Browsing Tag

Bises-latest

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅନୁୁଗୁଳ ଠାରେ ନୂଆ ଫ୍ଲାଗସିପ ସୋ’ରୁମ୍ ଉଦଘାଟନ

ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅନୁଗୁଳର ଅମଲାପଡ଼ା ଠାରେ ଥିବା ଅନୁ ସପିଙ୍ଗ୍ ମଲ୍ରେ ଏହାର ଫ୍ଲାଗ୍ସିପ୍ ସୋ’ରୁମ୍ ଆଜି ଉଦ୍ଘାଟିତ ହୋଇଛି । ଏହି ସୋ’ରୁମ ୩୨୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଥିବା ବେଳେ ଏଠାରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ସମ୍ଭାର…

ଫେବୃଆରୀରେ ଓଡ଼ିଶାରେ ଜିଓ ଯୋଡ଼ିପାରିଛି ୩.୫୫ ଲକ୍ଷ ନୂତନ ଗ୍ରାହକ

୨୦୧୯ ଫେବୃଆରୀ ମାସ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟାରେ ୨.୨୮ ଲକ୍ଷ ବୃଦ୍ଧି ଘଟିଥିବା ବେଳେ ଏହି ମାସରେ କେବଳ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୫୫ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି, ଯାହାକି ରାଜ୍ୟରେ ଟେଲି ସାନ୍ଦ୍ରତା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି…

ବୀମା କରିବା କ୍ଷେତ୍ରରେ ଅନ୍ୟ ସହର ମାନଙ୍କଠାରୁ ଭୁବନେଶ୍ୱର ଆଗରେ

ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା ପ୍ରଦାନକାରୀ ସଂସ୍ଥା ମ୍ୟାକ୍ସ ଲାଇଫ୍ ଇନ୍ସୁରାନ୍ସ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ଭୁବନେଶ୍ୱରରେ ରହୁଥିବା ୭୮% ଲୋକ ସେମାନଙ୍କ ଜୀବନ ବୀମା କରିଛନ୍ତି । ମ୍ୟାକ୍ସ ଲାଇଫ୍ ଓ କାନ୍ତର ଆଇଏମ୍ଆର୍ବି ଦ୍ୱାରା କରାଯାଇଥିବା ‘ଇଣ୍ଡିଆ ପ୍ରୋଟେକ୍ସନ୍ କୋସେଣ୍ଟ’…

ଟାଙ୍କିରେ ତେଲ ପକାଇବା ସମୟରେ ଆପଣ ଠକାମିର ଶୀକାର ହେଉଛନ୍ତି କି ! ତେବେ ଏହି ଦିଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ

ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାର ସିଧା ପ୍ରଭାବ ଜନତାଙ୍କ ଉପରେ ପଡିଛି । ତେବେ ଜନତାଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ନିୟମ କାନୁନ ଜାରି କରାଯିବା ସତ୍ତେ୍ୱ ବି ବଜାରରେ ପେଟ୍ରୋଲ ଏବଂ ଡିଜେଲକୁ ଚଢା ଦରରରେ…

ମନ୍ତ୍ରମୁଗ୍ଧ କରିଦେବ ଆପଣଙ୍କୁ ସୋନିର ନୂତନ ହେଡ଼ଫୋନ

ସୋନି ପକ୍ଷର ସଙ୍ଗୀତ ପ୍ରେମୀ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହାର ନୂତନ ଓୟାରଲେସ୍ ଏକ୍ସଟ୍ରାବାସ୍ ହେଡ଼ଫୋନ୍, ଡ଼ବ୍ଲୁଏଚ-ଏକ୍ସବି ୭୦୦ର ଶୁଭାରମ୍ଭ କରାଯାଇଛି । ଏହି ହେଡ଼ଫୋନ୍ ପୂର୍ବ ଏକ୍ସଟ୍ରାବାସ୍ ହେଡ଼ଫୋନ ଗୁଡ଼ିକର ଉକ୍ତୃଷ୍ଟ ଫିଚର ଗୁଡ଼ିକ ପ୍ରଦାନ କରିବା ସହିତ କିଛି ନୂତନ ବୈଶିଷ୍ଟ୍ୟ,…

