନ୍ତି, ଯାହାକୁ ମସ୍‌(ମିଡିଲ ଇଷ୍ଟ ରେସ୍ପିଟୋରୀ ସିଣ୍ଡ୍ରୋ୍ରମ)ର ହେଭି ଡୋଜ ଦିଆ ଯାଇଥିଲା । ମର୍ସ କୋଭିଡ-୧୯ ସହିତ ଅନେକ ମାତ୍ରାରେ ସାଦୃଶ୍ୟ ଅଟେ,…

କରୋନାକୁ ହରାଇବା ପାଇଁ ଆମେରିକାର ଗବେଷଣା, ଆରୋଗ୍ୟ ବ୍ୟକ୍ତିଙ୍କ ରକ୍ତରେ ହେବ ଚିକିତ୍ସା

ଟିଫୈନି ପିଙ୍କନୀ, ଆଜି ଭି କୋଭିଡ-୧୯ର ନାଁ ଶୁଣି ଥରି ଉଠୁଛନ୍ତି । କିନ୍ତୁ ଏବେ ଯେହେତୁ ସେ ଏହି ରୋଗରୁ ମୁକ୍ତ ହୋଇପାରିଛନ୍ତି,ତେଣୁ ସେ ଗମ୍ଭୀର ରୂପେ ବେମାର ଥିବା ଲୋକଙ୍କ ପାଇଁ ରକ୍ତ ଦାନ କରୁଛନ୍ତି । ଏପରି କରିବାରେ ସେ ଆମେରିକାର ପ୍ରଥମ କରୋନା ସର୍ଭାଇଭର ଅଟନ୍ତି । ହିନ୍ଦୁସ୍ଥାନ…

ଏସିଆର ସବୁଠାରୁ ବିଶାଳ ବସ୍ତି ଧାରାବିରେ ଅଣାୟତ୍ତ ହୋଇପାରେ ସଂକ୍ରମଣ

ଏସିଆର ସବୁଠାରୁ ବଡ଼ ବସ୍ତି ଭାବେ ଜଣାଶୁଣା ଝୋପଡ଼ପଟ୍ଟୀ, ଧାରାବିରେ କରୋନା ଭାଇରସରେ ସଂଙ୍କ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହେବାଦ୍ୱାରା ପୁରା ବସ୍ତିରେ ଭୟର ବାତାବରଣ ଖେଳି ଯାଇଛି । ଏଠାରୁ କରାନା ଭାଇରସ ଉପରେ ଅନ୍ୟ ଏକ ମାମଲା ସାମ୍ନାକୁ ଆସିଛି । ଜଣେ ୩୫ ବର୍ଷୀୟ ଡାକ୍ତରଙ୍କ ଠାରେ କରୋନା…

ଦିଲ୍ଲୀ ତବଲିଗି ଜମାତରେ ଯୋଗଦାନକରୀଙ୍କ ମଧ୍ୟରୁ କରୋନାରେ ୬ ଜଣଙ୍କର ମୃତ୍ୟୁ , ୨୪ ଜଣ କରୋନା ପଜିଟିଭ

ଦେଶବ୍ୟପୀ ଲକ୍‌ଡାଉନ ଆଜି ସପ୍ତମ ଦିନରେ ପହଞ୍ଚିଛି ଏବଂ ଦିଲ୍ଲୀ ଏନନସିଆରରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳୁଛି । ନିଜ୍ଜାମୁଦିନ ସ୍ଥିତ ମରକଜ ଭବନରେ ଜମା ହୋଇଥିବା ଲୋକଙ୍କର କରୋନା ପଜିଟିଭ ବାହାରିବା ପୁରା ଦେଶରେ ହଙ୍ଗାମା ସୃ୍‌ଷ୍ଟି କରିଦେଇଛି । କାରଣ ଏଠାରେ ହୋଇଥିବା ତବ୍‌ଲିଗି…

