ଅଷ୍ଟମ ଫେଲ ଛାତ୍ର ହେଲେ ୨୦୦୦କୋଟିର ମାଲିକ
ପୋଥିଗତ ବିଦ୍ୟା ବ୍ୟତୀତ ଅନ୍ୟାନ୍ୟ ଅତିରିକ୍ତ ବିଦ୍ୟା ଖୁବ ଆବଶ୍ୟକ ବୋଲି ଆମ୍ଭେମାନେ ଅବଗତ । କିନ୍ତୁ ବର୍ତ୍ତମାନ ଛାତ୍ର କିମ୍ବା ଛାତ୍ରୀଟିଏ ନିଜର ପାଠପଢା କ୍ୟାରିଅରରେ ଫେଲ ହେବା ପରେ ପରିବାରର ଚାପ କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ହାସ୍ୟର ପାତ୍ର ହୋଇ ଅବସାଦର ଶିକାର ହୋବାର ବହୁ ଉଦାହରଣ…