ଆପଣଙ୍କ କେଶ ଝଡୁଛି କି, ତେବେ ଖାଆନ୍ତୁ ଏହି ୫ଟି ଖାଦ୍ୟ
ବର୍ତ୍ତମାନ କେଶ ଝଡିବା ଏକ ବଡ ସମସ୍ୟା ରୂପେ ଦଣ୍ଡାୟମାନ । କେଶ ଝଡା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ଭେମାନେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଉ କିନ୍ତୁ କେଶ ଝଡିବା ସହିତ ଆମ୍ଭମାନଙ୍କର ଖାଦ୍ୟପେୟର ସାମଞ୍ଜସ୍ୟ ରହିଛି । କିଛି ସୁପର ଫୁଡସ ରହିଛି ଯାହା କେଶ ଝଡା ସମସ୍ୟାରୁ ମୁକ୍ତି…