୪୦୦ ବର୍ଷ ହେବ ଏହି ଗ୍ରାମରେ ଜନ୍ମ ହୋଇନାହାନ୍ତି କୌଣସି ପିଲା

ମନୁଷ୍ୟ ମାତ୍ରେ କି ସମସ୍ତଙ୍କର ଇଚ୍ଛା ଥାଏ ତାଙ୍କର ଘରର ଉତ୍ତରାଧୀକାରୀ (ଶିଶୁପୁତ୍ର) କିମ୍ବା ଘରର ଲକ୍ଷ୍ମୀ (ଶିଶୁ କନ୍ୟା) ନିଜ ନିଜର ଘରେ ଜନ୍ମ ହୁଅନ୍ତୁ ବୋଲି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ୪୦୦ ବର୍ଷ ହେବ କୌଣସି ଶିଶୁ ଜନ୍ମ ହୋଇନାହାନ୍ତି ।…

ଭୁବନେଶ୍ୱରରୁ ଛାଡୁଥିବା ଏହି ପାଞ୍ଚଟି ଟ୍ରେନର ଟିକେଟ ଶୀଘ୍ର ସରିଯାଏ

ଦିନକୁ ଦିନ ରେଳ ଯାତ୍ରା ପାଇଁ ଟିକେଟ ଟିଏ ପାଇବା ପାଇଁ ଆହୁରି କଷ୍ଟ ହୋଇ ଯାଉଥିବା ବେଳେ, କେବେ କେବେ ଦୁଇ ମାସ ପୂର୍ବରୁ ମଧ୍ୟ ଟିକେଟ ମିଳିବା ସହଜ ହେଉନି । ତେବେ କେଉଁ ଟ୍ରେନରେ ଟିକେଟ ଶୀଘ୍ର ସରୁଛି ଆଉ କେଉଁ ଟ୍ରେନରେ ଲମ୍ବା ସମୟ ପର୍ଯ୍ୟନ୍ତ ଉପଲବ୍ଧ ରହୁଛି ଜାଣିବା ପାଇଁ , ଲୋକପ୍ରିୟ…

ଶୁଣିବାର କ୍ଷମତା ବଢାଇବା ପାଇଁ ବ୍ୟକ୍ତି ଜଣକ କାଟିଲେ ନିଜର ଦୁଇ କାନ

ଅଧିକାଂଶ ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ନିଜ ଶରୀରରେ ବଡି ମସାଜ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ସର୍ଜରୀ ଏବଂ ଟାଟୁ ମଧ୍ୟ କରିବାକୁ ପଛେଇ ନଥାନ୍ତି । କିନ୍ତୁ ଏପରି ଜଣେ ଲୋକ ଅଛନ୍ତି ଯିଏକି ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ କିଛି ଅଲଗା କରିବା ପାଇଁ ଏଭଳି କାରନାମା କରିଛନ୍ତି ଯାହାକୁ…

ଓଲା ଡ୍ରାଇଭର ‘ନୁର ଜାହାନ’ଙ୍କ ସଂଘର୍ଷର କାହାଣୀ

ମହିଳା ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କ କ୍ଷେତ୍ରରେ ସୁଯୋଗ ଆସିବା ମାତ୍ରେ ସେମାନେ ସୁଯୋଗକୁ ହାତଛଡା ନକରି ତାହାର ଲାଭ ଉଠାଇଛନ୍ତି । ସେହିପରି ଜଣେ ମହିଳା ହେଉଛନ୍ତି ନୁର ଜାହାନ । ଆପଣ ମହିଳାଙ୍କୁ ତ ଡାକ୍ତର,…

ଏକା ସାଙ୍ଗେ ଗର୍ଭବତୀ ହେଲେ ହସ୍ପିଟାଲରେ କାର୍ଯ୍ୟରତ ଥିବା ସମସ୍ତ ନର୍ସ

ସଂଯୁକ୍ତ ରାଷ୍ଟ୍ର ଆମେରିକାର ପୋର୍ଟଲାଣ୍ଡ ଅଞ୍ଚଳରୁ ଏକ ବିସ୍ମୟକର ଘଟଣାଟି ସାମନାକୁ ଆସିଛି । ଖବରଟି ଏହା ଯେ, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପୋର୍ଟଲାଣ୍ଡ ଅଞ୍ଚଳସ୍ଥିତ ଏକ ଘରୋଇ ହସ୍ପିଟାଲର ‘ଲେବର ଆଣ୍ଡ ଡେଲିଭରୀ’ ୟୁନିଟରେ କାର୍ଯ୍ୟରତ ଥିବା ସମସ୍ତ ୯ ଜଣ ନର୍ସ ଏକା…