Browsing Tag

khabar-latest

କରୋନା ସହ ଲଢ଼ୁଥିବା ଏହି ବୃଦ୍ଧ ଦମ୍ପତି ଆଇସିୟୁରେ ଏଭଳି ପାଳନ କଲେ ନିଜର ୫୦ତମ ଆନିଭର୍ସରୀ

ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର କଳା ବାଦଲ ଛାଇ ରହିଛି । ଏହାର ସଂକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଅନେକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଲେଣି । କିନ୍ତୁ ଏସବୁ କଷ୍ଟ ମଧ୍ୟରେ ଇଟାଲୀର ହସ୍‌ପିଟାଲରେ ଭର୍ତି ହୋଇ କରୋନା ସହ ଲଢ଼ୁଥିବା ଏହି ଦୁଇଜଣ ବୃଦ୍ଧ ଦମ୍ପତିଙ୍କ ମନୋବଳ…

ବାନ୍ଦ୍ରା ଷ୍ଟେସନରେ ଘରକୁ ଯିବାପାଇଁ ପ୍ରବାସୀ ଶ୍ରମିକଙ୍କ ଭିଡ଼, ଭ୍ରମିତ କରିବା ଅଭିଯୋଗରେ ଜଣେ ଗିରଫ ଓ ଅନେକଙ୍କ…

ମଙ୍ଗଳବାର ଦିନ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କର ଭିଡ଼ ହେବା ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ଯୁବକକୁ ଗିରଫ କରିଛି । ଲକଡାଉନ ମଧ୍ୟରେ ଲୋକଙ୍କୁ ଭ୍ରମିତ କରିବା ଆରୋପରେ ବିନୟକୁ ନବି ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି । ଏହି…

ଆମେରିକାରେ ଅଣାୟତ କରୋନା, ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଲା

କୋଭିଡ-୧୯ ମହାମାରୀର ଉତ୍ପତିସ୍ଥଳ ଚୀନକୁ ପୁଣିଥରେ ସଂକ୍ରମଣ ଲେଉଟିଛି । ଗତ ୨୪ ଘଂଟା ମଧ୍ୟରେ ଏଠାରେ ୯୯ଟି ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଗତ କିଛି ସ୍ପପ୍ତାହ ଗୁଡ଼ିକ ତୁଳନାରେ ବେଶ ଅଧିକ । ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି ଯେ ଏଠାରେ ଏଭଳି ୬୩ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ…

ଦେଶ ମଧ୍ୟରେ ସାମଗ୍ରୀ ପରିବହନ ଉପରେ କଟକଣା ନେଇ ପୁନର୍ବାର ସ୍ପଷ୍ଟୀକରଣ ଦେଲେ ଗୃହ ମନ୍ତ୍ରଣାଳୟ

ଦେଶରେ କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସ୍ଥିତିକୁ ନେଇ ଗୃହ ମନ୍ତ୍ରଣାଳୟ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ମଧ୍ୟରେ ଜିନିଷ ପତ୍ରର ପରିବହନରେ ରୋକ ନାହିଁ । ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ କିମ୍ବା ଫ୍ୟାକ୍ଟରୀରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଜିଲ୍ଳା…

ଆମେରିକାରୁ ନିଜ ନାଗରୀକଙ୍କୁ ଫେରାଇ ନ ଆଣୁଥିବା ଦେଶ ଗୁଡ଼ିକ ଉପରେ କଠୋର ହେଲେ ଟ୍ରମ୍ପ, ଲାଗୁ କଲେ ନୂଆ ଭିଜା…

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ବିଶ୍ୱ ମହାମାରୀ ସମୟରେ ନିଜର ନାଗରୀକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅରାଜି କିମ୍ବା ବିଳମ୍ବ କରୁଥିବା ଦେଶର ନାଗରୀକଙ୍କ ଉପରେ ନୂଆ ଭିଜା ପ୍ରତିବନ୍ଧକ ଲଗାଇବାର ଘୋଷଣା କରିଛନ୍ତି । ଟ୍ରମ୍ପ ଶୁକ୍ରବାର ଦିନ ବୀଜା ପ୍ରତିବନ୍ଧକ ପାଇଁ…

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା, ଗୋଟିଏ ଦିନରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ

