ବାସ୍ତବ ଜୀବନର ସ୍ଲମ ଡଗ ମିଲେନିୟର
ଆମ୍ଭେମାନେ ସମସ୍ତେ ବଲିଉଡର ଚର୍ଚ୍ଚିତ ଫିଲ୍ମ ସ୍ଲମ ଡଗ ମିଲେନିୟର ସମ୍ପର୍କରେ ଜାଣିଥିବେ ଯେଉଁଥିରେ ଏକ ବସ୍ତିର ସାମାନ୍ୟ ଏକ ପିଲା କିପରି ଲକ୍ଷପତି ହୋଇଥିଲେ । ଏହିପରି ଏକ କାହାଣୀର ବାସ୍ତବ ରୂପ ମୁମ୍ବାଇର ଏକ ବସ୍ତିରେ ଦେଖିବାକୁ ମିଳିଛି । ମୁମ୍ବାଇର ଫିଲଟର ପଡା ବସ୍ତିର ୨୫ ବର୍ଷିୟ…