ହେଲପଲାଇନ ନମ୍ବରରେ ଗରମ ସିଙ୍ଗଡ଼ାର ଡିମାଣ୍ଡ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଉତ୍ତର ପ୍ରଦେଶ ସରକାର ଲକଡାଉନ ଦ୍ୱାରା ପ୍ରଭାବିତଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରିଛନ୍ତି । ରାଜ୍ୟର ସାହଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଏହି ହେଲପଲାଇନ ନମ୍ବର ଉଦ୍ଦିଷ୍ଟ ହୋଇଥିବାବେଳେ ରାମପୁର ପ୍ରଶାସନ ଅନେକ ସଂଖ୍ୟକ ମିଥ୍ୟା କଲ ମଧ୍ୟ ଗ୍ରହଣ କରି ଆସୁଛି । ନୀକଟରେ ଏଭଳି ଏକ…

କରୋନା ପରେ ଏବେ ହନ୍ତା ଭାଇରସକୁ ନେଇ ଲୋକେ ଆତଙ୍କିତ

ସମଗ୍ର ପୃଥିବୀ ଏବେ ଭୟଙ୍କର ମହାମାରୀ କୋଭିଡ-୧୯ର କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଥିବାବେଳେ ଚାଇନାରେ ପୁଣି ଏକ ନୂତନ ଭୂତାଣୁକୁ ନେଇ ଳୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଛି । ଗ୍ଲୋବାଲ ଟାଇମ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚାଇନାର ୟୁନାନା ରାଜ୍ୟର ଜଣେ ବ୍ୟକ୍ତିଙ୍କର…

ଲକଡାଉନକୁ ନେଇ ଚୀନର ବଡ଼ ଘୋଷଣା

ଗୋଟିଏ ପଟେ ଇଟାଲୀ, ଆମେରିକା ଏବଂ ଫ୍ରାନ୍ସ ଭଳି ଦେଶରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଅନ୍ୟ ପଟରେ ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନରେ ଏହାର ପରସ୍ଥିତି ଆୟତ ମଧ୍ୟକୁ ଆସୁଥିବାର ଦେଖାଯାଉଛି । ଏହି ସମୟରେ ଚୀନ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଚୀନର ହୁୱେଇ…

ବିମାନ ଭିତରେ ଉଡ଼ିଲା ପାରା, ଯାତ୍ରୀମାନେ କଲେ ହଙ୍ଗାମା

ଅହମ୍ମଦାବାଦରୁ ଜୟପୁର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହଙ୍ଗାମା ଆରମ୍ଭ ହୋଇଗଲା, ଯେତେବେଳେ ଏହାର ଲଗେଜ୍ କେଶ୍ ମଧ୍ୟରୁ ଏକ ପାରା ବାହାରିଥିଲା । ଶୁକ୍ରବାର ଏୟାର ଇଣ୍ଡିଆର ବିମାନ ଜି୮-୭୦୨ ଅହମ୍ମଦାବାଦରୁ ଜୟପୁରକୁ ଉଡ଼ାଣ ଭରୁଥିଲା । ଯେତେବେଳେ ପାଇଲଟ୍ ଆକାଶ ମାର୍ଗରେ ଉଡ଼ାଣ ଭରିବାକୁ…

ଅହମ୍ମଦାବାଦରେ ପହଞ୍ôଚଲେ ଟ୍ରମ୍ପ, ବନ୍ଧୁଙ୍କ ସ୍ୱାଗତ ପାଇଁ ଘଣ୍ଟାଏ ପୂର୍ବରୁ ଅନାଇ ରହିଥିଲେ ମୋଦୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦୁଇ ଦିନିଆ ଭାରତ ଭ୍ରମଣ ନିମନ୍ତେ ଅହମ୍ମଦାବାଦରେ ପହଞ୍ôଚସାରିଛନ୍ତି । ସ୍ଥିର କରାଯାଇଥିବା ସମୟ ଅନ୍‌ୁସାରେ ପାଖାପାଖି ୧୧:୪୦ରେ ଟ୍ରମ୍ପଙ୍କ ବିମାନ ଅହମ୍ମଦାବାଦସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି…