ଅନଲାଇନରେ ଜୀବନସାଥୀ ଖୋଜୁଥିଲେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ
ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୋର ଭଳି ବଡ ବଡ ସହରମାନଙ୍କରେ ବିଭିନ୍ନ ଅନଲାଇନର ମାଟ୍ରିମୋନିଆଲ ସାଇଟ ବେଶ ଆଦୃତ ହେଉଥିବା ବେଳେ ଏହା ଧିରେ ଧିରେ ଛୋଟ ସହର ଲୋକମାନଙ୍କରେ ଲୋକେ ବେଶ ଆପଣାଇବାରେ ଲାଗିଲେଣି । ଅନଲାଇନରେ ଜୀବନସାଥୀ ବାଛିବା ଯେତେ ସୁବିଧା ସେତେ ଖରାଫ ମଧ୍ୟ ।…