ଆମେରିକାରେ କରୋନା ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛି । ଆମେରିକା ଏବେ ବିଶ୍ୱର ଏଭଳି ଏକମାତ୍ର ଦେଶ ହୋଇଛି ଯେଉଁଠାରେ ଗୋଟିଏ ଦିନରେ ୨୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏଠାରେ ଗତ ୨୪ ଘଂଟାଣ୍ଟ ମଧ୍ୟରେ ୨୧୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଗୁରୁବାଦ ଦିନ…

ଲକଡାଉନ ପ୍ରଭାବରେ ପୁଣି ଜୀବନ୍ତ ହୋଇ ଉଠିଛି ପ୍ରକୃତି, ସାମ୍ନାକୁ ଆସୁଛି ଏହାର ସୁନ୍ଦର ଛବି

ଏବେ ପୁରା ବିଶ୍ୱରେ ମହାମାରୀ କରୋନା ରୂପି କଳା ବାଦଲ ଛାଇ ରହିଥିବାବେଳେ ଏହା ଯୋଗୁଁ ହୋଇଥିବା ଲକହାଉନ ପ୍ରଭାବରେ ଧିରେ ଧିରେ ପ୍ରକୃତିର ସୁନ୍ଦର ରୂପ ପ୍ରସ୍ଫୁଟିତ ହେଉଥିବାର ଦେଖିବାକୁ ମିଳୁଛି । ଲକଡାଉନ ଯୋଗୁଁ ପ୍ରଦୂଷଣ ମାତ୍ରା ଅନେକ ମାତ୍ରାରେ ହ୍ରାସ ହେବାରେ ଲାଗିଛି ଯାହାଫଳରେ…

ବ୍ରିଟେନ ପିଏମ ବୋରିସ ଜନସନଙ୍କ ସ୍ୱାସ୍ଥ୍ୟରେ ସୁଧାର, ତିିନି ଦିନ ପରେ ଆଇସିୟୁରୁ ଫେରିଲେ

କରୋନାରେ ସଂକ୍ରମିତ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆଇସିୟୁରୁ ମୁକ୍ତି ମିଳିଛି । ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଲଂଡନର ସେଂଟ ଥୋମାସ ହସିପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା । ଏଠାରେ ଏକ ଉଚ୍ଚସ୍ତରୀୟ ମେଡିକାଲ ଟିମର ଦେଖାଶୁଣାରେ ତାଙ୍କର…

ଓଜନ ସ୍ତରରେ ଇତିହାସରେ ସବୁଠାରୁ ବଡ଼ ଛିଦ୍ର, କାରଣ ଜାଣି ବେଜ୍ଞାନିକମାନେ ଆଶ୍ଚର୍ଯ୍ୟ

ପୃଥିବୀର ଉତର ଓ ଦକ୍ଷିଣ ଧ୍ରୁବର ଉପରେ ଓଜନ ସ୍ତର ରହିଛି । ଗୋଟିଏ ପଟେ କରୋନା ଭାଇରସ ଯୋଗୁଁ ଲାଗୁହୋଇଥିବା ଲକଡାଉନ ଦକ୍ଷିଣ ଧ୍ରୁବର ଓଜନ ସ୍ତରର ଛିଦ୍ରକୁ କମ କରିଦେଇଛିା ଅନ୍ୟ ପଟେ ଉତର ଧ୍ରୁବର ଓଜନ ସ୍ତର ଉପରେ ଏକ ବଡ଼ ଛିଦ୍ର ଦେଖାଯାଇଛି । ବେଜ୍ଞାନିକମାନଙ୍କ ଦାବି ଯେ ଏହା ଇତିହାସର…

କରୋନା ଲଡ଼ୁ ଓ ହେଲମେଟ ପରେ ଏବେ ଚର୍ଚ୍ଚା ସାଉଁଟୁଛି କରୋନା କାର

କଣ ଛୋଟ କଣ ବୃଦ୍ଧ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା ‘କରୋନା’ । ଏହା ଏବେ ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଛି । କିନ୍ତୁ ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ପାଇଁ ଭିନ୍ନ ଭିନ୍ନ ଅଭିନବ ପ୍ରୟାସ ଦେଖିବାକୁ ମିଳୁଛି । କେତେବେଳେ କରୋନା ଲଡ଼ୁ ତ କେତେବେଳେ କରୋନା…