Browsing Tag

Bises-latest

ଦେଖନ୍ତୁ କିଭଳି କୁମ୍ଭୀର ପାଟିରୁ କୁକୁରକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ

ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଫ୍ଲୋରିଡାରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାନ୍ତି। ଏପରିକି ଲୋକଙ୍କ ଘର ପଛପଟ, ସୁଇମିଂ ପୁଲ୍‌ରେ ଚଳପ୍ରଚଳ…

ଘରେ ଆକ୍ବାରିୟମ ରଖିବା ଦ୍ବାରା ହୋଇପାରେ ସମସ୍ୟା, ନିଶ୍ଚିତ ଜାଣିରଖନ୍ତୁ ଏହି କତୋଟି କଥା

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିର ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ | ବାସ୍ତୁ ଅନୁଯାୟୀ, ଯଦି ଜିନିଷଗୁଡିକ ଘରେ ଭୁଲ ସ୍ଥାନରେ ରଖାଯାଏ ତେବେ ନକାରାତ୍ମକତାକୁ ସାମ୍ନା କରିବାକୁ ପଡିଥାଏ | ଯେଉଁଠାରେ ସଠିକ୍ ଦିଗରେ, ସୁ-ସଂଗଠିତ…

ଶନିଙ୍କ ସାଢେସାତୀ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହିସବୁ ଉପାୟ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମାନବ ଜୀବନରେ ଶନି ଗ୍ରହଙ୍କ ଗମ୍ଭୀର ପ୍ରଭାବ ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ସେହି ପାପର ଦଣ୍ଡ ଦେଇଥାନ୍ତି। ବେଳେବେଳେ ଲୋକେ ବୁଝିପାରନ୍ତିନି ଯେ ତାଙ୍କୁ କେଉଁ ପାପର ଦଣ୍ଡ…

ଛଠ୍ ପୂଜାରେ ବୁଡ଼ୁଥିବା ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ ଅର୍ଘ୍ୟ, ଜାଣନ୍ତୁ ଏହା ପଛର କାରଣ

ଆଜି ହେଉଛି ଚାରି ଦିନ ଧରି ଚାଲିଥିବା ଛଠ ମହାପର୍ବର ତୃତୀୟ ଦିନ | ଆଜି ସନ୍ଧ୍ୟାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ | ଏହାକୁ ସନ୍ଧ୍ୟା ଅର୍ଘ୍ୟ ମଧ୍ୟ କୁହାଯାଏ | ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବାର ବିଧି ଅନେକ ଉପବାସ ଏବଂ ପର୍ବରେ ରହିଥାଏ କିନ୍ତୁ ସୂର୍ଯ୍ୟାସ୍ତରେ ଅର୍ଘ୍ୟ…

ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳକର ରହିବ ଆଜିର ଦିନଟି

ମେଷ: ଅଫିସରେ ବରିଷ୍ଠ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‍କାର ହେବ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବେପାର ବୃଦ୍ଧିର ସମ୍ଭାବନା ରହିଛି। ବୃଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମିଥୁନ:…

କଣ ଆପଣ ଜାଣନ୍ତି ଘରେ ମୁରୁଜ ଆଙ୍କିବାର ରହିଥାଏ ଅନେକ ଲାଭ

ହିନ୍ଦୁ ପରିବାରରେ ଅନେକ ଉତ୍ସବ ପାଳନ ବେଳେ ମୁରୁଜ ପକାଇବାର ବିଧାନ ରହିଥାଏ । କିନ୍ତୁ ଏହି ମୁରୁଜର ମହତ୍ବ ମଧ୍ୟ ରହିଥାଏ । ଘରର ସୁଖ ଓ ସମୃଦ୍ଧି ଲାଗି ଅଗଣାରେ ଝୋଟି ବା ମୁରୁଜ ଅଙ୍କାଯାଇଥାଏ । ଦିପାବଳୀ ଓ ଏଭଳି ଅବସରମାନଙ୍କରେ ଘର ଅଗଣାରେ ଝୋଟି ପକାଇବା ଅନେକ ଗୁରୁତ୍ୱ ବହନ କରେ। ଏଣୁ…

ଧନତେରସ ଦିନ ଧନ ଲାଭ ପାଇଁ ନିଶ୍ଚିତ କରନ୍ତୁ ଏହି ୧୦ଟି ଉପାୟ

ଆଜି ହେଉଛି ଧନତେରାସ। ଦୀପାବଳି ପର୍ବ ଧନତେରାସରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ…

ଅଜବ ଥିଲେ ଏହି ସମ୍ରାଟ, ଛେଳି ନାଁ ଶୁଣିଲେ ଦେଇ ଦେଉଥିଲେ ମୃତ୍ୟୁଦଣ୍ଡ

ଇତିହାସରେ ଏହିପରି ଅନେକ ରାଜା ଏବଂ ସମ୍ରାଟଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ ଏବଂ ପଢ଼ିଥିବେ, ଯାହାଙ୍କର କାହାଣୀ ଆମକୁ ପ୍ରେରଣା ଯୋଗାଏ | ଏହି ସମୟରେ ଏଭଳି କିଛି ରାଜା ଥିଲେ, ଯାହାର କାହାଣୀ ଶୁଣି ଲୋମ ଟାଙ୍କୁରି ଉଠିଥାଏ | ଏହିପରି ଜଣେ ରାଜା ଥିଲେ ଗାୟସ୍ ଜୁଲିୟସ୍ କେସର ଜର୍ମାନିକସ୍…

ଏହି ଗ୍ରହକୁ କୁହାଯାଏ ସୌରମଣ୍ଡଳର ‘ଭାକ୍ୟୁମ୍ କ୍ଲିନର୍’, ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଏହାର କାରଣ

ସୌର ପ୍ରଣାଳୀରେ ଗ୍ରହ ଜଗତ ମଧ୍ୟ ଅଦ୍ଭୁତ ଅଟେ | ଆପଣ ଯେତେ ଅଧିକ ଏହାକୁ ବୁଝିବାକୁ ଚେଷ୍ଟା କରିବେ, ସେତେ ଅଧିକ ଏଥିରେ ଭ୍ରମିତ ହୋଇଚାଲିବେ | ଉଲ୍ଲେଖଥାଉ କି, ସମସ୍ତେ ସ୍ୱୟଂଚାଳିତ ଭାବରେ ସେଠାରେ ଥାଆନ୍ତି, କିନ୍ତୁ ବୃହସ୍ପତି ଗ୍ରହ ଏଥିରେ ଭିନ୍ନ, ଏହି ଗ୍ରହଟି ଗ୍ୟାସର ସମୂହ, ଭାରତରେ…

ଜାଣନ୍ତୁ ଧନତେରସ ଦିନ ଦୀପ ଅର୍ପଣ କରିବାର ମହତ୍ବ

ନଭେମ୍ବର ୧୩ତାରିଖରେ ଧନତେରସ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଧନ୍ବନ୍ତରୀ,କୁବେର ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିବାର ବିଧାନ ରହିଛି। ଧନତେରସ ଦିନ ମୃତ୍ୟୁର ଦେବତା ଯମଙ୍କ ପୂଜା ମଧ୍ୟ କରାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ଦିନ ଯମ ଦେବତାଙ୍କ ପୂଜା କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ…