ଟ୍ରମ୍ପଙ୍କ ଭିଡିଓ ଅଭିଯାନରେ ପିଏମ ମୋଦୀ, ଭାରତୀୟ ଆମେରିକୀୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତୀବ୍ର ହୋଇଛି ଏବଂ ସମସ୍ତ ଆଖି ଏବେ ଭାରତୀୟ ଆମେରିକୀୟ ଭୋଟରଙ୍କ ଉପରେ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ତାଙ୍କର ପ୍ରଥମ କମର୍ସିଆଲ ଭିଡିଓ ପ୍ରକାଶ କରିଛନ୍ତି, ଯେଉଁଥିରେ କ୍ୟାପସନ୍ ଦିଆଯାଇଛି '4 ମୋର ଇୟର୍ସ'। ଏହି ଭିଡିଓ ଅଭିଯାନରେ ହାଉଡି…